Odia Vlogger Babbu

  • Home
  • Odia Vlogger Babbu

Odia Vlogger Babbu volgs Tour Travel

12/12/2023

ସାଂସଦ କ୍ରୀଡା ମହୋତ୍ସବ ଅନ୍ତର୍ଗତ ବାଜି ରାଉତ ଫୁଟବଲ କପ୍ - 2023 ଆୟୋଜନ ହେଉଛି ଚାରି ଜିଲ୍ଲାରେ ...ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ଦେବଗଡ଼ । ଖେଳିବେ ୧୬୫ ଟିମ୍, ୧୦ ଡିସେମ୍ବର ୨୦୨୩ ରୁ ୨୪ ଡିସେମ୍ବର ୨୦୨୩ ଯାଏଁ ଅନୁଷ୍ଠିତ ହେବ ଏହି ଟୁର୍ଣ୍ଣାମେଣ୍ଟ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଆହ୍ବାନରେ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ #ଖେଳିବଓଡ଼ିଶା ଡ଼ାକରାରେ ଓଡ଼ିଶାର ଯୁବବର୍ଗ ଯୋଡ଼ି ହେବାକୁ ରଖୁଛନ୍ତି ଭରପୁର ଉତ୍ସାହ

*କ୍ରୀଡ଼ା ସହ ଭାରତ ..କ୍ରୀଡ଼ା ସହ ଓଡ଼ିଶା*


Address


Website

Alerts

Be the first to know and let us send you an email when Odia Vlogger Babbu posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Travel Agency?

Share