Katha Mo Odishara - କଥା ମୋ ଓଡିଶାର

  • Home
  • Katha Mo Odishara - କଥା ମୋ ଓଡିଶାର

Katha Mo Odishara - କଥା ମୋ ଓଡିଶାର Contact information, map and directions, contact form, opening hours, services, ratings, photos, videos and announcements from Katha Mo Odishara - କଥା ମୋ ଓଡିଶାର, Tourist Information Center, .
(2)

Experience the Discovered Wonders of   District ! Tourist Spots, Food and Festivals… all together !!! 😍🙏                ...
12/06/2020

Experience the Discovered Wonders of District ! Tourist Spots, Food and Festivals… all together !!! 😍🙏

"We’ll lose our soul. Niyamgiri is our soul." .......Read the Survival Story of Dongoria Kandha's (Tribes of Odisha), A ...
05/11/2019

"We’ll lose our soul. Niyamgiri is our soul." .......
Read the Survival Story of Dongoria Kandha's (Tribes of Odisha), A story of battle against mining...

ଅଁଳା ନବମୀ ତିଥି ଅବସରରେ ଅନେକ ଅନେକ ଶୁଭେଚ୍ଛା |  at   Temple,   is observed on the ninth day of the waxing phase of moon in t...
05/11/2019

ଅଁଳା ନବମୀ ତିଥି ଅବସରରେ ଅନେକ ଅନେକ ଶୁଭେଚ୍ଛା |
at Temple, is observed on the ninth day of the waxing phase of moon in the kartik month. it is believed that viewing Radha’s feet and worshipping the amla tree on this day brings great fortune to devotees. this is the only day in the year when the feet of the goddess can be viewed.

ଓଡିଶାରେ ଏମିତି କିଛି ବିଚ ଅଛି ଯାହା ବିଶେଷତଃ ଲୋକ ଲୋଚନକୁ ଆସିପାରି ନାହିଁ, ପୁରୀର ଅସ୍ତରଙ୍ଗ ଠାରେ ରହିଛି ପୀର ଜାହାନିଆ ବିଚ ଯାହା ବିଷୟରେ ...
23/09/2019

ଓଡିଶାରେ ଏମିତି କିଛି ବିଚ ଅଛି ଯାହା ବିଶେଷତଃ ଲୋକ ଲୋଚନକୁ ଆସିପାରି ନାହିଁ, ପୁରୀର ଅସ୍ତରଙ୍ଗ ଠାରେ ରହିଛି ପୀର ଜାହାନିଆ ବିଚ ଯାହା ବିଷୟରେ ଆପଣ ହୁଏତ ଏତେଟା ଜାଣିନଥିବେ | ତେବେ ଏହି ସମୁଦ୍ର ତଟ ର ମୁଖ୍ୟ ଆକର୍ଷଣ ହେଉଛି ମୁସଲିମ ସନ୍ଥ ପୀର ମୁକୁଦନ ଜାହାନିଆ ଯାହାଗସ୍ତଙ୍କ ମନ୍ଦିର | ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏଠାରେ ଉଭୟ ହିନ୍ଦୁ ଏବଂ ମୁସଲମାନ ଧର୍ମର ଲୋକେ ପୂଜା କରିଥାନ୍ତି | କୋଳାହଳ ଠାରୁ ଦୂର ଏହି ଶାନ୍ତ ଶୀତଳ ସମୁଦ୍ର ତଟ ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ | ପିକନିକ କରିବା ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ | ଏହି ସମୁଦ୍ର ତଟର ପରିଷ୍କାର ପରିଛନ୍ନ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ଏବଂ ପର୍ଯ୍ୟଟନ ବିଭାଗ ତରଫରୁ ଏଠାରେ ପର୍ଯ୍ୟଟକ ମାନଙ୍କ ପାଇଁ କୁଟୀର ନିର୍ମାଣ କରାଯାଇଛି | ଯଦି କେବେ ଯାଇନାହାନ୍ତି ତେବେ ଥରେ ନିଶ୍ଚୟ ବୁଲି ଯାନ୍ତୁ |

