Khiching Temple

Khiching Temple Kichakeswari Temple
(28)

1. "Wishing you all and your family a Happy Vijaya Dashami! May Maa Durga bring prosperity and happiness in our life    ...
12/10/2024

1. "Wishing you all and your family a Happy Vijaya Dashami! May Maa Durga bring prosperity and happiness in our life 2024

ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା I ହର ହର ମହାଦେବ.🔱  2024
08/03/2024

ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା I ହର ହର ମହାଦେବ.🔱
2024

08/03/2024

ॐ त्र्यम्बकं यजामहे सुगन्धिं पुष्टिवर्धनम्। उर्वारुकमिव बन्धनान् मृत्योर्मुक्षीय मामृतात्॥

18/02/2024

ନିଜର ଭାବିକି ନଜର ରଖିବ,
ଆହେ ମୋର ନିଜଲୋକ.....
ନଜର ହଟେଇ ଦେବନାହିଁ କେବେ,
ପଡ଼ିଲେ ବିପତ୍ତି ଦୁଃଖ....⭕️❗️⭕️
🙏ଜୟ ଜଗନ୍ନାଥ 🙏

ପ୍ରଥମଂ ଭାରତୀ ନାମ୍ନୀ ଦ୍ଵିତୀୟଂ ଚ ସରସ୍ବତୀ ତୃତୀୟଂ ସାରଦା ଦେବୀ ଚର୍ତୁଥଂ ହଂସବାହିନୀ ପଞ୍ଚମଂ ଜଗତେଖ୍ୟାତା  ଷଷ୍ଟେ ବାଗୀଶ୍ୱରୀ ତଥା ସପ୍ତମମ...
14/02/2024

ପ୍ରଥମଂ ଭାରତୀ ନାମ୍ନୀ
ଦ୍ଵିତୀୟଂ ଚ ସରସ୍ବତୀ
ତୃତୀୟଂ ସାରଦା ଦେବୀ
ଚର୍ତୁଥଂ ହଂସବାହିନୀ
ପଞ୍ଚମଂ ଜଗତେଖ୍ୟାତା
ଷଷ୍ଟେ ବାଗୀଶ୍ୱରୀ ତଥା
ସପ୍ତମମ୍ କୁମୁଦପ୍ରୋକ୍ତl
ଅଷ୍ଟମମ୍ ବ୍ରହ୍ମଚାରୀରିଣୀମ୍
ନବମମ୍ ବୁଦ୍ଧମlତାଂଚ
ଦଶମମ୍ ବରଦାୟିନୀ
ଏକାଦଶେ ଚନ୍ଦ୍ରକାନ୍ତିର
ଦ୍ୱାଦଶେ ଭୁବନେଶ୍ୱରୀ

ଏତଦ ଦ୍ୱାଦଶ ନାମାନି ତ୍ରିସନ୍ଧ୍ୟl
ୟଂ ୟଃ ପଠେତ ନରହଃ
ଜିଭାଗ୍ରେ ବସତି ନିତ୍ୟଂ ବ୍ରହ୍ମରୂପା ସରସ୍ବତୀ।।

ସରସ୍ବତୀ ପୂଜାର ଶୁଭ ଅଭିନନ୍ଦନ।
ଭଗବତୀ ସମସ୍ତଙ୍କୁ ସମସ୍ତ ବିଦ୍ୟା ରେ ନିପୁଣ କରନ୍ତୁ।
ଜୟ ମା ଶାରଦେ🙏🙏

🌿ସରସ୍ୱତୀ ପୂଜା 🌿ଯା କୁଂଦେଂଦୁ ତୁଷାରହାରଧଵଳା ଯା ଶୁଭ୍ରଵସ୍ତ୍ରାଵୃତାଯା ଵୀଣାଵରଦଂଡମଂଡିତକରା ଯା ଶ୍ଵେତପଦ୍ମାସନା |ଯା ବ୍ରହ୍ମାଚ୍ଯୁତ ଶଂକରପ୍...
14/02/2024

