Jay Jagannath Group Travel

Jay Jagannath Group Travel Whatsap:- 9776642003

The best guide for travel to Puri Jagannath Temple.By Pandit jagannath singhari (Advocate)
Famous Temples travel guide , Asyrologer and also as a singhari priest known as angalagi sebaka.

16/01/2024
ज्योतिर्लिंग ममलेश्वर, ओंकारेश्वर।  मध्य प्रदेश।
14/01/2024

ज्योतिर्लिंग ममलेश्वर, ओंकारेश्वर। मध्य प्रदेश।

09/01/2024

नमस्ते 🙏 *श्री मंदिर* पर मैंने यह रोचक स्टेटस देखा, आप भी देखें और शेयर करें अपने प्रियजनों के साथ। श्री मंदिर पर स्थापित करें अपने प्रिय इष्ट देव का भव्य मंदिर, सुनें धार्मिक संगीत और पाएं सनातन धर्म से जुड़ी संपूर्ण जानकारी।

କଷ୍ଟ ଯେତେ କଠିନ ହେଉ,ବୁଝେଇବାକୁ କେହି ନଥାନ୍ତି।ଦୁଃଖ ଯେତେ ହାଲୁକା ହେଉ,ନେବାପାଇଁ କେହି ନଥାନ୍ତି।ଆଉ ଯିଏ ଯେତେ ଆପଣାର ହୁଅନ୍ତୁ,ସ୍ବାର୍ଥ ପ...
04/01/2024

କଷ୍ଟ ଯେତେ କଠିନ ହେଉ,ବୁଝେଇବାକୁ କେହି ନଥାନ୍ତି।ଦୁଃଖ ଯେତେ ହାଲୁକା ହେଉ,ନେବାପାଇଁ କେହି ନଥାନ୍ତି।ଆଉ ଯିଏ ଯେତେ ଆପଣାର ହୁଅନ୍ତୁ,ସ୍ବାର୍ଥ ପାଖରେ କିଛି ବି ନୁହଁନ୍ତି l

Life ରେ ଗୋଟିଏ କଥା ବହୁତ ଖୁସି ଦିଏ, ଯେତେବେଳେ କିଏ କହେ ଘରେ ପହଞ୍ଚି Call କି Message କରିବ।ଏହି ଭଲ ପାଇବା ସମସ୍ତଙ୍କ ପ୍ରତି ନଥାଏ l

ଏହା ନିଶ୍ଚିତ ମନେରଖନ୍ତୁ ଯେ "ସଫଳତା" ଗୋଟିଏ ଦିନରେ କେବେହେଲେ ମିଳିବ ନାହିଁ,କିନ୍ତୁ ଦିନେ ଗୋଟିଏ ଦିନ ଏମିତି ଆସିବ ଯେ ଆପଣଙ୍କୁ "ସଫଳତା" ନିଶ୍ଚୟ ମିଳିବ l

ସଂସାର ସାଗର ରେ ଆମ ଜୀବନ ଏକ ନଉକାପରି କେବେ ଏ ପାରି ତ କେବେ ସେ ପାରି.ସୁଖଦୁଃଖ ଏଠି ଦୁଇଟି କୂଳ ଆଉ ହସ ଲୁହ ତ ପୁଣି ଭାଗ୍ୟର ଖେଳ l
ଶୁଭ ସକାଳ

🙏🏻ଜୟ ଜଗନ୍ନାଥ🙏🏻

ପୁରୀ ର ଶଙ୍କରପୁର ସ୍ଥିତ ଶ୍ରୀ ଗୌରବିହାର ଆଶ୍ରମ ବା ମାତାମଠ ପରିସର ରେ ଥିବା ବିଭିନ୍ନ ଦେବଦେବୀ ।
03/01/2024

ପୁରୀ ର ଶଙ୍କରପୁର ସ୍ଥିତ ଶ୍ରୀ ଗୌରବିହାର ଆଶ୍ରମ ବା ମାତାମଠ ପରିସର ରେ ଥିବା ବିଭିନ୍ନ ଦେବଦେବୀ ।