𝗨𝗻𝗲𝘅𝗽𝗹𝗼𝗿𝗲𝗱 𝗕𝗲𝗮𝗰𝗵𝗲𝘀 𝗼𝗳 𝗢𝗱𝗶𝘀𝗵𝗮, 𝗣𝗶𝗿 𝗝𝗮𝗵𝗮𝗻𝗶𝗮 𝗕𝗲𝗮𝗰𝗵

କୋଣାର୍କର ପ୍ରତିକୃତି , ଓଡିଶାର ଦ୍ଵିତୀୟ କୋଣାର୍କ !!ମା ଗଙ୍ଗେଶ୍ଵରୀ  ମନ୍ଦିର | ପୁରୀଠାରୁ 35 କିମି ଦୂର ବୟାଳିଶଵଟୀ ଠାରେ ରହିଛି 700 ବର୍ଷ...
30/05/2019

କୋଣାର୍କର ପ୍ରତିକୃତି , ଓଡିଶାର ଦ୍ଵିତୀୟ କୋଣାର୍କ !!
ମା ଗଙ୍ଗେଶ୍ଵରୀ ମନ୍ଦିର | ପୁରୀଠାରୁ 35 କିମି ଦୂର ବୟାଳିଶଵଟୀ ଠାରେ ରହିଛି 700 ବର୍ଷ ପୁରୁଣା ଏହି ମନ୍ଦିର | ଗଙ୍ଗବଂଶୀ ରାଜାଙ୍କ ଇଷ୍ଟଦେବୀ ମା ଗଙ୍ଗେଶ୍ଵରୀଙ୍କ ମନ୍ଦିର, ପ୍ରସିଦ୍ଧ କୋଣାର୍କ ମନ୍ଦିରର ପ୍ରତିକୃତି ସ୍ୱରୂପ ଏହାର ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ | 1300 ଶତାବ୍ଦୀ ରେ ଗଙ୍ଗବଂଶୀ ରାଜା ଏହାର ନିର୍ମାଣ କରିଥିଲେ | କଳିଙ୍ଗ ବାସ୍ତୁକଳା ର ପଞ୍ଚତନ୍ତ୍ର ଶୈଳୀ ରେ ଏହାର ନିର୍ମାଣ ହେଇଥିବା ବେଳେ, ଦେଉଳଟି ଖାକରା ଶୈଳୀ ରେ ନିର୍ମିତ ଯାହାର ଏକ ଜଗମୋହନ ରହିଛି | କୋଣାର୍କ ସଦୃଶ କାରୁକାର୍ଯ୍ୟ ରେ ପରିପୂର୍ଣ ମା ଗଙ୍ଗେଶ୍ଵରୀ ମନ୍ଦିରର ପ୍ରବେଶ ଦ୍ୱାରଟି ଅଦ୍ଵିତୀୟ | ବୌଦ୍ଧିକ ତନ୍ତ୍ରସାଧନା ର ଏହା ଏକ ପୀଠସ୍ଥଳୀ |

ତେବେ ପ୍ରଶାସନିକ ଅବହେଳା ଯୋଗୁଁ ଏହି ଅଦ୍ଭୁତ ପ୍ରାଚୀନ ମନ୍ଦିରଟି ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି | ବୈଭବଶାଳୀ ପ୍ରାଚୀନ ଓଡ଼ିଆ ସଂସ୍କୁତି ଓ ପରମ୍ପରାର ପ୍ରତୀକ ଏମିତି କିଛି ପ୍ରାଚୀନ ମନ୍ଦିରକୁ ଲୋକଲୋଚନକୁ ଆଣିବାକୁ ଆମେ ପ୍ରତିଶୃତିବଦ୍ଧ | ଆପଣ ବି ଏଥିରେ ସହାୟକ ହୁଅନ୍ତୁ |
Comment, Like & Share କରନ୍ତୁ | ଧନ୍ୟବାଦ |

ଉତ୍କଳ ଦିବସର ହାର୍ଦିକ ଅଭିନନ୍ଦନ King Rajbahadur Rama Chandra Mardraj DeoContributions towards Independence Odisha MovementI...
01/04/2019

ଉତ୍କଳ ଦିବସର ହାର୍ଦିକ ଅଭିନନ୍ଦନ
King Rajbahadur Rama Chandra Mardraj Deo
Contributions towards Independence Odisha Movement