🌿ସରସ୍ୱତୀ ପୂଜା 🌿

ଯା କୁଂଦେଂଦୁ ତୁଷାରହାରଧଵଳା ଯା ଶୁଭ୍ରଵସ୍ତ୍ରାଵୃତା
ଯା ଵୀଣାଵରଦଂଡମଂଡିତକରା ଯା ଶ୍ଵେତପଦ୍ମାସନା |
ଯା ବ୍ରହ୍ମାଚ୍ଯୁତ ଶଂକରପ୍ରଭୃତିଭିର୍ଦେଵୈସ୍ସଦା ପୂଜିତା
ସା ମାଂ ପାତୁ ସରସ୍ଵତୀ ଭଗଵତୀ ନିଶ୍ଶେଷଜାଡ୍ଯାପହା
🙏
ମାଘଶୁକ୍ଳ ପଞ୍ଚମୀତିଥିରେ ଦେବୀ ସରସ୍ବତୀ ଆବିର୍ଭୂତ ହୋଇଥିବାରୁ ଉକ୍ତ ତିଥିରେ ଶ୍ରୀଶ୍ରୀବାଗ୍ଦେବୀଙ୍କର ପୂଜା ଅନୁଷ୍ଠିତ ହୋଇଥାଏ । ଏହାକୁ ଶ୍ରୀପଞ୍ଚମୀ ବୋଲି କୁହାଯାଏ ।

କେଉଁ ତିଳକ ଆମ୍ଭେମାନେ  କପାଳରେ ଲଗେଇ ଵା ? ହିନ୍ଦୁ ଧର୍ମରେ ତିଲକ ବା ଟିକା, ସାଧାରଣତ  କପାଳରେ, ଅଜନା ଚକ୍ର (ତୃତୀୟ ଆଖି କିମ୍ବା ଆଧ୍ୟାତ୍ମି...
04/02/2024

କେଉଁ ତିଳକ ଆମ୍ଭେମାନେ କପାଳରେ ଲଗେଇ ଵା ? ହିନ୍ଦୁ ଧର୍ମରେ ତିଲକ ବା ଟିକା, ସାଧାରଣତ କପାଳରେ, ଅଜନା ଚକ୍ର (ତୃତୀୟ ଆଖି କିମ୍ବା ଆଧ୍ୟାତ୍ମିକ ଆଖି) ଏବଂ ବେଳେବେଳେ ଶରୀରର ଅନ୍ୟ ଅଙ୍ଗ ଯଥା ବେକ, ହାତ, ଛାତି, କିମ୍ବା ବାହୁ ରେ ଲଗା ଯାଇ ଥାଏ.ତିଲକ ଵା ଟିକା ଲଗାଇ ଵାର , ପ୍ରୟୋଗ କରିବାର ଅଭ୍ୟାସ ହଜାରେ ବର୍ଷ ପୁରୁଣା ଏବଂ ପ୍ରାଚୀନ ତମ , ଆମ ପରମ୍ପରାରେ ଏହାର ମୂଳ ତତ୍ତ୍ୱ ରହିହୋଇଛି, ‘ତିଲକ’ ଶବ୍ଦଟି ନିଜେ ସଂସ୍କୃତ ଶବ୍ଦ ‘ତିଲା’ରୁ ଉତ୍ପନ୍ନ ହୋଇଛି, ଯାହାର ଅର୍ଥ ହେଉଛି ତେଲ ମଞ୍ଜି। ଧାର୍ମିକ କଳାକୃତି ଏବଂ ବ୍ୟକ୍ତିବିଶେଷଙ୍କୁ ପୁର୍ବରୁ , ଚନ୍ଦନ କାଠ ପେଷ୍ଟ ଏବଂ ତେଲ ତେଲର ମିଶ୍ରଣରେ ଟିକା ଲଗାଇଵା ସାଧାରଣ କଥା ଥିଲା, ଏବଂ ଏହା ଆଜି ଆମେ ଜାଣିଥିବା ତିଲକରେ ପରିଣତ ହୋଇଛି .

