OTDC - Odisha Tourism Development Corporation

  • Home
  • OTDC - Odisha Tourism Development Corporation

OTDC - Odisha Tourism Development Corporation Contact information, map and directions, contact form, opening hours, services, ratings, photos, videos and announcements from OTDC - Odisha Tourism Development Corporation, Tourist Information Center, Lewis Road, Bhubaneswar. . Odisha, .
(2)

27/09/2020
ଓଡ଼ିଆ ଖାଦ୍ୟର ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ରହିଛି । ଅନେକ ସମୟରେ ଓଡ଼ିଆ ଖାଦ୍ୟ ପାଇଁ ବାହାର ପର୍ଯ୍ୟଟକ ମାନେ ଓଡ଼ିଶା ଆସିଥାନ୍ତି । ଏସବୁ କ...
15/07/2020

ଓଡ଼ିଆ ଖାଦ୍ୟର ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ରହିଛି । ଅନେକ ସମୟରେ ଓଡ଼ିଆ ଖାଦ୍ୟ ପାଇଁ ବାହାର ପର୍ଯ୍ୟଟକ ମାନେ ଓଡ଼ିଶା ଆସିଥାନ୍ତି । ଏସବୁ କୁ ଦୃଷ୍ଟିରେ ରଖି OTDC ତରଫରୁ ଓଡ଼ିଆ ଖାଦ୍ୟକୁ ଗୁରୁତ୍ୱ ଦିଆଯାଇଛି । ୬ ଟି ସହରରେ ଆମ ତରଫରୁ ଖାଦ୍ୟ ଓ ପାନୀୟ ମେଳାର ଆୟୋଜନ ହେବ ଏବଂ ଓଡ଼ିଆ ଖାଦ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ 'ଆମ ଘର ଆମ ହାଣ୍ଡିଶାଳ ପ୍ରତିଯୋଗିତା ମଧ୍ୟ ଚାଲୁ ରହିବ ।

କୋଭିଡ୍-୧୯ ଲକ ଡାଉନକୁ ଆଖି ଆଗରେ ରଖି ଆମ ତରଫରୁ ଲୋକମାନଙ୍କ ନିକଟରେ ରଜ ପିଠା ପହଞ୍ଚାଇବା ପାଇଁ ଯେଉଁ 'ପିଠା ଅନ ହ୍ୱିଲ୍' ଓ 'ହୋମ୍ ଡେଲିଭରି'...
19/06/2020

କୋଭିଡ୍-୧୯ ଲକ ଡାଉନକୁ ଆଖି ଆଗରେ ରଖି ଆମ ତରଫରୁ ଲୋକମାନଙ୍କ ନିକଟରେ ରଜ ପିଠା ପହଞ୍ଚାଇବା ପାଇଁ ଯେଉଁ 'ପିଠା ଅନ ହ୍ୱିଲ୍' ଓ 'ହୋମ୍ ଡେଲିଭରି' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା, ତାହାକୁ ଅଭୂତପୂର୍ବ ସଫଳତା ମିଳିଛି । SHG ମହିଳାଙ୍କର ୧ ଲକ୍ଷ ଟଙ୍କାକୁ ମିଶାଇ ୪ ଦିନରେ ୯ଲକ୍ଷ ୫୦ ହଜାର ଟଙ୍କାର ବ୍ୟବସାୟ ହୋଇଛି ।

Odisha Tourism
Mission Shakti Odisha
Jyoti Prakash Panigrahi
Shreemayee Mishra

କୋଭିଡ-୧୯ କୁ ଆଖି ଆଗରେ ରଖି ଓଡ଼ିଶାର ଗଣପର୍ବ 'ରଜ'ରେ 'ପିଠା ଅନ୍ ହ୍ୱିଲ୍' ଓ 'ହୋମ୍ ଡେଲିଭରୀ' ମାଧ୍ୟମରେ ଲୋକଙ୍କ ଘର ନିକଟରେ ରଜପିଠା ପହଞ୍ଚ...
16/06/2020