As an indescribable piece of Kalinga history, the 'Daksha Prajapati Temple' was built during the reign of the Eastern Ga...
03/01/2024

As an indescribable piece of Kalinga history, the 'Daksha Prajapati Temple' was built during the reign of the Eastern Gangs. Unparalleled vision of craftsmanship is immortalized on the walls of this temple.
It is one of the best preserved heritage temple in Odisha and a fine specimen of extraordinary artistic excellence of Kalingan art. On the basis of architectural features, sculptural embellishments and building materials, the temple can be dated to the Eastern Ganga dynasty rule(11th Century to 15th century), during the first half of 13th century. Dakhya means ‘able’ & Prajapati is the Lord of the Creatures. Dakhya is the son of Brahma & the father of Sati Here Dahkya Prajapati is being worshipped in the form of Lord Shiva as Dakhyeswar, hence the temple is also known as Dakhyeswara Shiva Temple.

The temple facing east and the construction material is khondalite stone. There are four blocks consisting of a vimana, jagamohana, natamandapa & flat roofed bhogamandapa. It’s a living temple as noticed by the intact flag on the top of temple. The presiding deity Dakhyeswar is a patalaphuta Shivalinga within a circular yonipitha. Kathi Thakurani (wooden deity) is worshipped in the jagamohana.

This temple attracts tourists due to its beautiful & well maintained design & sculpture like Gaja-Vidalas, Alasha Kanyas ( decorative nayika figures) & other minor images. The scroll work locally called dali/lata in Odia, is extremely beautiful and varied in design. The Parswadebatas in the niches are Ganesha, Kartikeya and Parbati. Outside the door, Gaja-Laxmi in Padmasana appears in the centre of the upper casing. The eight-seated Dikpalas (Gods of eight cardinal directions) – Indra, Agni, Jama, Baruna, Bayu, Kubera, Isana and Nriti are noticed on the Khakharamundis. Dasavatara (Baraha, Rama, Balarama etc) & Saptamatrikas (Brahmani, Maheswari, Baisnabi etc) are also depicted in the panels. A particular interesting panel shows elephants, cavalry & infantry moving on a war journey. The detailing and attractive work of the temple can be compared with that of Rajarani, Lingaraj & Konark temple.

The vimana & jagamohana are the original ones build in 13thcent, but rest have been added by Harichandan kings in 17th century. A mandap was added later on during the British period. Dakhya K***a near the temple, used fort ritualistic bathing by devotees. Legend says, that Dakhya after his jagyan, took bath in this sacred pond.

How to Reach (via NH16):- Bhubaneswar> Khurda> Jankia> Tangi> turn right below a bridge while going to Balugaon>Banapur town>Dakhya Prajapati Temple

Collect from click story

In behalf of (Jay Jagannath Group) M.R.singhari  Renowned priest of lord jagannath puri & workers, we would like to welc...
31/12/2023

In behalf of (Jay Jagannath Group) M.R.singhari Renowned priest of lord jagannath puri & workers, we would like to welcome you.. All of us here in the puri are truly amazed with your presense, behaviour and co-operation. Welcome to our puri again & again, and made our city great heritage place in world. we all trying to give our best service.
From .
ADV.Jagannath Singhari
Priest Of Lord Jagannath, Puri
WhatsApp in your good & bad days for giveing phool,tulshi & pradip to Lord tridab on behalf of you ." FREE " . It's our dutie as a Tirtha Guru ..
WhatsApp:-9776642003

🌷जय श्री राम 🌷 शुभ रात्री 🌷 जय श्री राम 🌷।                         🪸🪸 सोमनाथ 🪸🪸 ।विश्वका सबसे बड़ा और वैज्ञानिक समय गणना...
30/12/2023

