11/12/2024
ପୁରୀ ର କିଛି ଐତିହ୍ୟ ସ୍ଥାନ ର କାର୍ଯ୍ୟସୂଚୀ:
ସିଂହଦ୍ୱାର:
ବଳରାମ କୋଟ - ନରସିଂହଚାରୀ ମଠ- ଏମାର ମଠ - ମଙ୍ଗୁ ମଠ - ରାଧା ବଲ୍ଲଭ ମଠ - ଦୋଳବେଦୀ - ଉତ୍ତର ପାର୍ଶ୍ୱ ମଠ - ରାଜ ନଅର (ବାହାର ପଟୁ) - ପାପୁଡ଼ିଆ ମଠ
ବାଲି ସାହି:
ଦକ୍ଷିଣକାଳୀ- ଶ୍ଵେତଗଙ୍ଗା- ଗଙ୍ଗାମାତା ମଠ - ଭୃଗୁ ଆଶ୍ରମ- ରାଧାକାନ୍ତ ମଠ- ସିଦ୍ଧ ବକୁଳ ମଠ- ଜିୟରସ୍ବାମୀ ମଠ- ଶ୍ୟାମାକାଳୀ - ଅଷ୍ଟଶମ୍ଭୁ - ଶଙ୍କରାନନ୍ଦ ମଠ
ମାର୍କଣ୍ଡେଶ୍ଵର ସାହି:
ଭଗବତୀ କୋଟ - ବଡ ଓଡ଼ିଆ ମଠ - ବଡ ସନ୍ଥ ମଠ - ମାର୍କଣ୍ଡେଶ୍ୱର ମନ୍ଦିର (ଅଘୋର ବଟ, ସପ୍ତ ମାତୃକା, ମାର୍କଣ୍ଡେୟ ଆଶ୍ରମ, ମାର୍କଣ୍ଡେୟ ପୁଷ୍କରିଣୀ)
ବାଲି ସାହି:
ରାମାନୁଜ କୋଟ- ସୋଲାଖିଆ ବରଗଛ- ବାଉଲି ମଠ - କବୀରଚଉରା ଆଶ୍ରମ - ପଦ୍ମନାଭ ମନ୍ଦିର - ବିଦୁର ମଠ - ଶଙ୍କରାଚାର୍ଯ୍ୟ ମଠ
ଚକ୍ରତୀର୍ଥ ମାର୍ଗ:
ବେଡ଼ି ହନୁମାନ- ସୁନାର ଗୌରାଙ୍ଗ- ଚକ୍ର ନୃସିଂହ- ଚକ୍ରତୀର୍ଥ- ମହୋଦଧି
ମାଟିଆପଡ଼ା:
ଗୁଣ୍ଡିଚା ମନ୍ଦିର - ଦଶ ଅବତାର ମଠ - ହରି ଶଙ୍କର ମନ୍ଦିର - ନୃସିଂହ ମନ୍ଦିର- ଅଠରନଳା - ଆଲାମଚଣ୍ଡୀ - ମକରଧ୍ଵଜ ମହାବୀର
ବଳଗଣ୍ଡି:
ମାଉସୀମା ମନ୍ଦିର - ନରେନ୍ଦ୍ର ପୁଷ୍କରିଣୀ- ଜଗନ୍ନାଥ ବଲ୍ଲଭ - ବିଶ୍ୱେଶ୍ୱରୀ ମନ୍ଦିର
ଗୌଡବାଡ ସାହି:
ଯମେଶ୍ୱର - ହରଚଣ୍ଡି ମନ୍ଦିର- ଢ଼ିପଯାଗା ହରଚଣ୍ଡି ମନ୍ଦିର - କୃଷ୍ଣକାଳୀ~ନୃସିଂହ ବଲ୍ଲଭ ଯାଗା- ତୋଟା ଗୋପୀନାଥ
ଲୋକନାଥ ମାର୍ଗ:
ବର୍ଗୀ ମହାବୀର - ଲୋକନାଥ ମନ୍ଦିର- ଗିରିନାରିବନ୍ତ- ଶଙ୍କରେଶ୍ୱର୍- ମାତା ମଠ - ଓମ୍କାରେଶ୍ୱର୍ ମନ୍ଦିର
ଦୋଳମଣ୍ଡପ ସାହି:
ନାରାୟଣୀ ମନ୍ଦିର - ଜହ୍ନିମୁଣ୍ଡିଆ - ଅଙ୍ଗିରା ଆଶ୍ରମ