Choudakulat

Choudakulat Contact information, map and directions, contact form, opening hours, services, ratings, photos, videos and announcements from Choudakulat, Tour Agency, Choudakulat, Kendrapara district.
(1)

19/03/2022
17/02/2022

Agni utsav ....

ହେଇଥାଇ ପାରେ ଆଜି ଏଇ ଚେଷ୍ଟା ଜୀବିକା ପାଇଁ  ...ହେଲେ ଉଦେଶ୍ୟ ମନ୍ଦ ନୁହେଁ ....ଷଣ୍ଡ ଲଢେଇ .. ଆମ ମନରଞ୍ଜନ ପରମ୍ପରା ର ଏକ ପୃଷ୍ଠା ...ଧନ୍ୟ...
29/12/2021

ହେଇଥାଇ ପାରେ ଆଜି ଏଇ ଚେଷ୍ଟା ଜୀବିକା ପାଇଁ ...
ହେଲେ ଉଦେଶ୍ୟ ମନ୍ଦ ନୁହେଁ ....
ଷଣ୍ଡ ଲଢେଇ .. ଆମ ମନରଞ୍ଜନ ପରମ୍ପରା ର ଏକ ପୃଷ୍ଠା ...

ଧନ୍ୟବାଦ ,ଏହି ପାରମ୍ପରା କୁ ଆଗକୁ ବଢେଇବା ର ଚେଷ୍ଟା ପାଇଁ .

ଆମ ଗାଁ ମାଟି ପାଇଁ ଗୌରବ ଆଣିବାକୁ ଯାଉଥିବା ଗୋଟେ ପ୍ରଚେଷ୍ଟା ..

ଆଉ ଏମାନଙ୍କ ପାଇଁ ମନବଳ ହିଁ ଯଥେଷ୍ଟ ଆଗକୁ ବଢିବାକୁ ...

ଶ୍ରୀରାମ କ୍ଲବ ଷଣ୍ଢ ନାଚ ,ଚନ୍ଦନପୁର ,ଚଉଦକୁଲାଟ

Contact Person -Saiprakash Sahoo
7849073523

କାର୍ତ୍ତିକ ପୁର୍ଣିମା ର ଅନେକ ଅନେକ ଶୁଭେଚ୍ଛା ...
19/11/2021

କାର୍ତ୍ତିକ ପୁର୍ଣିମା ର ଅନେକ ଅନେକ ଶୁଭେଚ୍ଛା ...

05/11/2021
16/07/2021

ଏହା 2010-11 ମସିହା ର ଭିଡ଼ିଓ ........

02/07/2021

ଜୀବନ ର ପ୍ରତିଟି ସକାଳ କିଛି ନୂଆ ସଂଘର୍ଷ ନେଇ କି ଆସେ ...
ଆଉ ସବୁ ସନ୍ଧ୍ୟା କିଛି ଅଭିଜ୍ଞତା ଦେଇ କି ଯାଏ ...

29/06/2021

ଆମ ଜୀବନର ସ୍ରୋତ ସିଏ ........
ଆମ ମାଟି ପାଇଁ ପାଣି ସିଏ ....
ଆମ ସଂଧ୍ୟାର ପବନ ସିଏ....
ଆମ ସ୍ୱପ୍ନର ଧାରା ସିଏ .....
ଆମ ଏକଲାପଣ ର ସାଥି ସିଏ ....
ଆମ ପରିଚୟ ସିଏ ....
ଆମ ଗର୍ବ ସିଏ ....
ଆମ ନଦୀ ସିଏ .....
ହଁ ....ଆମ ବ୍ରାହ୍ମଣୀ ନଦୀ ସିଏ ...... 🧡
🕉☪✝

29/06/2021

ଆମ ଜୀବନର ଶ୍ରୋତ ସିଏ ........
ଆମ ମାଟି ପାଇଁ ପାଣି ସିଏ ....
ଆମ ସଂଧ୍ୟାର ପବନ ସିଏ....
ଆମ ସ୍ୱପ୍ନର ଧାରା ସିଏ .....
ଆମ ଏକଲାପଣ ର ସାଥି ସିଏ ....
ଆମ ପରିଚୟ ସିଏ ....
ଆମ ଗର୍ବ ସିଏ ....
ଆମ ନଦୀ ସିଏ .....
ହଁ ....ଆମ ବ୍ରାହ୍ମଣୀ ନଦୀ ସିଏ ...... 🧡🧡
🕉☪✝

ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା ବା ସ୍ନାନପୂର୍ଣ୍ଣିମା  ..ମହାପ୍ରଭୁ ଦଧିବାମନ ନୂଆ ପିନ୍ଧିବେ ...ଜ୍ୟେଷ୍ଠ ରୂପେ ପୂଜା ପାଇବେ ..ସ୍ନାନ ବେଦିରେ ଚନ୍...
23/06/2021

ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା ବା ସ୍ନାନପୂର୍ଣ୍ଣିମା ..
ମହାପ୍ରଭୁ ଦଧିବାମନ ନୂଆ ପିନ୍ଧିବେ ...
ଜ୍ୟେଷ୍ଠ ରୂପେ ପୂଜା ପାଇବେ ..
ସ୍ନାନ ବେଦିରେ ଚନ୍ଦନ ର ଲେପ ଲଗେଇବେ ..
ଅଧିକ ସ୍ନାନ କରିବା ହେତୁ ..ସବୁ ବରଷ ଭଳି ଏ ବରଷ ବି ଜ୍ୱର ହେବ .
ଆଉ ଅଣସର ରେ ରହିବେ ....