🌷जय श्री राम 🌷 शुभ रात्री 🌷 जय श्री राम 🌷। 🪸🪸 सोमनाथ 🪸🪸

।विश्वका सबसे बड़ा और वैज्ञानिक समय गणना तन्त्र ऋषिमुनियों द्वाराकियागया अनुसंधान■काष्ठा =सैकन्ड का 34000 वाँ भाग■ 1 त्रुटि = सैकन्ड का 300 वाँ भाग■ 2 त्रुटि = 1 लव , ■ 1 लव = 1 क्षण ■ 30 क्षण = 1 विपल ,■ 60 विपल = 1 पल■ 60 पल = 1 घड़ी (24 मिनट ) ,■ 2.5 घड़ी = 1 होरा(घन्टा ) ■3 होरा=1प्रहर व 8 प्रहर 1 दिवस (वार)■ 24 होरा = 1 दिवस (दिन या वार) , ■ 7 दिवस = 1 सप्ताह ■ 4 सप्ताह = 1 माह , ■ 2 माह = 1 ऋतू ■ 6 ऋतू = 1 वर्ष , ■ 100 वर्ष = 1 शताब्दी ■ 10 शताब्दी = 1 सहस्राब्दी ,■ 432 सहस्राब्दी = 1 युग ■ 2 युग = 1 द्वापर युग , ■ 3 युग = 1 त्रैता युग , ■ 4 युग = सतयुग ■ सतयुग + त्रेतायुग + द्वापरयुग + कलियुग = 1 महायुग■ 72 महायुग = मनवन्तर ,■ 1000 महायुग = 1 कल्प ■ 1 नित्य प्रलय = 1 महायुग (धरती पर जीवन अन्त और फिर आरम्भ ) ■ 1 नैमितिका प्रलय = 1 कल्प ।(देवों का अन्त और जन्म )■ महालय = 730 कल्प ।(ब्राह्मा का अन्त और जन्म )सम्पूर्ण विश्वका सबसे बड़ा और वैज्ञानिक समय गणना तन्त्र यहीं है जो हमारे देश भारतमें बना हुआ है । ये हमारा भारत जिसपर सभी देशवासियों को गर्व होना चाहिए।जय श्री राम 🌷 शुभ रात्री 🌷 जय श्री राम 🌷

30/12/2023

Wonderful dance

Read Caption 👇⬇️The Sarana Srikhetra Jagannath temple at Marda village in Ganjam district was the safe abode of the four...
28/12/2023

Read Caption 👇⬇️

The Sarana Srikhetra Jagannath temple at Marda village in Ganjam district was the safe abode of the four deities of the Jagannath temple in Puri 280 years ago when the four idols had remained in the shrine for 30 months - from December 1733 to April 1736.

This temple became the safe abode of the deities when the Puri Jagannath temple had come under attack from the Muslim invader Taki Khan.

Consequently, the then Puri king, Gajapati Ramchandra Deb, had these deities secretly transported from Puri to Marda.

Masons from Mathura constructed the temple in a record time of two months at a secluded place.

And, there are no deities inside the temple now. But still, all rituals are performed every day in front of an empty pedestal by five generations of priests since then.

Even after the deities returned to Puri in 1736, the ruler of Athagada, Jagannath Harichandan Jagadev had preferred to keep the temple without deity to preserve the memory of the great event.

Although there aren't any deities physically present here right now, you can sense their presence in the atmosphere if you visit.

17/12/2023
ଶ୍ରୀ ଚକ୍ରତୀର୍ଥ ମନ୍ଦିର, ଚକ୍ରତୀର୍ଥ ମାର୍ଗ, ପୁରୀ
04/12/2023

ଶ୍ରୀ ଚକ୍ରତୀର୍ଥ ମନ୍ଦିର, ଚକ୍ରତୀର୍ଥ ମାର୍ଗ, ପୁରୀ

ଏକାଦଶୀ ମହାଦୀପ ଦର୍ଶନତିନୋଟି ରୌପ୍ୟ କଳସୀରେ ଘିଅ ଏବଂ କଦଳୀ ବାସୁଙ୍ଗାରେ ନୂଆ କନା ଗୁଡ଼ାଇ ବଳିତା କରାଯାଇ ମହାଦୀପ ପ୍ରସ୍ତୁତ ହୁଏ ଓ ଚୂନରା ସ...
09/11/2023