କୋଭିଡ-୧୯ କୁ ଆଖି ଆଗରେ ରଖି ଓଡ଼ିଶାର ଗଣପର୍ବ 'ରଜ'ରେ 'ପିଠା ଅନ୍ ହ୍ୱିଲ୍' ଓ 'ହୋମ୍ ଡେଲିଭରୀ' ମାଧ୍ୟମରେ ଲୋକଙ୍କ ଘର ନିକଟରେ ରଜପିଠା ପହଞ୍ଚାଇବାକୁ ଆମେ ନିଷ୍ପତି ନେଇଥିଲୁ । ସରକାରୀ ନିୟମ ଓ ସାମାଜିକ ଦୂରତ୍ୱ ରକ୍ଷା କରି ରାଜଧାନୀର ୬ ଟି ସ୍ଥାନରେ 'ପିଠା ଅନ୍ ହ୍ୱିଲ୍' ଗାଡି ପହଞ୍ଚାଇ ଲୋକଙ୍କ ଆବଶ୍ୟକତାକୁ ଆମେ ପୂରଣ କରିପାରିଛୁ ।

Odisha Tourism
Department of Tourism, Odisha
Jyoti Prakash Panigrahi
Shreemayee Mishra

15/06/2020
13/06/2020

This get your assorted pitha basket. 🧺Large Pitha jhudi ₹ 300/-
🧺Small Pitha jhudi ₹ 130/-

Get your favorite goodies home delivered by OTDC.
📲 +91 - 9078885516 /9438243579 /9437115437

କୋଭିଡ୍-୧୯ କୁ ଦୃଷ୍ଟିରେ ରଖି ଓଡ଼ିଶାର ପାରମ୍ପରିକ ପର୍ବ 'ରଜ' ମହୋତ୍ସବକୁ ଲୋକଙ୍କ ସହ ପାଳନ କରିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ନିଆର...
11/06/2020

କୋଭିଡ୍-୧୯ କୁ ଦୃଷ୍ଟିରେ ରଖି ଓଡ଼ିଶାର ପାରମ୍ପରିକ ପର୍ବ 'ରଜ' ମହୋତ୍ସବକୁ ଲୋକଙ୍କ ସହ ପାଳନ କରିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ନିଆରା ପ୍ରୟାସ । 'ପିଠା ଅନ୍ ହ୍ୱିଲ୍' ଓ 'ହୋମ୍ ଡେଲିଭରୀ' କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ଘର ପାଖରେ ସ୍ଵାଦିଷ୍ଟ ରଜପିଠା ପହଞ୍ଚାଇବ OTDC। ଏହା ବ୍ୟତୀତ କେବଳ ଦୋଳି ତିଆରି ହେବ, କିନ୍ତୁ କେହି ନ ଖେଳିବା ପାଇଁ ନିଷ୍ପତି ନିଆଯାଇଛି ବୋଲି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର କହିଛନ୍ତି ।

Luxury inland cruise liners are likely to operate in Odisha soon. To be introduced in inland water bodies like Chilika L...
06/06/2020

Luxury inland cruise liners are likely to operate in Odisha soon. To be introduced in inland water bodies like Chilika Lake, Hirakud Dam Reservoir, Bhitarkanika.

Department of Tourism, Odisha
Odisha Tourism
Jyoti Prakash Panigrahi
Shreemayee Mishra

Bhubaneswar: Luxury inland cruise liners are likely to operate in Odisha soon as the Tourism Department has decided to introduce inland cruise liners to promote tourism sector in the State. Meanwhile, the Odisha Tourism Development Corporation (OTDC) has invited tenders from luxury ships operators b...

06/06/2020
06/06/2020

Looking to operate cruises in Odisha?

We invite proposals on organising day in the state. Last date for proposal submission 10th July 2020. Find the EoI document HERE: https://bit.ly/2B9CnRY

ମହିଳାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆମେ ଆରମ୍ଭ କରିଛୁ 'ଆମ ଘର ଆମ ହାଣ୍ଡିଶାଳ'କାର୍ଯ୍ୟକ୍ରମ । ଘରେ ରହି ରୋଷେଇ କରନ୍ତୁ, ଆକର୍ଷଣୀୟ ପୁର...
03/06/2020

ମହିଳାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆମେ ଆରମ୍ଭ କରିଛୁ 'ଆମ ଘର ଆମ ହାଣ୍ଡିଶାଳ'କାର୍ଯ୍ୟକ୍ରମ । ଘରେ ରହି ରୋଷେଇ କରନ୍ତୁ, ଆକର୍ଷଣୀୟ ପୁରସ୍କାର ଜିତନ୍ତୁ । ନିଜର ନାମ, ଠିକଣା, Email id, Phone no ଓ Photo ସହିତ Recipe ର ନାମ, ପ୍ରସ୍ତୁତ ପ୍ରଣାଳୀ ଲେଖା Whatsapp/Email id ମାଧ୍ୟମରେ ପଠାନ୍ତୁ । ଆପଣ ପ୍ରସ୍ତୁତ କରିଥିବା ଖାଦ୍ୟର Photograph ଏବଂ ପ୍ରସ୍ତୁତି କରିବା ସମୟର ଗୋଟିଏ କିମ୍ବା ଦୁଇଟା video ଆମ ସହିତ share କରନ୍ତୁ । ଯୋଗ୍ୟ ବିବେଚିତ ହୋଇଥିବା ପ୍ରତିଯୋଗୀ ମାନଙ୍କର recipe ଟିଭି ଚାନେଲ ମାଧ୍ୟମରେ ପ୍ରସାରିତ ହେବ ।

Odisha Tourism
Jyoti Prakash Panigrahi
Shreemayee Mishra

30/05/2020

ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଆହ୍ୱାନକୁ ପାଳନ କରି ଆମ ତରଫରୁ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ସମେତ ସମସ୍ତ ସଦସ୍ୟ ମାନଙ୍କୁ ନେଇ ସାମାଜିକ ଦୁରତ୍ୱକୁ ମାନି "ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତ ଗାନ କରିଛନ୍ତି।

Jyoti Prakash Panigrahi
Shreemayee Mishra


‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ଅଧିକ ପ୍ରଚାର ପ୍ରସାର ସହ ଓଡ଼ିଶାର ମହିଳା ମାନଙ୍କୁ ପ୍ରୋତ୍ସାହ...
28/05/2020

‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ଅଧିକ ପ୍ରଚାର ପ୍ରସାର ସହ ଓଡ଼ିଶାର ମହିଳା ମାନଙ୍କୁ ପ୍ରୋତ୍ସାହିତ କରିବା ଆମର ଉଦ୍ଦେଶ୍ୟ ।

Odisha Tourism
Jyoti Prakash Panigrahi
Shreemayee Mishra

ଭୁବନେଶ୍ବର : ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ନେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ରୋଷେଇ ପ୍ରତିଯୋଗିତାର ଆୟୋଜନ କରିଛି....

ଆସନ୍ତା କାଲି ମଇ ୨୮ ତାରିଖ ଦିନ ୧୧ଟା ସମୟରେ "ଆମ ଘର ଆମ ହାଣ୍ଡିଶାଳ" କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ ଆମର ଅଧ୍...
27/05/2020

ଆସନ୍ତା କାଲି ମଇ ୨୮ ତାରିଖ ଦିନ ୧୧ଟା ସମୟରେ "ଆମ ଘର ଆମ ହାଣ୍ଡିଶାଳ" କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ ଆମର ଅଧ୍ୟକ୍ଷା ଶ୍ରୀମତୀ Shreemayee Mishra । ଆପଣମାନେ ଏହି କାର୍ଯ୍ୟକ୍ରମ ବିଷୟରେ ଜାଣି ବହୁ ମାତ୍ରାରେ ପ୍ରତିଯୋଗିତାରେ ଭାଗନେଵା ପାଇଁ ଆଶା।

ଓଡ଼ିଶାର ପାରମ୍ପରିକ ଖାଦ୍ୟ ସମ୍ଭାରର ପ୍ରଚାର ପ୍ରସାର ପାଇଁ ଆରମ୍ଭ ହେଉଛି "ଆମ ଘର ଆମ ହାଣ୍ଡିଶାଳ" ପ୍ରତିଯୋଗିତା।ଘରେ ରହି ସୁସ୍ୱାଦୁ ଖାଦ୍ୟ ପ...
27/05/2020