ହେଲେ ଗତ ବରଷ ଭଳି ଏଇ ବରଷ ବି .... ମାଉସୀମା ଘରକୁ ଆସିବେନି ବୁଲିବାକୁ ....
ଯଦି ତମେ ମାଉସିମା କୁ ଦେଖା କରିବାକୁ ଆସୁନ ଦୁଇ ବରଷ ହେଲା ...

ତେବେ ,ହେ ଦଧିବାମନ ମହାପ୍ରଭୁ .. ଏଥର ଜ୍ଵର ନ ହେଲେ କଣ ହୁଅନ୍ତାନି.....

ଅଟକେଇ ଦିଅ ଏ ଜ୍ୱର ର ଗତି କୁ ଏଇଠି .....🙇‍♂️🙇‍♂️🙇‍♂️🙇‍♂️

ଛୋଟବେଳୁ  ଦୁଇଟା ଜିନିଷ ଦେଖିବାରେ ଭାରି ମାନଥାଏ . ଗୋଟେ ହେଲା - ମାର୍ଗଶୀର ମାସ ଗୁରୁବାର ଓଷା ...ବୋଉ କଣ ସେ ଖଟୁଲି ଉପରେ ଓଢଣା ତଳେ ରଖି ପୂ...
16/06/2021

ଛୋଟବେଳୁ ଦୁଇଟା ଜିନିଷ ଦେଖିବାରେ ଭାରି ମାନଥାଏ .
ଗୋଟେ ହେଲା - ମାର୍ଗଶୀର ମାସ ଗୁରୁବାର ଓଷା ...
ବୋଉ କଣ ସେ ଖଟୁଲି ଉପରେ ଓଢଣା ତଳେ ରଖି ପୂଜାକରେ ...
କିଏ ସେ ଓଢ଼ଣା ତଳେ ଥାଏ ....
ଆଉ ଗୋଟେ ହେଲା ... ରଜ ସରିବା ପରଦିନ .. ବସୁମତୀ ସ୍ନାନ ....
ଆଜି ଏତେ ବଡ ହେଇଗଲିନି .... କେତେ ରଜ , କେତେ ମାଣବସା ଗୁରୁବାର ଗଲାଣି ,
ହେଲେ ଦେଖିପାରିନି ସେ ଓଢଣା ତଳେ କିଏ.....
ଆଉ ରଜ ପରଦିନର ବସୁମତୀ ପୂଜା ...
ନିଦ ଆଜିବି ଭାଙ୍ଗୁନି.........
ସେବେ ବି, ନିଦ ଭାଙ୍ଗିଲା ବେଳକୁ କଳାହାଣ୍ଡିଆ ମେଘ ବସୁମତୀ କୁ ସତରେ ସ୍ନାନ କରେଇଦେଇଥାଏ .....ଆଉ କଣ ଦେଖିବି ...
ଆଜି ସେଇ ପୂଜା .... ଆଉ ଆକାଶରେ ସେଇ କଳାହାଣ୍ଡିଆ ମେଘ .....

15/06/2021
କରୋନା ଏକ ମାରାତ୍ମକ ଭୁତାଣୁ -ଯାହାର କବଳରୁ  ଆମ ପରିବାର,ଆମ ଗାଁ, ଆଉ ଆମ ଗାଁ ର ସମସ୍ତଙ୍କୁ ରକ୍ଷା କରିବା ପାଇଁ ଆମେ ନିଜେ କିଛ ଦିନ ପାଇଁ ଅଲ...
21/03/2020

କରୋନା ଏକ ମାରାତ୍ମକ ଭୁତାଣୁ -ଯାହାର କବଳରୁ ଆମ ପରିବାର,ଆମ ଗାଁ, ଆଉ ଆମ ଗାଁ ର ସମସ୍ତଙ୍କୁ ରକ୍ଷା କରିବା ପାଇଁ ଆମେ ନିଜେ କିଛ ଦିନ ପାଇଁ ଅଲଗା ହେଇ ରହିବାକୁ ପଡିବ ନିଜ ଘରେ .. ତେବେ ଯାଇ ଆମେ ଏ କରୋନା କୁ ଆମ ଗାଁ ଠାରୁ ଦୂରେ ରଖିପାରିବା ....
ତେଣୁ ସମସ୍ତେ ସରକାର ଙ୍କ ନିୟମ ନିଜ ନିୟମ ଭାବି ଘର ଭିତରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ........
ବୟସ୍କ ମଉସା ମାଉସି ଏବଂ ଛୋଟ ଛୁଆଙ୍କୁ ଜମା ବି କାହାର ସଂସ୍ପର୍ଶରେ ଆସିବାକୁ ଦିଅନ୍ତୁନି ..ଏମାନଙ୍କ ର ଅଧିକ ଯତ୍ନ ନିଅନ୍ତୁ
ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁ ମୋ ଗାଁ କୁ .......... ଆମ ଗାଁ କୁ ... ଏଇ ମହାମାରୀ କବଳରୁ ରକ୍ଷା କରନ୍ତୁ ........🙏🙏🙏🙏🙏🙏🙏🙏🙏🙏🙏

Address

Choudakulat
Kendrapara District
754222

Website

Alerts

Be the first to know and let us send you an email when Choudakulat posts news and promotions. Your email address will not be used for any other purpose, and you can unsubscribe at any time.

Videos

Share

Category


Other Kendrapara District travel agencies

Show All