It may not be wrong, if we say Raja Rama Chandra was associated with the movement Independent Odisha from the very moment he came to the earth. On his birthday only "Utkal Sammilani" formed, which proves the statement. He kept himself associated with the movement actively from the day he took the responsibility of his Kingdom. His close association with Maharaja Krushna Chandra Gajapati, Chikiti King Goura Chandra Mardraj, Niranjan Patnaik & Hare Krushna Mahatab and his contributions made the movement successful. He was the member of State Legislative of Madras Presidency in 1923. As a member, he kept his strong demand before the then British Govt. for an Independence Odisha. In 1924, he had kept his strong argument and demand for inclusion of Ganjam, Kandhamal and Koraput into Independence Odisha before the C.L. Philip and A. C. Duff Committee formed by British Govt. In 1931, he witnessed the drawing of Map of Independence Odisha before the Samuel P Odonel Committee. In 1932, he was participated in the 3rd Round Table Conference held at London. And the same day was proved to be an Golden Day in the History of Odisha. On that day there was an announcement by Samuel Hor, the High Commissioner of British Govt. for India for the formation of Independence Odisha. In 1933, he once again went to London for witness before the Parliament Committee, where he kept his demand for inclusion of Paralakhemundi and Jeypore in Odisha. Because of the contributions of the eminent persons like King Rama Chandra, finally brought Independence to Odisha 0n April 1st 1936. He was appointed as a member of Advisory Council of newly formed Odisha State.

Hidden in Natures Lap- The   is a spectaculat site of Kalo village, Bonai Subdv. Sundargarh. This waterfall is a biggest...
18/01/2019

Hidden in Natures Lap- The is a spectaculat site of Kalo village, Bonai Subdv. Sundargarh. This waterfall is a biggest of its kind with a estimated height of 200 Mtrs. Surrounded with lush green forest It is perfect for swimming & has trekking spots.
There is no straight way to reach, so park your vehicles and cross a rough weary way of 5 KMs, but its a promise, its astonishing beauty wont let you worn down.

For Travel & Accommodation Guidance please Contact us.

GUDAHANDI HILL is an incredible and picturesque spot that is made by three adjoining hills in Kalahandi. Home to not onl...
04/01/2019

GUDAHANDI HILL is an incredible and picturesque spot that is made by three adjoining hills in Kalahandi. Home to not only naturally bounties, Gudahandi houses several evidences that are believed to be from a prehistoric age. The caves that belong to these hills bear several paintings on their bodies. These paintings are believed to have been carved out during the Indus Valley Civilisation. One can be easily mesmerized by the red and black paintings present at the entrance of the caves. A verdant valley lies in the adjoining area of the northern and the southern hills which adds to the beauty of Gudahandi Hills.
A small river named Behera flows across the hills, which houses the remains of an ancient dam believed to have been built by Bhima. Gudahandi is a favourite picnic spot for the local people, as well as for the visitors, during the winter.
For Travel & Accommodation Guidance please Contact us.

ଗୁଦଗୁଦା ଜଳପ୍ରପାତ - ଗଜପତି ଜିଲ୍ଲା ରାୟଗଡ ବ୍ଲକ ଠାରେ ରହିଛି ଏହି ସୁନ୍ଦର ଜଳପ୍ରପାତ | ଏହାର ଉଚ୍ଚତା 42 ମିଟର ଏବଂ ଓସାର 28 ଫୁଟ | ଶାଳ, ପ...
26/10/2018