ଏକାଦଶୀ ମହାଦୀପ ଦର୍ଶନ

ତିନୋଟି ରୌପ୍ୟ କଳସୀରେ ଘିଅ ଏବଂ କଦଳୀ ବାସୁଙ୍ଗାରେ ନୂଆ କନା ଗୁଡ଼ାଇ ବଳିତା କରାଯାଇ ମହାଦୀପ ପ୍ରସ୍ତୁତ ହୁଏ ଓ ଚୂନରା ସେବକଙ୍କ ଦ୍ବାରା ଶ୍ରୀମନ୍ଦିର ଉପରକୁ ମହାଦୀପ ଉଠିଥାଏ। ଦଧିନଉତି ତଳେ ଠିଆ ହୋଇ ନୀଳ ଚକ୍ରଙ୍କୁ ଚନ୍ଦନ ତୁଳସୀ ଲାଗି କରିବା ପରେ ଚୂନରା ସେବକ ୪ ଦିଗରେ ତିନୋଟି ଲେଖାଏଁ ଚନ୍ଦ୍ରଉଦିଆ ଜାଳନ୍ତି। ଏକାଦଶୀରେ ଉପବାସ କଲେ ପୁଣ୍ୟ ଲାଭ ସହ ବୈକୁଣ୍ଠ ଧାମ ପ୍ରାପ୍ତ ହୁଏ । ଏକାଦଶୀ ଦିନ ରାତ୍ରରେ ଅଁଳା ବେଢ଼ାରୁ ମହାଦୀପ ଦର୍ଶନ କଲେ ସାଜୁଯ୍ୟ ମୁକ୍ତି ମିଳେ।

ବଳରାମ ଦାସ ଙ୍କ ସମାଧି ପୀଠ, ସମଗରା, ପୁରୀ      ଗୁଣ୍ଡିଚା ମନ୍ଦିର ଦେଇ ସିଦ୍ଧ ମହାବୀର ରେଳ ଫାଟକ ଅତିକ୍ରମ କଲା ପରେ ବାଲିଘାଟ ଛକ ପଡ଼ିବ, ସେ...
05/11/2023

ବଳରାମ ଦାସ ଙ୍କ ସମାଧି ପୀଠ, ସମଗରା, ପୁରୀ

ଗୁଣ୍ଡିଚା ମନ୍ଦିର ଦେଇ ସିଦ୍ଧ ମହାବୀର ରେଳ ଫାଟକ ଅତିକ୍ରମ କଲା ପରେ ବାଲିଘାଟ ଛକ ପଡ଼ିବ, ସେଠୁ ବାମ ପଟେ ଗଲେ ଗୋପାଳପୁର ପଡ଼ିବ, ସେହି ପଟେ ପ୍ରାୟ ୨କିଲୋମିଟର ଗଲେ ଆମର ବାମ ପଟେ ସମଗରା ଗ୍ରାମର ଏକ ଗଳି ରେ ଏହା ପଡିବ। ବଳରାମ ଦାସ ହୋଇଥିଲେ ସିନା
ପଥେ ରଥ ଅଟକାଇ
ସାଗର କୂଳକୁ ଧାଇଁ ଥାନ୍ତ ତମେ
ଭକତର ମାନ ପାଇଁ।।
ବିରାଜି ଥାଆନ୍ତ ବାଲି ରଥ ପରେ
ମନ୍ଦ ମନ୍ଦ ହସିଦେଇ
ମୁଁ ଛାର ପତିତ ପାଇବି କେମିତି
ପୂଜା ବିଧି ଜାଣେ ନାହିଁ ।

*ଜୟ ଜଗନ୍ନାଥ⭕❣️⭕🙏🏻*

22/10/2023

ଜୟ ଜଗନ୍ନାଥ 🙏 ତାରିଖ ୨୨.୧୦.୨୦୨୩🙏
*ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପତିତପାବନ ବାନା ପରିବର୍ତ୍ତନ ଚୂନରା ସେବାୟତ ଙ୍କ ଦ୍ଵାରା ୦୭.୫୪ pm ରେ ଅନୁଷ୍ଠିତ ହେଲା ll*

Jay Jagannath 🙏 Dt. 22.10.2023
*Today's Mahaprabhu Jagannath Temple's Patitapabana Flag was changed by Chunara Sevayat at 07.54 pm.*