04/02/2024

ଜୟ ଜଗନ୍ନାଥ ⭕️❗️⭕️

ଓଁ ଅସତୋ ମା ସଦ୍ଗମୟ ତମସୋ ମା ଜ୍ୟୋତିର୍ଗମୟମୃତ୍ୟୋର୍ମା ଅମୃତଂ ଗମୟ ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ........ଅଜ୍ଞାନରୁ ଜ୍ଞାନପଥେ, ଅନ୍ଧାରରୁ ...
12/11/2023

ଓଁ ଅସତୋ ମା ସଦ୍ଗମୟ ତମସୋ ମା ଜ୍ୟୋତିର୍ଗମୟ
ମୃତ୍ୟୋର୍ମା ଅମୃତଂ ଗମୟ ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ........

ଅଜ୍ଞାନରୁ ଜ୍ଞାନପଥେ, ଅନ୍ଧାରରୁ ଆଲୋକ ପଥେ,
ମୃତଚେତନାରୁ ଅମୃତଚେତନାର ପଥେ ମହାର୍ଘ୍ୟ ଯାତ୍ରାର ପର୍ବ କାର୍ତ୍ତିକ ଅମାବାସ୍ୟାର ପବିତ୍ର ଅବସର, ଆନନ୍ଦ, ଆଲୋକ ଓ ପ୍ରାଚୁର୍ଯ୍ୟର ପର୍ବ ଦୀପାବଳୀ ଅମାବାସ୍ୟା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ..............

HAPPY DIPABALI - 2023 to All of You.
& .

24/10/2023

ପବିତ୍ର ବିଜୟା ଦଶମୀ ତଥା ଦଶହରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଏହି ପବିତ୍ର ଦିନରେ ମା' ଜଗତ ଜନନୀଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛି।


ଜୟ ମା' ଦୁର୍ଗା 🚩

23/10/2023

🌺ସର୍ବ ମଙ୍ଗଳ ମାଙ୍ଗଲ୍ୟେ ସିବେ ସର୍ବାର୍ଥ ଶାଧିକେ
ଶରଣ୍ୟେ ତ୍ରୀୟମ୍ବିକେ ଗୌରୀ, ମା ନାରାୟଣୀ ନମୋସ୍ତୁତେ🌺
🌼🙏🌼🙏 🌼🙏🌼

ଯା' ଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା,ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ !! #ଶାରଦୀୟ_ଅଭିନନ୍ଦନ 💐ଶାରଦୀୟ  #ଦୁର୍ଗାପୂଜା ...
22/10/2023

ଯା' ଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା,
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ !!

#ଶାରଦୀୟ_ଅଭିନନ୍ଦନ 💐
ଶାରଦୀୟ #ଦୁର୍ଗାପୂଜା ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଦୁର୍ଗତି ନାଶିନୀ, ଜଗତ ଜନନୀ ମା' ଦୁର୍ଗା ଙ୍କ ଅପାର କରୁଣାରୁ ସଭିଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ, ଏତିକି କାମନା । ା_ଦୁର୍ଗା 🙏🏻


22/10/2023

|| ଭଵାନି ଅଷ୍ଟକଂ ||


ନ ତାତୋ ନ ମାତା ନ ବଂଧୁର୍‍ ନ ଦାତା
ନ ପୁତ୍ରୋ ନ ପୁତ୍ରୀ ନ ଭୃତ୍ୟୋ ନ ଭର୍ତା |
ନ ଜାୟା ନ ଵିଦ୍ୟା ନ ଵୃତ୍ତିର୍‌ ମମୈଵ
ଗତିସ୍ତ୍ଵଂ ଗତିସ୍ତ୍ଵଂ ତ୍ଵମେକା ଭଵାନି || ୧ ||

ଭଵାବ୍ଧାଵପାରେ ମହାଦୁଃଖ ଭୀରୁ
ପପାତ ପ୍ରକାମୀ ପ୍ରଲୋଭୀ ପ୍ରମତ୍ତଃ |
କୁସଂସାରପାଶ ପ୍ରବଦ୍ଧଃ ସଦାହମ୍‌
ଗତିସ୍ତ୍ଵଂ ଗତିସ୍ତ୍ଵଂ ତ୍ଵମେକା ଭଵାନି || ୨ ||

