Ama Sundar Odisha-ଆମ ଓଡିଶା

Ama Sundar Odisha-ଆମ ଓଡିଶା We are trying to present you the Odisha's unseen places and news.

If you are planning to Visit Odisha then our Local guide can personalize a luxury tour for you. Sundar Odisha is trying its best and taking every conceivable step to present you interesting news and make you knowledgeable about the unseen places of the Odisha.

ବନ୍ଦେ ଉତ୍କଳ ଜନନୀ ଚାରୁ ହାସ୍ୟମୟୀ, ଚାରୁ ଭାସ୍ୟମୟୀ ଜନନୀ ଜନନୀ ଜନନୀ ବନ୍ଦେ ଉତ୍କଳ ଜନନୀ
01/04/2024

ବନ୍ଦେ ଉତ୍କଳ ଜନନୀ
ଚାରୁ ହାସ୍ୟମୟୀ, ଚାରୁ ଭାସ୍ୟମୟୀ ଜନନୀ ଜନନୀ ଜନନୀ ବନ୍ଦେ ଉତ୍କଳ ଜନନୀ

08/03/2024

शिव ही सत्य है, शिव ही सुन्दर,
शिव ही सब गुण आगर है, भोले दानी भोलेनाथ,
शिव जी तो दया के सागर है, शिव जी तो दया के सागर है ॥
ପବିତ୍ର #ମହାଶିବରାତ୍ରୀ ର ଶୁଭକାମନା । ଓଁ ନମଃ ଶିବାୟ

ନିରବି ଗଲେ ପଙ୍କଜ ଉଧାସ । ଖ୍ୟାତନାମା ଗଜଲ ଗାୟକ ପଙ୍କଜ ଉଧାସଙ୍କ ୭୨ ବର୍ଷ ବୟସରେ ପରଲୋକ 😭
26/02/2024

ନିରବି ଗଲେ ପଙ୍କଜ ଉଧାସ । ଖ୍ୟାତନାମା ଗଜଲ ଗାୟକ ପଙ୍କଜ ଉଧାସଙ୍କ ୭୨ ବର୍ଷ ବୟସରେ ପରଲୋକ 😭

या कुन्देन्दुतुषारहारधवला या शुभ्रवस्त्रावृताया वीणावरदण्डमण्डितकरा या श्वेतपद्मासना।या ब्रह्माच्युत शंकरप्रभृतिभिर्देवै...
14/02/2024

या कुन्देन्दुतुषारहारधवला या शुभ्रवस्त्रावृता
या वीणावरदण्डमण्डितकरा या श्वेतपद्मासना।
या ब्रह्माच्युत शंकरप्रभृतिभिर्देवैः सदा वन्दिता
सा मां पातु सरस्वती भगवती निःशेषजाड्यापहा ॥1॥

 #ସରକାରୀ_ବାବୁ_ବାବୁଆଣୀ  #ହାଫ୍_ଡେ_ଛୁଟି_ଫୁଲ୍_ଡେ_ମଜାସ୍ବାମୀ କୁହେ ସ୍ତ୍ରୀସ୍ତ୍ରୀ ଆଉ ସ୍ତ୍ରୀ କୁହେ ମୋ ସ୍ବାମୀ...ଅଭିହାଡ଼ି କୁହେ ମୋ ବନ୍...
23/01/2024

#ସରକାରୀ_ବାବୁ_ବାବୁଆଣୀ #ହାଫ୍_ଡେ_ଛୁଟି_ଫୁଲ୍_ଡେ_ମଜା

ସ୍ବାମୀ କୁହେ ସ୍ତ୍ରୀସ୍ତ୍ରୀ ଆଉ ସ୍ତ୍ରୀ କୁହେ ମୋ ସ୍ବାମୀ...
ଅଭିହାଡ଼ି କୁହେ ମୋ ବନ୍ଧୁ ସଙ୍ଗେ କୁଆଡେ ଗୋଟେ ବୁଲିବାକୁ ଜୀମି☺️
କୋଉ ଜନ୍ମ ର ତପସ୍ୟା ଫଳ କି ପଇସା ବଳ ରେ ପାଇଥିଲ ସରକାରୀ ଚାକିରୀ...
ସେଇଥି ପାଇଁ ତ ତମ ମାନଂକର ଏତେ ଦାଦାଗିରି।
ହେ ସରକାର ଛୁଟି ଦେଲ ଭଲ କଲ...
ହେଲେ ଜନତା ଙ୍କ କାମ କେମିତି ହେବ ସେ କଥାକୁ ଭୁଲି ଗଲ ।

"ସପ୍ତାହ ରେ ୨ working days ଆଉ ୨୩ ଦିନ ଭିତରେ କେତେ working days ହେଇଚି ସରକାର ମହୋଦୟ ବିଚାର କରିବେ ।"

