Bhuban Tour & Reports

Bhuban Tour & Reports Its about Bhuban Travelling. Sharing also the Bhuban news. So keep in touch. Like and follow our page.

14/04/2020
24/03/2020

Stay at home only.

Share to your near n dears...
16/03/2020

Share to your near n dears...

Please see where our economy goes, GDP stands on 4.8%, lowest ever within 6 years. Please do not see only the R**e case ...
08/12/2019

Please see where our economy goes, GDP stands on 4.8%, lowest ever within 6 years.
Please do not see only the R**e case in Hyd.
A govt is for resolving all issues.

In an article in India Today magazine RBI former Governor Raghuram rajan says Plans Come From Small Set Of Personalities Around PM Narendra Modi that is PMO....

ଇଏ ହୋଇଛନ୍ତି ସେହି ପୋଲିସ ଅଫିସର, ଯିଏକି ହାଇଦ୍ରାବାଦ କାଣ୍ଡର 4 ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲେ।ଏଭଳି ପୋଲିସ ଅଫିସରଙ୍କୁ ହୃଦୟରୁ ସେଲ୍ୟୁ...
06/12/2019

ଇଏ ହୋଇଛନ୍ତି ସେହି ପୋଲିସ ଅଫିସର, ଯିଏକି ହାଇଦ୍ରାବାଦ କାଣ୍ଡର 4 ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲେ।

ଏଭଳି ପୋଲିସ ଅଫିସରଙ୍କୁ ହୃଦୟରୁ ସେଲ୍ୟୁଟ 🙏🙏😍🥰

🙏🇮🇳🙏

Share to support...
01/12/2019

Share to support...

29/11/2019

Watch to this innocent kid's voice.

Helmet ନଥିଲେ fine ଦିଅ l  କିନ୍ତୁ ଏଠି ଟିକେ ରାସ୍ତା ଖରାପ ଅଛି l  Please ସାଙ୍ଗମାନେ ଟିକେ ଚଳେଇ ଦିଅ l  Shame to the govt. who is ...
03/11/2019

Helmet ନଥିଲେ fine ଦିଅ l
କିନ୍ତୁ ଏଠି ଟିକେ ରାସ୍ତା ଖରାପ ଅଛି l
Please ସାଙ୍ଗମାନେ ଟିକେ ଚଳେଇ ଦିଅ l
Shame to the govt. who is not concerned to this hilarious road status.

ଦେଖନ୍ତୁ ଆମେରିକାର ପୂର୍ବ ରାଷ୍ଟ୍ରପତିମାନଙ୍କୁ l  ନା ଗର୍ବ,  ନା ଅଭିମାନ lସମାଜରେ ଏମାନେ ନିଜେ ନିଜର ଜୀବନକୁ ସାଧାରଣ ଭାବରେ ବିତାଇଥାନ୍ତି ...
03/11/2019

ଦେଖନ୍ତୁ ଆମେରିକାର ପୂର୍ବ ରାଷ୍ଟ୍ରପତିମାନଙ୍କୁ l
ନା ଗର୍ବ, ନା ଅଭିମାନ l
ସମାଜରେ ଏମାନେ ନିଜେ ନିଜର ଜୀବନକୁ ସାଧାରଣ ଭାବରେ ବିତାଇଥାନ୍ତି l
କିନ୍ତୁ ଆମ ଅଞ୍ଚଳରେ ନିର୍ବାଚନ ହାରି ଯାଇଥିବା ପ୍ରାଥୀ ନିଜକୁ ଡୋନାଲ ଟ୍ରମ୍ପ ବୋଲି ଭାବନ୍ତି l

Its a shame...

ଏହି ପୋଷ୍ଟ କୁ ବହୁ ମାତ୍ରାରେ ସେୟାର କରନ୍ତୁ 🙏Amazon flipkart ଅପେକ୍ଷା ଏମାନଙ୍କ ଠୁ କିଣନ୍ତୁ ଏମାନେ ପେଟକୁ ଦିମୁଠା ଖାଇବା ଆଉ ପୂଜା ପର୍ବ...
29/10/2019

ଏହି ପୋଷ୍ଟ କୁ ବହୁ ମାତ୍ରାରେ ସେୟାର କରନ୍ତୁ 🙏
Amazon flipkart ଅପେକ୍ଷା ଏମାନଙ୍କ ଠୁ କିଣନ୍ତୁ ଏମାନେ ପେଟକୁ ଦିମୁଠା ଖାଇବା ଆଉ ପୂଜା ପର୍ବ ରେ ଖୁସି ହେବା ଆଶା ନେଇ ବସିଛନ୍ତି ,ଟାଟା ବିର୍ଲା ଅମ୍ବାନୀ ହେବାକୁ ନୁହେଁ ।। online ରେ କିଣା କିଣି କରିକି ଦେଶ ର ଟଙ୍କା କୁ ବିଦେଶ ପଠାଉଥିବା ବଡ଼ ବାବୁ ମାନେ ଦେଶ ର ଅର୍ଥନୀତି ଉପରେ ପ୍ରଶ୍ନବାଚୀ କରୁଛନ୍ତି କିନ୍ତୁ ଦେଶ ର ଗରିବ ବ୍ୟବସାୟୀ ଙ୍କ ପେଟ ପୋଷିବା ପାଇଁ ଟଙ୍କା ଟିଏ ଖର୍ଚ୍ଚ କରିବା ପୂର୍ବରୁ 100 ଥର ଭାବୁଛନ୍ତି ।। 100 ଥର ମୁଲଚାଲ କରୁଛନ୍ତି । ଆଉ କହିବୁଲୁଛନ୍ତି ଦେଶ ର ଅର୍ଥନୀତି ଦୁର୍ବଳ ହବାକୁ ବସିଲାଣି ।
Online re ବିଦେଶ କୁ ପୋଷିବା ଦେଶ ର ଗରିବ ବ୍ୟବସାୟୀ ଙ୍କୁ CBI ନଜର ରେ ଦେଖିବା ବନ୍ଦ କରିକି ପୂଜା ରେ ସେମାନଙ୍କ ଠାରୁ କିଛି ବି କିଣି କି ସେମାନଙ୍କୁ ମଧ୍ୟ ପୂଜା ର ମଜା ଉଠାଇବାର ସୁଯୋଗ ଦିଅନ୍ତୁ । ପୂଜା ର ମଜା କୁ ଉପଭୋଗ କରିବା ସମସ୍ତ ଙ୍କର ଅଧିକାର l

Share it and spread. Join to our page to unite our people and take part for the development.
29/09/2019

Share it and spread. Join to our page to unite our people and take part for the development.

Yes, we proud for ISRO and Chandrayan_2.Share and give support...
08/09/2019

Yes, we proud for ISRO and Chandrayan_2.
Share and give support...

Requesting to stop using polythene bag...
21/08/2019

Requesting to stop using polythene bag...

Address

Dhenkanal
759017

Telephone

+919903399125

Website

Alerts

Be the first to know and let us send you an email when Bhuban Tour & Reports posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Bhuban Tour & Reports:

Videos

Share


Other Tourist Information Centers in Dhenkanal

Show All