ନ ଜାନାମି ଦାନଂ ନ ଚ ଧ୍ୟାନୟୋଗଂ
ନ ଜାନାମି ତଂତ୍ରଂ ନ ଚ ସ୍ତୋତ୍ରମଂତ୍ରମ୍‌ |
ନ ଜାନାମି ପୂଜାଂ ନ ଚ ନ୍ୟାସୟୋଗମ୍‌
ଗତିସ୍ତ୍ଵଂ ଗତିସ୍ତ୍ଵଂ ତ୍ଵମେକା ଭଵାନି || ୩ ||

ନ ଜାନାମି ପୁଣ୍ୟଂ ନ ଜାନାମି ତୀର୍ଥଂ
ନ ଜାନାମି ମୁକ୍ତିଂ ଲୟଂ ଵା କଦାଚିତ୍‌ |
ନ ଜାନାମି ଭକ୍ତିଂ ଵ୍ରତଂ ଵାପି ମାତା
ଗତିସ୍ତ୍ଵଂ ଗତିସ୍ତ୍ଵଂ ତ୍ଵମେକା ଭଵାନି || ୪ ||

କୁକର୍ମୀ କୁସଂଗୀ କୁବୁଦ୍ଧୀ କୁଦାସଃ
କୁଲାଚାରହୀନଃ କଦାଚାରଲୀନଃ |
କୁଦୃଷ୍ଟିଃ କୁଵାକ୍ୟ ପ୍ରବଂଧଃ ସଦାହମ୍‌
ଗତିସ୍ତ୍ଵଂ ଗତିସ୍ତ୍ଵଂ ତ୍ଵମେକା ଭଵାନି || ୫ ||

ପ୍ରଜେଶଂ ରମେଶଂ ମହେଶଂ ସୁରେଶଂ
ଦିନେଶଂ ନିଶୀଥେଶ୍ଵରଂ ଵା କଦାଚିତ୍‌ |
ନ ଜାନାମି ଚାନ୍ୟତ୍‌ ସଦାହଂ ଶରଣ୍ୟେ
ଗତିସ୍ତ୍ଵଂ ଗତିସ୍ତ୍ଵଂ ତ୍ଵମେକା ଭଵାନି || ୬ ||

ଵିଵାଦେ ଵିଷାଦେ ପ୍ରମାଦେ ପ୍ରଵାସେ
ଜଲେ ଚାନଲେ ପର୍ଵତେ ଶତ୍ରୁମଧ୍ୟେ |
ଅରଣ୍ୟେ ଶରଣ୍ୟେ ସଦା ମାଂ ପ୍ରପାହି
ଗତିସ୍ତ୍ଵଂ ଗତିସ୍ତ୍ଵଂ ତ୍ଵମେକା ଭଵାନି || ୭ ||

ଅନାଥୋ ଦରିଦ୍ରୋ ଜରାରୋଗ ୟୁକ୍ତୋ
ମହାକ୍ଷୀଣ ଦୀନଃ ସଦା ଜାଡ୍ୟଵକ୍ତ୍ରଃ |
ଵିପତ୍ତୌ ପ୍ରଵିଷ୍ଟଃ ପ୍ରନଷ୍ଟଃ ସଦାହଂ
ଗତିସ୍ତ୍ଵଂ ଗତିସ୍ତ୍ଵଂ ତ୍ଵମେକା ଭଵାନି || ୮ ||