ଓଡ଼ିଶାର ପାରମ୍ପରିକ ଖାଦ୍ୟ ସମ୍ଭାରର ପ୍ରଚାର ପ୍ରସାର ପାଇଁ ଆରମ୍ଭ ହେଉଛି "ଆମ ଘର ଆମ ହାଣ୍ଡିଶାଳ" ପ୍ରତିଯୋଗିତା।ଘରେ ରହି ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରନ୍ତୁ, ପୁରସ୍କାର ଜିତନ୍ତୁ।ପଞ୍ଜିକରଣର ଶେଷ ତାରିଖ ଜୁନ ୨୭,ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀର ଭିଡ଼ିଓ ୮୨୬୦୬୩୮୩୩୧,୮୨୬୦୬୪୧୬୧୧ Whatsapp କିମ୍ବା [email protected]ରେ ଆମକୁ ପଠାନ୍ତୁ

26/05/2020

ଓଟିଡିସି ଓ ଓଡ଼ିଶା ଟୁରିଜିମ୍ ମିଳିତ ଭାବେ ଆରମ୍ଭ କରିଥିବା ନୂଆ ପ୍ରତିଯୋଗିତା କାର୍ଯ୍ୟକ୍ରମ “ଆମ ଘର ଆମ ହାଣ୍ଡିଶାଳ’ ସମ୍ପର୍କରେ ନିଗମ ଅଧ୍ୟକ୍ଷା ଶ୍ରୀମତୀ Shreemayee Mishra କହିଛନ୍ତି ଯେ, ମୁଖ୍ୟତଃ ପାରମ୍ପରିକ ଓଡ଼ିଆ ଖାଦ୍ୟ ସମ୍ଭାରକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଓ ମହିଳାମାନଙ୍କୁ ସେମାନଙ୍କର ରୋଷେଇ ଦକ୍ଷତାକୁ ପ୍ରତିପାଦନ କରିବା ନିମନ୍ତେ ଏହି ପ୍ରତିଯୋଗିିତା ଆୟୋଜନ କରାଯାଇଛି। ଏଥିରେ ଯେକେହି ଭାଗ ନେଇ ପାରିବେ ଓ ନିଜର ରୋଷେଇ ଦକ୍ଷତାକୁ ପ୍ରତିପାଦନ କରିପାରିବେ ବୋଲି ସେ କହିଛନ୍ତି।

26/05/2020

'ଆମ ଘର ଆମ ହାଣ୍ଡିଶାଳ' କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ମାନ୍ୟବର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ Jyoti Prakash Panigrahi ଓଟିଡିସି ପକ୍ଷରୁ ଏକ ଭଲ ପଦକ୍ଷେପ ନିଆଯାଇଥିବା କହିଛନ୍ତି। ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ନେଇ ମହିଳାମାନଙ୍କ ଏହି ପ୍ରତିଯୋଗିତା ଓଡ଼ିଆ ଖାଦ୍ୟର ପ୍ରଚାରପ୍ରସାରରେ ଅଧିକ ସହାୟକ ହେବ ବୋଲି ସେ କହିଛନ୍ତି।

26/05/2020

ଆମ ଓଟିଡିସିର ନୂଆ କାର୍ଯ୍ୟକ୍ରମ ‘ଆମ ଘର ଆମ ହାଣ୍ଡିଶାଳ’

କରୋନାଜନିତ ଲକଡାଉନ୍ ଅବଧି ମଧ୍ୟରେ କର୍ମଜୀବୀ ମହିଳାଙ୍କଠୁ ଆରମ୍ଭ କରି ଗୃହିଣୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ନିଜ ପରିଜନଙ୍କୁ ଖୁଆଇବା ସହ ତାକୁ ସୋଶିଆଲ ମିଡିଆରେ ଅପଲୋଡ୍ କରୁଛନ୍ତି। ଏଭଳି ରୋଷେଇ ମାଧ୍ୟମରେ ମହିଳାମାନେ ନିଜର ଲୁକାୟିତ ପ୍ରତିଭାକୁ ଉପସ୍ଥାପିତ କରୁଥିବାବେଳେ ଓଡ଼ିଶାର ପାରମ୍ପରିକ ଖାଦ୍ୟସମ୍ଭାରର ଅଧିକ ପ୍ରଚାର ପ୍ରସାର ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏବଂ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଏକ ନୂଆ ପ୍ରତିଯୋଗିତା “ଆମ ଘର ଆମ ହାଣ୍ଡିଶାଳ’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ନୂଆ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଆଜି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମାନ୍ୟବର ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ ଓ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ତଥା ଓଟିଡିସି ପରିଚାଳନା ନିର୍ଦ୍ଦେଶକ ସଚିନ ଆର.ଯାଦବ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି।

ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ଓଟିଡିସି ପକ୍ଷରୁ ଠିକ୍ ସମୟରେ ଏକ ଭଲ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମହିଳାମାନେ ନିୟମିତ ଭାବେ ନିଜ ଘରେ ରୋଷେଇ କରୁଛନ୍ତି କିନ୍ତୁ ପ୍ରତିଯୋଗୀ ଭାବେ ରୋଷେଇ କରିବା ଆଉ ତା’ପୁଣି ପାରମ୍ପରିକ ଓଡ଼ିଆ ଖାଦ୍ୟ ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ ହେବ। ଏହା ଆମର ଓଡ଼ିଆ ଖାଦ୍ୟ ସମ୍ଭାରର ପ୍ରଚାରପ୍ରସାରରେ ଅଧିକ ସହାୟକ ହୋଇପାରିବ ବୋଲି ଆଶା କରୁଛି।

ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ନିଗମ ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିଛନ୍ତି ଯେ, ମୁଖ୍ୟତଃ ପାରମ୍ପରିକ ଓଡ଼ିଆ ଖାଦ୍ୟ ସମ୍ଭାରକୁ ବିଶ୍ୱ ଦରବାରରେ ପହଂଚାଇବା ଓ ମହିଳାମାନଙ୍କୁ ସେମାନଙ୍କର ରୋଷେଇ ଦକ୍ଷତାକୁ ପ୍ରତିପାଦନ ନିମନ୍ତେ ଏକ ପ୍ଲାଟଫର୍ମ ଦେବା ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏଭଳି ଏକ ପ୍ରତିଯୋଗିିତା ଆୟୋଜନ କରିଛି। ସୁସ୍ଥ ଓ ନିରୋଗ ରହିବା ପାଇଁ ଆମର ପାରମ୍ପରିକ ଓଡ଼ିଆ ଖାଦ୍ୟ ହିଁ ବର୍ତ୍ତମାନ ସମୟର ଆବଶ୍ୟକତା ହୋଇଛି। ଏହି ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଆ ଖାଦ୍ୟସମ୍ଭାର ପ୍ରତି ଲୋକଙ୍କୁ ଆକର୍ଷିତ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ଯେକେହି ଭାଗ ନେଇ ପାରିବେ ଓ ନିଜର ରୋଷେଇ ଦକ୍ଷତାକୁ ପ୍ରତିପାଦନ କରିପାରିବେ ବୋଲି ସେ କହିଛନ୍ତି।

ସେହିପରି ପର୍ଯ୍ୟଟନ ସଚିବ ବିଶାଳ ଦେବ କହିଛନ୍ତି ଯେ, ଓଟିଡିସି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ନିଶ୍ଚିତ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବ। ଓଡ଼ିଶା ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଓଟିଡିସି ଦ୍ୱାରା ହେଉଥିବା ଏଭଳି ନୂଆ ନୂଆ କାର୍ଯ୍ୟକ୍ରମକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବେ।