Jay Jagannath 🙏🙏 🙏 ❤️

ଶ୍ରୀ ଜଗନ୍ନାଥ ଙ୍କ ଲୀଳାକ୍ଷେତ୍ର ହରୀଶ୍ୱର ମନ୍ଦିର ,ନଇରୀ , ଖୋର୍ଦ୍ଧା ।୧୭୩୨ ଖ୍ରୀଷ୍ଟାବ୍ଦରେ ତକିଖାଁ ଶ୍ରୀ ମନ୍ଦିର ଆକ୍ରମଣ କରିବାରୁ ମହାପ୍...
22/10/2023

ଶ୍ରୀ ଜଗନ୍ନାଥ ଙ୍କ ଲୀଳାକ୍ଷେତ୍ର ହରୀଶ୍ୱର ମନ୍ଦିର ,ନଇରୀ , ଖୋର୍ଦ୍ଧା ।୧୭୩୨ ଖ୍ରୀଷ୍ଟାବ୍ଦରେ ତକିଖାଁ ଶ୍ରୀ ମନ୍ଦିର ଆକ୍ରମଣ କରିବାରୁ ମହାପ୍ରଭୁ ଙ୍କୁ ଏହିଠାରେ ଲୁଚାଇ ରଖା ଯାଇଥିଲା ଏବଂ ଏହି ଠାରେ ତିନୋଟି ପଥର ଚକା ରେ ମହାପ୍ରଭୁ ଙ୍କୁ ଅବସ୍ଥାନ କରାଯାଇଥିଲା ।

*ଜୟ ଜଗନ୍ନାଥ⭕❣️⭕🙏🏻*

Capturing the timeless beauty of Lord Jagannath Temple and the endless waves of Puri Beach from above. 🏛️🌊  #
18/10/2023

Capturing the timeless beauty of Lord Jagannath Temple and the endless waves of Puri Beach from above. 🏛️🌊 #

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥଜୀଉଙ୍କ ବିଗ୍ରହ ପ୍ରତିଷ୍ଠା ତଥ୍ୟ :-----------------------------------------  ନୟାଗଡ଼ ରାଜ୍ୟରେ ର...
09/10/2023