★ଦୟା କରି କେହି ଦେହ କୁ ନେବେନି କାହା ଭାବାବେଗ ସହିତ ଖେଳିବା ମୋରୋ ଉଦ୍ୟେଶ୍ୟ ନୁହେ★

22/01/2024

୫୦୦ ବର୍ଷ ଅପେକ୍ଷା ର ଅନ୍ତ | ଉତ୍ସବ ମୁଖରିତ ଭାରତବର୍ଷ | ରାମ ଲାଲା ଙ୍କୁ କୋଟି କୋଟି ନମନ | ଏମିତି ଏକ ଦିବ୍ୟ ସ୍ବପ୍ନ ଦେଖିଥିବା ସମସ୍ତ ମହାତ୍ମା ମାନଙ୍କୁ ନମନ

Ayodhya Ram Mandir Shri Ram Janmbhoomi Teerth Kshetra

ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା
15/01/2024

ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା

* Rajbhavan garden (Governor house) will open for public from 6-13 Jan 2024 (2.30pm-5pm)* 2 days flower exhibition will ...
03/01/2024

* Rajbhavan garden (Governor house) will open for public from 6-13 Jan 2024 (2.30pm-5pm)

* 2 days flower exhibition will start from 13 Jan
Events

https://www.prameya.com/Raj-Bhavan-Garden-will-open-from-6th?fbclid=IwAR3tRdxxErETKirukyMChC1CezcuqVysgCvn6IlXLXImVlRnQ6Rnsrz1EAI

ଭୁବନେଶ୍ୱର, ୦୩/୦୧ : ଆସନ୍ତା ୬ ତାରିଖରୁ ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ଖୋଲାଯିବ। ଛାତ୍ରଛାତ୍ରୀ, ସାଧାରଣ ଦର୍ଶକ ୨୦ ତାରିଖ ....

ପବିତ୍ର ଦୀପାବଳୀ ଓ କାଳୀପୂଜା ର ଶୁଭେଛା।
12/11/2023

ପବିତ୍ର ଦୀପାବଳୀ ଓ କାଳୀପୂଜା ର ଶୁଭେଛା।

Jaydev Vatika Closing Timing
03/11/2023

Jaydev Vatika Closing Timing

ଭୁବନେଶ୍ୱର, ୩।୧୧: ବନ ଉନ୍ନୟନ ନିଗମ ପକ୍ଷରୁ ଜୟଦେବ ବାଟିକା ଭ୍ରମଣ ସମୟ ପରିବର୍ତ୍ତନ କରାଯାଇଛି । ଏଣିକି ସକାଳ ୮ଟାରୁ ରାତି ୮ଟା ଯାଏ ...

Rourkela Durga Puja 2023PC: Rourkela Tips
28/10/2023

Rourkela Durga Puja 2023

PC: Rourkela Tips

ପବିତ୍ର ଗଜଲକ୍ଷ୍ମୀ ପୂଜା ଏବଂ କୁମାର ପୂର୍ଣ୍ଣମୀ ଅବସରରେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭ କାମନା । #ଗଜଲଷ୍ମୀପୂଜା  #କୁମାରପୂର୍ଣ୍ଣମୀ
28/10/2023

ପବିତ୍ର ଗଜଲକ୍ଷ୍ମୀ ପୂଜା ଏବଂ କୁମାର ପୂର୍ଣ୍ଣମୀ ଅବସରରେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭ କାମନା ।
#ଗଜଲଷ୍ମୀପୂଜା #କୁମାରପୂର୍ଣ୍ଣମୀ

ଜୟ ମାଁ ଦୁର୍ଗା ଧ୍ୱନିରେ ଆଜି ପ୍ରକମ୍ପିତ ଗଗନ ପବନ ..ସମସ୍ତଙ୍କୁ ମହାଷ୍ଟମୀ ର ଶୁଭେଚ୍ଛା
22/10/2023

ଜୟ ମାଁ ଦୁର୍ଗା ଧ୍ୱନିରେ ଆଜି ପ୍ରକମ୍ପିତ ଗଗନ ପବନ ..ସମସ୍ତଙ୍କୁ ମହାଷ୍ଟମୀ ର ଶୁଭେଚ୍ଛା

ନୂଆଖାଇ ଜୁହାର। ମା ସମଲେଶ୍ବରୀଙ୍କ କୃପାରୁ ନୂଆଖାଇ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି  ଭରିଯାଉ |
20/09/2023

ନୂଆଖାଇ ଜୁହାର। ମା ସମଲେଶ୍ବରୀଙ୍କ କୃପାରୁ ନୂଆଖାଇ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଯାଉ |

ବକ୍ର ତୁଣ୍ଡ ମହାକୟ ସୂର୍ଯ୍ୟ କୋଟି ସମପ୍ରଭଃ ନିର୍ବିଘ୍ନମ୍ କୁରୁମେ ଦେବଃ ସର୍ବ କାର୍ଯ୍ୟେଷୁ ସର୍ବଦା ||🙏🙏ସମସ୍ତଙ୍କୁ ପବିତ୍ର ଗଣେଶ ଚତୁର୍ଥୀର ...
19/09/2023

ବକ୍ର ତୁଣ୍ଡ ମହାକୟ ସୂର୍ଯ୍ୟ କୋଟି ସମପ୍ରଭଃ
ନିର୍ବିଘ୍ନମ୍ କୁରୁମେ ଦେବଃ ସର୍ବ କାର୍ଯ୍ୟେଷୁ ସର୍ବଦା ||🙏🙏