ପ୍ରତିଯୋଗିତା ସମ୍ପର୍କରେ ସୂଚନା ଦେଇ ଓଟିଡିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଯାଦବ କହିଛନ୍ତି ଯେ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଦ୍ୱାରା ଆୟୋଜିତ ହେଉଥିବା ଏହି ରୋଷେଇ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରତିଯୋଗୀମାନଙ୍କୁ ନିଜର ନାମ, ଠିକଣା, ଇ-ମେଲ୍ ଆଇଡି, ଫୋନ୍ ନମ୍ବର ଓ ନିଜର ଏକ ଫଟୋ ସହ ପ୍ରସ୍ତୁତ କରୁଥିବା ଖାଦ୍ୟ (ରେସିପି)ର ନାଁ , ପ୍ରସ୍ତୁତି ପ୍ରଣାଳୀ ଓ ଖାଦ୍ୟ ପ୍ରସ୍ତୁତ କରୁଥିବାର ଭିଡିଓକୁ ଆମର ହ୍ୱାଟସଅପ୍ ନମ୍ବର- ୮୨୬୦୬୩୮୩୩୧,୮୨୬୦୬୪୧୬୧୧ କିମ୍ବା ଇ-ମେଲ୍ ଆଇଡି [email protected] କୁ ପଠାଇବାକୁ ପଡ଼ିବ। ଏଥିପାଇଁ ରେଜିଷ୍ଟେସନ କରିବାର ଶେଷ ତାରିଖ ଜୁନ୍ ୨୭ତାରିଖ ରହିଛି। ଘରେ ରହି ରୋଷେଇ କରିବା ସହ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ମଧ୍ୟ ରହିଛି। ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ପ୍ରତିଯୋଗୀଙ୍କ ଆବେଦନକୁ ବିଚାରକୁ ନିଆଯିବ ନାହିଁ। ସମସ୍ତ ପ୍ରତିଯୋଗୀଙ୍କ ଖାଦ୍ୟ ପ୍ରସ୍ତୁତିବେଳର ଭିଡିଓ ଓ ରେସିପି ମଧ୍ୟରୁ ଶ୍ରେଷ୍ଠ-୪୦ ପ୍ରତିଯୋଗୀଙ୍କୁ ଆମର ବିଚାରକ ମଣ୍ଡଳୀ ଚୟନ କରିବେ ଏବଂ ସେମାନଙ୍କର ମତାମତ ହିଁ ଚୂଡ଼ାନ୍ତ ହେବ। ଏହି ସମସ୍ତ ପ୍ରତିଯୋଗୀଙ୍କୁ ‘ ଫ୍ରିଡମ୍ ଅଏଲ’ ଓ ‘ରୁଚି କମ୍ପାନୀ’ ପକ୍ଷରୁ ପୁରସ୍କାର ପ୍ରଦାନ କରାଯିବ। ସେହି ସମସ୍ତ ଶ୍ରେଷ୍ଠ-୪୦ ପ୍ରତିଯୋଗୀଙ୍କ ରେସିପି ଓ ଖାଦ୍ୟ ପ୍ରସ୍ତୁତ କରୁଥିବାର କାର୍ଯ୍ୟକ୍ରମକୁ ଟିଭି ଚ୍ୟାନେଲରେ ପ୍ରସାରଣ କରାଯିବ। ଶ୍ରେଷ୍ଠ-୩ଜଣ ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ।

Odisha Tourism
Jyoti Prakash Panigrahi
Shreemayee Mishra

  ଅବସରରେ ସମସ୍ତ ମୁସଲିମ ବନ୍ଧୁମାନଙ୍କୁ ଅଭିନନ୍ଦନ । କରୋନା ବିପତ୍ତି ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରି ପର୍ବ ପାଳନ କରନ୍ତୁ ଏବଂ ଭଗବାନ ତୁ...
25/05/2020

ଅବସରରେ ସମସ୍ତ ମୁସଲିମ ବନ୍ଧୁମାନଙ୍କୁ ଅଭିନନ୍ଦନ । କରୋନା ବିପତ୍ତି ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରି ପର୍ବ ପାଳନ କରନ୍ତୁ ଏବଂ ଭଗବାନ ତୁମର ଉପାସନା କାର୍ଯ୍ୟକୁ ଗ୍ରହଣ କରନ୍ତୁ ଏହାହିଁ ପ୍ରାର୍ଥନା ।

ଲକଡାଉନ ସମୟରେ ଘରେ ଘରେ ସୁସ୍ଵାଦୁ ଏବଂ ମନପସନ୍ଦର ଖାଦ୍ୟ ପହଞ୍ଚାଇବା ଲକ୍ଷ୍ୟ ନେଇ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ 'ପସନ୍ଦ ଆପଣଙ୍କର ର...
09/05/2020

ଲକଡାଉନ ସମୟରେ ଘରେ ଘରେ ସୁସ୍ଵାଦୁ ଏବଂ ମନପସନ୍ଦର ଖାଦ୍ୟ ପହଞ୍ଚାଇବା ଲକ୍ଷ୍ୟ ନେଇ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ 'ପସନ୍ଦ ଆପଣଙ୍କର ରୋଷେଇ ଆମର' ଏକ ଅଭିନବ କାର୍ଯ୍ଯକ୍ରମ ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ OTDC ଦ୍ଵାରା ପରିଚାଳିତ ଭୁବନେଶ୍ବର, ପୁରୀ, କଟକ ଓ ରାଉଲକେଲା ଏହି ଚାରୋଟି ପାନ୍ଥନିବାସ ସାମିଲ ହେବେ ।