ଗୁଦଗୁଦା ଜଳପ୍ରପାତ - ଗଜପତି ଜିଲ୍ଲା ରାୟଗଡ ବ୍ଲକ ଠାରେ ରହିଛି ଏହି ସୁନ୍ଦର ଜଳପ୍ରପାତ | ଏହାର ଉଚ୍ଚତା 42 ମିଟର ଏବଂ ଓସାର 28 ଫୁଟ | ଶାଳ, ପିଆଶାଳ, କେନ୍ଦୁ, କରଞ୍ଜ, ହରିଡ଼ା ଆଦି ମୂଲ୍ୟବାନ ଔଷଧୀୟ ବୃକ୍ଷ ସବୁ ଏଠାରେ ଦେଖିବାକୁ ମିଳେ | ଏଠାରେ ଥିବା ଗୁମ୍ଫା ଗୁଡିକରେ ପୂର୍ବେ ମୁନିଋଷି ମାନେ ତପସ୍ୟା କରୁଥିବା ଜଣାଯାଏ | ଏତଦବ୍ୟତୀତ ଏଠାରେ ବିଭିନ୍ନ ପ୍ରକାର ପଶୁପକ୍ଷୀଙ୍କୁ ଦେଖିବାକୁ ମିଳେ | ବନ୍ୟ ସମ୍ପଦରେ ପରିପୂର୍ଣ ଏହାର ପ୍ରାକୃତିକ ଶୋଭାରେ ଅଛି ଚୁମ୍ବକୀୟ ଆକର୍ଷଣ | ପ୍ରକୃତି ପ୍ରେମୀଙ୍କ ନିମନ୍ତେ ଉତ୍କୃଷ୍ଟ ସ୍ଥାନ ଟିଏ ଗୁଦଗୁଦା ଜଳପ୍ରପାତ | ବର୍ଷର ବିଭିନ୍ନ ସମୟରେ ପର୍ଯ୍ୟଟକ ଏଠାକୁ ବଣଭୋଜି କରିବାପାଇଁ ଆସିଥାନ୍ତି |

Gudguda Waterfall- Falling from a height of 42 miters, this waterfall offers a magnificent view of nature. This place is filled with lot of natural resources like medicinal trees, ancient caves, flora and fauna. Situated at Jiranga block of Gajapti dist. this place is a dream land for picnickers and nature lovers.

For Travel & Accommodation Guidance please Contact us.

ଖଣ୍ଡାଧାର ଜଳପ୍ରପାତ - ଓଡ଼ିଶାର ଦ୍ଵିତୀୟ ଉଚ୍ଚତମ ଜଳପ୍ରପାତ | ଓଡିଶାର ସୁନ୍ଦରଗଡ ଜିଲ୍ଲା ସ୍ଥିତ ବଣାଇଗଡ ଠାରୁ ମାତ୍ର 20 କିଲୋମିଟର ବ୍ୟବଧାନ...
04/10/2018

ଖଣ୍ଡାଧାର ଜଳପ୍ରପାତ - ଓଡ଼ିଶାର ଦ୍ଵିତୀୟ ଉଚ୍ଚତମ ଜଳପ୍ରପାତ | ଓଡିଶାର ସୁନ୍ଦରଗଡ ଜିଲ୍ଲା ସ୍ଥିତ ବଣାଇଗଡ ଠାରୁ ମାତ୍ର 20 କିଲୋମିଟର ବ୍ୟବଧାନରେ ଅଛି ଏହି ସୁନ୍ଦର ଜଳପ୍ରପାତ | ଘଂଚ ଜଙ୍ଗଲରେ ପରିବେଷ୍ଟିତ ଏହାର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ | ଚକମକ କରୁଥିବା ଏହାର ଜଳରାଶି ଦୂରରୁ ଦୃଶ୍ୟମାନ ହୁଏ | 244 ମିଟର ଉଚ୍ଚ ଏହି ଜଳପ୍ରପାତ ଦେଖିବାକୁ ଘୋଡା ଲାଞ୍ଜ ସଦୃଶ | ରାଜ୍ୟ ର ବିଭିନ୍ନ ପ୍ରାନ୍ତ ରୁ ପର୍ଯ୍ୟଟକ ଏଠାରେ ପିକନିକ କରିବା ପାଇଁ ଆସନ୍ତି | ନିକଟ ଅତୀତରେ ଓଡିଶା ସରକାର ଖଣ୍ଡାଧାରକୁ ପରିବେଶ-ପର୍ଯ୍ୟଟନ ଅନ୍ତର୍ଭୂକ୍ତ କରି ଏଠାରେ ଆବାସ ତଥା ସାର୍ବଜନିକ ମନୋରଞ୍ଜନର ସମସ୍ତ ସୁବିଧା ଉପଲବ୍ଧ କରାଇଛନ୍ତି |ଶୀତଦିନେ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମିଯାଏ | ସତରେ ଏହି ଜଳପ୍ରପାତ ପ୍ରକୃତିର ଏକ ଅନନ୍ୟ ଉପହାର |

Khandadhar Watefall is located in Sundergarh district of Odisha. Khandadhar Falls at 244 mts, is the 12th highest waterfall in India and the 2nd in Odisha. This area is a popular picnic spot. It is best visited after monsoon and presents beautiful view of untouched natural scenery. Hiking and trekking is also undertaken by adventurous tourists to view the waterfalls from the top of the hill. Recently Govt. of Odisha has made it as a Eco-Tourism Center provides Accommodation and Public Recreation Facilities.