ସମସ୍ତଙ୍କୁ ପବିତ୍ର ଗଣେଶ ଚତୁର୍ଥୀର ଶୁଭେଚ୍ଛା ଓ ଶୁଭକାମନା ll

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ
06/09/2023

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ

ପବିତ୍ର ଗୁରୁଦିବସ ରେ ସମସ୍ତ ଗୁରୁଜନ ମାନଙ୍କୁ ସାଦର ପ୍ରଣାମ🙏
05/09/2023

ପବିତ୍ର ଗୁରୁଦିବସ ରେ ସମସ୍ତ ଗୁରୁଜନ ମାନଙ୍କୁ ସାଦର ପ୍ରଣାମ🙏

Sare Jahan se acha Hindustan Humara..Jai Hind 🇮🇳
15/08/2023

Sare Jahan se acha Hindustan Humara..
Jai Hind 🇮🇳

ଜୟ ଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ଆଜି ⚫❗⚫ ପବିତ୍ର ରଥଯାତ୍ରା ର ଶୁଭେଚ୍ଛା।
20/06/2023

ଜୟ ଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ଆଜି ⚫❗⚫
ପବିତ୍ର ରଥଯାତ୍ରା ର ଶୁଭେଚ୍ଛା।

“ପାନଖିଆ ରସିକ ପାଟି,ଖୋଜି ବୁଲୁଥିଲା ରାଜାଙ୍କ ହାତୀ,ଢାଳି ଦେଇଗଲା ଶିରରେ,ରାଜା ହୋଇଗଲା ରଜରେ”। ରଜପର୍ବ ର ଶୁଭେଚ୍ଛା ଓ ଶୁଭକାମନା
15/06/2023

“ପାନଖିଆ ରସିକ ପାଟି,
ଖୋଜି ବୁଲୁଥିଲା ରାଜାଙ୍କ ହାତୀ,
ଢାଳି ଦେଇଗଲା ଶିରରେ,
ରାଜା ହୋଇଗଲା ରଜରେ”।

ରଜପର୍ବ ର ଶୁଭେଚ୍ଛା ଓ ଶୁଭକାମନା

ରଥ ଖଳା ରେ ରଥ ନିର୍ମାଣ ର କିଛି ଦୃଶ୍ୟଜୟ ଜଗନ୍ନାଥ Pic credit: Prabhu Jagannath
02/05/2023

ରଥ ଖଳା ରେ ରଥ ନିର୍ମାଣ ର କିଛି ଦୃଶ୍ୟ
ଜୟ ଜଗନ୍ନାଥ

Pic credit: Prabhu Jagannath

ଓଡ଼ିଆ ନବବର୍ଷ ଓ ପବିତ୍ର ପଣା ସଂକ୍ରାନ୍ତି ର ଅନେକ ଅନେକ ଶୁଭେଚ୍ଛା
14/04/2023

ଓଡ଼ିଆ ନବବର୍ଷ ଓ ପବିତ୍ର ପଣା ସଂକ୍ରାନ୍ତି ର ଅନେକ ଅନେକ ଶୁଭେଚ୍ଛା

ଉତ୍କଳ ଦିବସ ତଥା ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ହାର୍ଦ୍ଧିକ ଅଭିନନ୍ଦନ।  #ଉତ୍କଳଦିବସ  #ବନ୍ଦେଉତ୍କଳଜନନୀ
01/04/2023

ଉତ୍କଳ ଦିବସ ତଥା ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ହାର୍ଦ୍ଧିକ ଅଭିନନ୍ଦନ। #ଉତ୍କଳଦିବସ #ବନ୍ଦେଉତ୍କଳଜନନୀ

04/03/2023
01/03/2023

Adivasi Mela 2023

ମହା ଶିବରାତ୍ରୀ ୨୦୨୩Some of the random clicks from different lord Siva temples of Bhubaneswar.              #ଜାଗର  #ଶିବରାତ...
18/02/2023

ମହା ଶିବରାତ୍ରୀ ୨୦୨୩
Some of the random clicks from different lord Siva temples of Bhubaneswar.
#ଜାଗର #ଶିବରାତ୍ରୀ #ମହାଶିବରାତ୍ରି

18/02/2023
ପବିତ୍ର ମହାଶିବରାତ୍ରି ଜାଗର ଅବସରରେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା।      #ମହାଶିବରାତ୍ରି  #ଜାଗର
18/02/2023

ପବିତ୍ର ମହାଶିବରାତ୍ରି ଜାଗର ଅବସରରେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା। #ମହାଶିବରାତ୍ରି #ଜାଗର

Address

Bhubaneswar
751024

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm

Telephone

+919437930048

Alerts

Be the first to know and let us send you an email when Ama Sundar Odisha-ଆମ ଓଡିଶା posts news and promotions. Your email address will not be used for any other purpose, and you can unsubscribe at any time.

Videos

Share


Other Bhubaneswar travel agencies

Show All