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥଜୀଉଙ୍କ ବିଗ୍ରହ ପ୍ରତିଷ୍ଠା ତଥ୍ୟ :-
----------------------------------------
ନୟାଗଡ଼ ରାଜ୍ୟରେ ରାଜା ଧନଞ୍ଜୟ ସିଂହ ମାନଧାତାଙ୍କ(1655-1693) ଶାସନ ସମୟର କଥା ସେ ସମୟରେ ଶ୍ରୀ ବୈରାଗୀ ଚରଣ ପଟ୍ଟନାୟକ ବେବର୍ତ୍ତା ନାମକ ଜଣେ ବ୍ୟକ୍ତି ରାଜାଙ୍କ ମୁଖ୍ୟ ଦେୱାନ ରୂପେ ରାଜ ଦରବାରରେ ରାଜସେବା କରୁଥିଲେ।ନିଜିଗଡ଼ (ନୟାଗଡ଼)ରେ ତାଙ୍କ ଘର। ରାଜକାର୍ଯ୍ୟରୁ ଅବସର ନେବା ସହ ନିଜର ଚକ୍ଷୁ ହରାଇଥିଲେ ସ୍ଵଭାଵରେ ସେ ଜଣେ ଅତ୍ୟନ୍ତ ଶାନ୍ତ ସରଳ ଏବଂ ଧର୍ମ ପରାୟଣ ବ୍ୟକ୍ତି ଥିଲେ।ସେ ରାମଚନ୍ଦ୍ର ଙ୍କ ପରମ ଭକ୍ତ ଥିଲେ ସେ ଏହି ରଘୁନାଥ ଙ୍କ ବିଗ୍ରହ ନିର୍ମାଣ କରିଥିଲେ ।
ଏକଦା ନୟାଗଡର ରାଜା ଧନଞ୍ଜୟ ମାନନ୍ଧାତା ମୃଗୟା କରିବକୁ ଆସିଥିବା ସମୟରେ ସୁଳିଆ ପାଦଦେଶର (ବର୍ତ୍ତମାନ ର ଓଡଗାଁ)ରାତ୍ରୀଯାପନ କରିଥିଲେ ଏବଂ ସେଠାରେ ରାଜାଙ୍କୁ ରଘୁନାଥ ଙ୍କ ସ୍ୱପ୍ନାଦେଶ ହେଲା- ହେ ରାଜା ଅତ୍ରୀ ମୁନି ଯେଉଁଠାରେ ମୋ ପାଦଶିଳା ପୂଜା କରୁଥିଲେ ତୁମେ ସେଠାରେ ମନ୍ଦିର ନିର୍ମାଣ କରି ଏବଂ ବୈରାଗୀ ପଟ୍ଟନାୟକ ଦ୍ୱାର ମୋ ଦାରୁ ବିଗ୍ରହ ନିର୍ମାଣ କରି ମୋତେ ସେଠାରେ ପ୍ରତିଷ୍ଠା କର। ରାଜା ପ୍ରଭାତରୁ ଉଠି ସେଠାରେ ଥିବା ରାମସାଗର ରେ ସ୍ନାନ କରି ଶ୍ରୀ ରଘୁନାଥ ଙ୍କ ପାଦଶୀଳା ଦର୍ଶନ କରି ରାଜବାଟୀ କୁ ଫେରିଲେ ଶ୍ରୀ ବେବର୍ତ୍ତାଙ୍କୁ ଡକାଇ ରାଜା ସ୍ୱପ୍ନାଦେଶ ବାଣୀ ଏବଂ ବିଗ୍ରହ ନିର୍ମାଣ କରିବା କଥା ଜଣାଇଲେ ।ଶ୍ରୀ ଦେୱାନ ରାଜକାର୍ଯ୍ୟରୁ ଅବସର ନେବା ସହ ନିଜ ଚକ୍ଷୁ ହରାଇଥିଲେ କିଭଳି ବିଗ୍ରହ ନିର୍ମାଣ କରିବେ ସେ କଥା ଭାବି ବିଚଳିତ ହୋଇ ଦୁଃଖିତ ମନରେ ରଘୁନାଥ ଙ୍କୁ ଚିନ୍ତିଲେ ହେ ରଘୁନାଥ ତୁମର ମହିମା ତୁମେ ରକ୍ଷାକର । ଦୟାକଲେ ଦୟାମୟ ସ୍ୱଚକ୍ଷୁ ରେ ଦେୱାନ ରଘୁନାଥ ଙ୍କୁ ଦର୍ଶନ କଲେ ଏବଂ ନିଜେ ରଘୁନାଥ ବୈରାଗୀ ଦେୱାନଙ୍କୁ ଆଜ୍ଞା ଦେଲ ନିଜ ବାରି ନିମ୍ବଗଛରେ ଆମର ଯେଉଁ ରୂପ ତୁମେ ଦର୍ଶନ କଲ ସେହିଭଳି ବିଗ୍ରହ ନିର୍ମାଣ କରିବାକୁ ଆଦେଶ ଦେଲେ। ରଘୁନାଥଙ୍କ ଅବିକଳ ରୂପ ଦେଖି ମଉନବ୍ରତ କରି ହବିଷାନ୍ନ ଖାଇ ଶ୍ରୀରାମ,ସୀତା, ଲକ୍ଷ୍ମଣ ବିଗ୍ରହ ବୈରାଗୀ ନିଜ ଘର ଅଗଣାରେ ଗଢିଲେ।