Jyoti Prakash Panigrahi
Shreemayee Mishra
Department of Tourism, Odisha
Odisha Tourism
Puri District Admin
Dm-khordha
Cuttack District Administration
District Administration, Sundargarh, Odisha

ଲକ୍ ଡାଉନ ସମୟରେ OTDC ପାନ୍ଥନିବାସର ସୁସ୍ୱାଦୁ ଖାଦ୍ୟ ଏବେ ଆପଣ ନିଜ ଘରେ ଥାଇ ମଧ୍ୟ ପାଇପାରିବେ । ଆମର ଏହି ପ୍ରୟାସ ନୂଆ ଏକ ଖୁସି ଆଣିଦେବ ପା...
08/05/2020

ଲକ୍ ଡାଉନ ସମୟରେ OTDC ପାନ୍ଥନିବାସର ସୁସ୍ୱାଦୁ ଖାଦ୍ୟ ଏବେ ଆପଣ ନିଜ ଘରେ ଥାଇ ମଧ୍ୟ ପାଇପାରିବେ । ଆମର ଏହି ପ୍ରୟାସ ନୂଆ ଏକ ଖୁସି ଆଣିଦେବ ପାନ୍ଥନିବାସର ଖାଦ୍ୟ ପ୍ରତି ଇଚ୍ଛୁକ ଥିବା ଲୋକମାନଙ୍କ ମଧ୍ୟରେ । OTDC ତରଫରୁ ଦୁଇ ଅନଲାଇନ ଖାଦ୍ୟ ବଣ୍ଟନ ସଂସ୍ଥା Zomato ଓ Swiggy ସହ ବୁଝାମଣା କରାଯାଇଛି ।

Jyoti Prakash Panigrahi
Shreemayee Mishra
Department of Tourism, Odisha

ବୁଦ୍ଧ ପୂର୍ଣ୍ଣିମାର ଅଭିନନ୍ଦନ । ଆଜିର ଦିନରେ ଗୋୖତମ ବୁଦ୍ଧ ସମ୍ପୂର୍ଣ୍ଣ ଭାବେ ଜ୍ଞାନପ୍ରାପ୍ତ ହୋଇଥିଲେ । ବାସ୍ତବରେ ଆପଣ ଯଦି କୌଣସି କାର୍ଯ୍...
07/05/2020

ବୁଦ୍ଧ ପୂର୍ଣ୍ଣିମାର ଅଭିନନ୍ଦନ । ଆଜିର ଦିନରେ ଗୋୖତମ ବୁଦ୍ଧ ସମ୍ପୂର୍ଣ୍ଣ ଭାବେ ଜ୍ଞାନପ୍ରାପ୍ତ ହୋଇଥିଲେ । ବାସ୍ତବରେ ଆପଣ ଯଦି କୌଣସି କାର୍ଯ୍ୟ ପ୍ରତି ଗୁରୁତ୍ୱ ଦିଅନ୍ତି, ତେବେ ଜ୍ଞାନ ନିଶ୍ଚିତ ଭାବେ ଏକ ଜୀବନ୍ତ ସମ୍ଭାବନା ।

ରାଜ୍ୟ ସରକାର   ର ସଫଳ ପ୍ରତିରୋଧ ପାଇଁ କାର୍ଯ୍ୟରତ,ଏଣୁ ଏହାର ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ରହିଛି। ତାଙ୍କ ପ୍ରୟାସକୁ ଅଧିକ ପ୍ରୋତ୍ସାହିତ କ...
25/03/2020

ରାଜ୍ୟ ସରକାର ର ସଫଳ ପ୍ରତିରୋଧ ପାଇଁ କାର୍ଯ୍ୟରତ,ଏଣୁ ଏହାର ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ରହିଛି। ତାଙ୍କ ପ୍ରୟାସକୁ ଅଧିକ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆମ ତରଫରୁ 'ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୋଭିଡ଼ -୧୯'କୁ ୫ଲକ୍ଷ ଟଙ୍କା ଦାନ କରାଯାଇଛି।

କରୋନା ମୁକାବିଲା ଲାଗି ଆମ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
18/03/2020