Khandadhar is 20 KM from Bonaigarh, 120 KM from Rourkela and 260 KM from Bhubaneswar.

For Travel & Accommodation Guidance please Contact us.

08/09/2018

କୁକୁର ଅାଗରେ ହାର ମାନିଲା ଚିତା ବାଘ......

ଇନ୍ଦ୍ରଲାଠ ଦେଉଳ, ଓଡିଶାର ସବୁଠାରୁ ଦୀର୍ଘତମ ଇଟା ମନ୍ଦିର ବଲାଙ୍ଗୀରର ରାଣୀପୁର-ଝରିଆଲ ସ୍ଥିତ ବଂଗୋମୁଂଡା ବ୍ଲକରେ ଅବସ୍ଥିତ | ଦେବରାଜ ଇନ୍ଦ୍ର...
04/09/2018

ଇନ୍ଦ୍ରଲାଠ ଦେଉଳ, ଓଡିଶାର ସବୁଠାରୁ ଦୀର୍ଘତମ ଇଟା ମନ୍ଦିର ବଲାଙ୍ଗୀରର ରାଣୀପୁର-ଝରିଆଲ ସ୍ଥିତ ବଂଗୋମୁଂଡା ବ୍ଲକରେ ଅବସ୍ଥିତ | ଦେବରାଜ ଇନ୍ଦ୍ର ସର୍ବପ୍ରଥମେ ଏଠାରେ ଶିବଙ୍କ ଆରାଧନା କରିଥିବା ଅନୁମାନ କରାଯାଏ | 800 ଶତାବ୍ଦୀରେ ନିର୍ମିତ ଏହି ମନ୍ଦିରର ବିମାନ ବା ରେଖାଦେଉଳ କୁ ଛାଡିଦେଲେ ବାକି ଏହାର ଜଗମୋହନ ଏବଂ ଅନ୍ୟାନ୍ୟ ସଂରଚନା ଗୁଡିକ ନଷ୍ଟ ହୋଇଯାଇଛି | ମନ୍ଦିର ଭିତରେ ରହିଛି ବିଷ୍ଣୁ, କାର୍ତ୍ତିକେୟ ଏବଂ ଉମାମହେଶ୍ୱରଙ୍କ କିଛି ପୁରାତନ ଆକୃତି ଏବଂ ନିକଟ ଅତୀତରେ ସ୍ଥାପିତ ଏକ ଶିବଲିଙ୍ଗ | କୌଣସି ଆକ୍ରମଣ ବଶତଃ ଏହାର ମୁଖ୍ୟ ଶିବଲିଙ୍ଗଟି ମନ୍ଦିର ବାହାରକୁ ସ୍ଥାନାନ୍ତରିତ ହୋଇଯାଇଛି | ପୁରାତନ ସମୟରେ ହରି-ହର ଆରାଧନାର ଏହା ଏକ କେନ୍ଦ୍ରସ୍ଥଳ ଥିଲା |

Indralath Temple is situated in Bangomunda block near Ranipur-Jharial in Balangir district. It was supposed that Indra first worshipped lord Shiva here and erected a temple. This is an intact brick temple whose Jagamohana and other structures are destroyed. Only the vimana which is of Rekha deula order is existing. The innermost sanctum houses a recent installed Linga, along with old images of Vishnu, Kartikeya and Uma-Maheshwara. The old Shivalinga is displaced to outside by some attack, which proves the existing Shivalinga placed outside the temple.

For Hiring CABS & Accommodation gidance please contact us.