ସମସ୍ତ ବିଗ୍ରହଙ୍କ ମୁଖ ,ହସ୍ତ,ପାଦ ସବୁ ସମାନ ଥିବା ବେଳେ କେବଳ ଲକ୍ଷ୍ମଣଙ୍କ ପୃଷ୍ଠଦେଶ ଅସମାନ। କାରଣ ଦେୱାନ ଙ୍କ ଚକ୍ଷୁ ଫିଟିବା କଥା ଶୁଣି ରାଜା ନିଜେ ବୈରାଗୀଙ୍କ ଦ୍ୱାରେ ଆସି ଉଭାହେଲେ ରାଜା ଦୁଆରେ ଠିଆ ହୋଇଛନ୍ତି ଶୁଣି ସେ ନିହଣ ଥୋଇ କାତରେ ଧାଇଁ ଆସିଲେ ଏବଂ ଦୁଃଖିତମନରେ ରାଜାଙ୍କୁ କହିଲେ ମଣିମା ମୋ ଦୋଷ କ୍ଷମା କର ମୁ ପ୍ରତିଜ୍ଞା କରି ମୂର୍ତ୍ତି ଗଢ଼ୁଥିଲି ଆପଣ ଆସିବ ଶୁଣି ମୂର୍ତ୍ତି ନିର୍ମାଣ ସମ୍ପୂର୍ଣ ହେଇନି ମୁ ଉଠି ଆସିଲି। ଏହପରେ ଶପଥ ଭାଙ୍ଗି ଯାଇଥିବାରୁ ସେ ଦୁଃଖରେ ବସୁ କାନ୍ଦିବାକୁ ଲାଗିଲେ।ଏହାପରେ ରାଜା ପୁଣି ବିଗ୍ରହ ନିର୍ମାଣ କରିବାକୁ କରିଲେ କିନ୍ତୁ ଶୂନ୍ୟବାଣୀ ହେଲା ଏହା ଆଉ ପୂରଣ ହେବନାହିଁ ଏହି ବିଗ୍ରହ ହିଁ ସେଠାରେ ପୂଜାହେବ ଏହାଶୁଣି ବୈରାଗୀ ସନ୍ତୋଷ ମନରେ ଜୟ ରାମ ଜୟ ରାମ କହି ନାଚି ଉଥିଲେ।ଏହା ପୂର୍ବରୁ ମନ୍ଦିର ନିର୍ମାଣ ସରିଥିଲା ତା ପରି ବହୁ ପାଟ ପଟୁଆର ସହ ଏହି ବିଗ୍ରହ ଗୁଡିକୁ ନେଇ ମନ୍ଦିରରେ ପ୍ରତିଷ୍ଠା କରାଗଲା। ଏହି ଭଳି ବିରଳ ବିରଳ ବିଗ୍ରହ କେବଳ ଓଡଗାଁ ରେ ଶ୍ରୀ ରଘୁନାଥ ମନ୍ଦିରରେ ହିଁ ଦେଖିବାକୁ ମିଳେ ଯେଉଁଠାରେ ଶ୍ରୀରାମ ଏବଂ ଲକ୍ଷ୍ମଣ ଙ୍କର ନିଶ ଦାଢ଼ି ଓ ଜଟା ଦେଖିବାକୁମିଳେ ଆଉ କେଉଁ ମନ୍ଦିରରେ ଏମିତି ଦେଖିବାକୁ ପାଇବେନି।
ଶ୍ରୀ ରଘୁନାଥ ବିଜେ ସିଂହାସନର ପଦ୍ମପୃଷ୍ଟର ଶିଳାଲେଖା :-
------------------------------
"ସକାଦ୍ଧ ଶରମାଙ୍ଗଲ୍ୟୋ ଋତୁଶ୍ଚ ଉଡ଼ଡ଼ନାୟକଃ
ରାମ ଲକ୍ଷ୍ମଣ ସଂସ୍ଥାପ୍ୟ ବୈରାଗୀ ପଟ୍ଟନାୟକଃ |"

ଅର୍ଥାତ :-୧୬୬୧ ଖ୍ରୀଷ୍ଟାଦ୍ଧ ରେ ତ୍ରିମୂର୍ତ୍ତି ଙ୍କ ବିଗ୍ରହ ବୈରାଗୀ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠା ହେଲେ।

Address

Puri
752001

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm

Telephone

+919776642016

Alerts

Be the first to know and let us send you an email when Jay Jagannath Group Travel posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Jay Jagannath Group Travel:

Videos

Share

Category


Other Travel Companies in Puri

Show All