କରୋନା ମୁକାବିଲା ଲାଗି ଆମ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ରବିନ୍ଦ୍ର ମଣ୍ଡପ ଠାରେ ବୃନ୍ଦାବନ ଗୁରୁକୂଳ ମହୋତ୍ସବର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସ...
11/03/2020

ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ରବିନ୍ଦ୍ର ମଣ୍ଡପ ଠାରେ ବୃନ୍ଦାବନ ଗୁରୁକୂଳ ମହୋତ୍ସବର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପଦ୍ମ ବିଭୂଷଣ ଶ୍ରୀ ହରି ପ୍ରସାଦ ଚୌରସିୟା, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଓଟିଡିସିର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଯୋଗଦେଇଥିଲେ ।

Celebrate   at Rabindra Mandap.
09/03/2020

Celebrate at Rabindra Mandap.

ଏବେ ଆପଣ ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଇଣ୍ଡୋନେସିଆ ଆଦି ଦେଶ ବୁଲିବାକୁ ଯୋଜନା କରିପାରିବେ ଆମର ଏହି ନୂତନ ପ୍ୟାକେଜ ମାଧ୍ୟମରେ। ଆଜି ଏକ ...
27/02/2020

ଏବେ ଆପଣ ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଇଣ୍ଡୋନେସିଆ ଆଦି ଦେଶ ବୁଲିବାକୁ ଯୋଜନା କରିପାରିବେ ଆମର ଏହି ନୂତନ ପ୍ୟାକେଜ ମାଧ୍ୟମରେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆମ ଅଧ୍ୟକ୍ଷା ଶ୍ରୀମତୀ Shreemayee Mishra ଏହି ପ୍ୟାକେଜକୁ ଉନ୍ମୋଚନ କରିଛନ୍ତି।

Department of Tourism, Odisha
Odisha Tourism
Jyoti Prakash Panigrahi
Information & Public Relations Department, Government of Odisha

ରାଜ୍ୟରେ ଜଳ ପର୍ଯ୍ୟଟନ କ୍ଷେତ୍ରରେ ବିବିଧତା ଆଣିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କେରଳ ଜାହାଜ ଚଳାଚଳ ଓ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନି...
14/02/2020

ରାଜ୍ୟରେ ଜଳ ପର୍ଯ୍ୟଟନ କ୍ଷେତ୍ରରେ ବିବିଧତା ଆଣିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କେରଳ ଜାହାଜ ଚଳାଚଳ ଓ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମ ସହ ବୈଷୟିକ ସହଯୋଗ ପାଇଁ ଏକ ଚୁକ୍ତି ସ୍ଵାକ୍ଷର ହୋଇଛି। ଯେଉଁଥିରେ ଜଳକ୍ରୀଡ଼ା ସାଙ୍ଗକୁ ଚିଲିକା,ଭିତରକନିକା ଓ ହୀରାକୁଦ ଜଳଭଣ୍ଡାରରେ ହାଉସବୋଟ ବ୍ୟବସ୍ଥା ପ୍ରଚଳନ କରାଯିବ।

Naveen Patnaik
CMO Odisha
Department of Tourism, Odisha
Odisha Tourism
Jyoti Prakash Panigrahi
Shreemayee Mishra

Celebrate the   starting from 10th to 12th February 2020.CMO OdishaOdisha TourismDepartment of Tourism, OdishaJyoti Prak...
10/02/2020

Celebrate the starting from 10th to 12th February 2020.

CMO Odisha
Odisha Tourism
Department of Tourism, Odisha
Jyoti Prakash Panigrahi
Shreemayee Mishra

We have started this initiative & facility to explore the beauty of Odisha.CMO OdishaOdisha TourismDepartment of Tourism...
08/02/2020

We have started this initiative & facility to explore the beauty of Odisha.

CMO Odisha
Odisha Tourism
Department of Tourism, Odisha
Jyoti Prakash Panigrahi
Shreemayee Mishra

Address

Lewis Road, Bhubaneswar. . Odisha

Website

Alerts

Be the first to know and let us send you an email when OTDC - Odisha Tourism Development Corporation posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to OTDC - Odisha Tourism Development Corporation:

Videos

Shortcuts

  • Address
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Travel Agency?

Share