ଓଡିଶାର ରାଉରକେଲା ସ୍ଥିତ ଦୁର୍ଗାପୁର ପାହାଡ଼ରେ ଅବସ୍ଥିତ ମା ବୈଷ୍ଣଦେବୀଙ୍କ ମନ୍ଦିର ଏବଂ ଏହାର ପାର୍ଶ୍ଵରେ ଅଛନ୍ତି ବାବା ଭୈରବନାଥ | ଜାମ୍ମୁ ...
31/08/2018

ଓଡିଶାର ରାଉରକେଲା ସ୍ଥିତ ଦୁର୍ଗାପୁର ପାହାଡ଼ରେ ଅବସ୍ଥିତ ମା ବୈଷ୍ଣଦେବୀଙ୍କ ମନ୍ଦିର ଏବଂ ଏହାର ପାର୍ଶ୍ଵରେ ଅଛନ୍ତି ବାବା ଭୈରବନାଥ | ଜାମ୍ମୁ କାଶ୍ମୀରର ପ୍ରସିଦ୍ଧ ଦେବୀ ମା ବୈଷ୍ଣଦେବୀଙ୍କ ମନ୍ଦିରର ଏହା ଏକ ପ୍ରତିକୃତି | ଘଂଚ ସବୁଜ ବନାନୀରେ ଭରପୁର ଏହାର ପରିବେଶ ଅତ୍ୟନ୍ତ ମନୋହର | ମନ୍ଦିରସ୍ଥ ଏକ ଗୁମ୍ଫାରେ ମା'ଙ୍କ ଦର୍ଶନ ମିଳେ | ମନ୍ଦିର ବାଲକୋନୀ ରେ ମା'ଙ୍କ ଆଉ ଏକ ପ୍ରତିମା ରହିଛି ଯେଉଁଠାରୁ ସମ୍ପୂର୍ଣ ସହର ତଥା ଏହାର ସବୁଜିମା ବେସ ଉପଭୋଗ୍ୟ | ଏଠାରେ ବର୍ଷ ସାରା ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ |
Maa Vaishnodevi Temple is in Rourekela Odisha !! Yea, here is a replica of Maa Vaishnodevi temple of katra, Jammu & Kashmir In the middle of the Durgapur Hill, Rourkela. You have to climb around 600 stairs to reach the holy shirne that is inside a cave. Surrounded by dense green trees this place will make you eloquent. From the balcony of the temple one can enjoy the breathtaking view of the Green City with Rourkela Steel Plant. People folk this place all around the year.

Fore Accommodation and Travel Guidance please Contact us.

ଆଦିବାସୀଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ । ନାହିଁ କିଛି ବାଛ ବିଚାର, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଠି ଏକାକାର | ଏ ହେ...
31/08/2018

ଆଦିବାସୀଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ । ନାହିଁ କିଛି ବାଛ ବିଚାର, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଠି ଏକାକାର | ଏ ହେଉଛି କୋରାପୁଟର ଶାବର ଶ୍ରୀକ୍ଷେତ୍ର । ହିନ୍ଦୁ, ମୁସଲିମ, ଖ୍ରିଷ୍ଟିୟାନ ସମସ୍ତେ ଜଗନ୍ନାଥଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରନ୍ତି, ଯାହା ଅନ୍ୟ କୌଣସି ରାଜ୍ୟରେ ଦେଖିବାକୁ ମିଳେ ନାହିଁ । ଆଦିବାସୀଙ୍କ ପରମ୍ପରା ଓ ରୀତିନୀତିରେ ଏଠାରେ ପୂଜା ପାଆନ୍ତି ମହାପ୍ରଭୁ ଜଗନ୍ନାଥ । ଆଦିବାସୀ ପରମ୍ପରା ଓ ସସ୍କୃତିର ଅନେକ କାହାଣୀ ବର୍ଣ୍ଣନା କରୁଥିଲା ବେଳେ ଯାହା ବି ମନସ୍କାମନା କରନ୍ତି ତାହା ସବୁ ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Temple of Lord Jagannath, popularly known as Sabara Srikhetra is located at Koraput Dist. built by a tribal group called the Sabaras this temple has no antipathy towards any religion, caste or creed. Its main purpose is to spread Jagannath consciousness and preaches tolerance, love towards other religions. The temple has a well maintained beautiful white structure. The location is very picturesque. Bow down to God and be lost in devotion.

For Accommodation and Travel Guidance please contact us.

30/08/2018

Address


Telephone

8280356700

Website

Alerts

Be the first to know and let us send you an email when Katha Mo Odishara - କଥା ମୋ ଓଡିଶାର posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Telephone
  • Alerts
  • Videos
  • Claim ownership or report listing
  • Want your business to be the top-listed Travel Agency?

Share