|| ଇତୀ ଭଵାନି ଅଷ୍ଟକଂ ସଂପୂର୍ଣମ୍‌ ||

02/08/2023

ଓଡ଼ିଶାର ପୁରାତନ ଐତିହାସିକ ଶକ୍ତି ପୀଠ ଭାବରେ ବେଶ ପରିଚିତ ଖିଚିଂ ମନ୍ଦିର। ୧୨ଶହ ବର୍ଷ ଏହି ପୂରାତନ ଖୁଟିଂ ମନ୍ଦିରରେ ପୂଜା ପାଉଛନ୍ତି ମା' କିଟକେଶ୍ଵରୀ ଏବଂ ଚନ୍ଦ୍ରଶେଖର ମହାଦେବ।ଖିଚିଂ ମନ୍ଦିରଟି ସମ୍ପୂର୍ଣ୍ଣ କଳା ମୁଗୁନି ପଥରେ ନିର୍ମାଣ କରାଯାଇଛି। ଏହା ବିଶ୍ବର ଏକମାତ୍ର ମନ୍ଦିର ଯାହାକି କଳାମୁଗୁନି ପଥରରେ ନିମାର୍ଣ କରାଯାଇଛି। ଐତିହାସିକ ଏହି ମନ୍ଦିରଟି ୯୨୦ ରୁ ୯୨୬ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଯାଇଥିଲା। ଏହି ମନ୍ଦିରର ଏରିଆ ହେଉଛି ୧୭୬୪ ବର୍ଗ ଫୁଟ । ବର୍ଷ ତମାମ କେବଳ ଓଡିଶା ନୁହେଁ ରାଜ୍ୟ ବାହାରୁ ମଧ୍ୟ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ ଏହି ସ୍ଥାନରେ। ଦେଶ ସ୍ଵାଧୀନତା ପୂର୍ବରୁ ମୟୂରଭଞ୍ଜ ରାଜାଙ୍କ ଦାୟିତ୍ଵରେ ଏହି ମନ୍ଦିରଟି ଥିଲା। ପରବର୍ତ୍ତୀ ସମୟରେ ଏହା ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗର ଦାୟିତ୍ଵରେ ଅଛି ଏବେ ଏହି ମନ୍ଦିରଟି। ମନ୍ଦିରର ରକ୍ଷଣା ଓ ନୀତି କାର୍ଯ୍ୟ ପାଇଁ ଏକ ଟ୍ରଷ୍ଟ ଗଠନ କରାଯାଇଛି। ଏଥ‌ିରେ କରଞ୍ଜିଆ ଉପଜିଲ୍ଲାପାଳ ମୁଖ୍ୟ ଦାୟିତ୍ଵରେ ଅଛନ୍ତି। ଏବେ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ମନ୍ଦିରର ଦାୟିତ୍ଵରେ ରହି ସମସ୍ତ ଭଲମନ୍ଦ କଥା ବୁଝୁଛନ୍ତି। ଖୁଟିଂ ମନ୍ଦିର ପରିସରରେ ମା'ଙ୍କ ମନ୍ଦିର ସହିତ ତିନିଟି ଶିବଲିଙ୍ଗରେ ମହାଦେବ ପୂଜା ପାଉଛନ୍ତି । ହଜାର ହଜାର ବର୍ଷ ଏହି ପୁରୁଣା ମନ୍ଦିରରେ ଅନେକ କିମ୍ବଦନ୍ତୀ ରହିଛି। କିନ୍ତୁ ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଲେ ମଧ୍ୟ ଏହି ମନ୍ଦିର ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥ‌ିବା ଅଭିଯୋଗ ହେଉଛି। ଖୁ ମନ୍ଦିରରେ ଅନେକ ସମସ୍ୟା ଲାଗି ରହୁଥ‌ିଲେ ବି କେହି ଗୁରୁତ୍ୱ ଦେଉନାହାନ୍ତି। ଏନେଇ ରବିବାର ଖୁଟିଂ ମନ୍ଦିର ପରିସରରେ ଏକ ବୈଠକ ବସିଥିଲା । ଏଥ‌ିରେ ସ୍ଥାନୀୟ ଜନସାଧାରଣ, ସାମ୍ବାଦିକ, ଖିଚିଂ ମନ୍ଦିର ସେବାୟତ, ଭଞ୍ଜ ସେନାର ପ୍ରତିଷ୍ଠାତା ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଖିଚିଂ ମନ୍ଦିର ସୌନ୍ଦର୍ଯ୍ୟ କରଣ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୩୫୦ କୋଟି ଅର୍ଥ ରାଶି ସରକାର ଯୋଗାଇ ଦେବାକୁ ଦାବି ହେଇଛି। ଏହା ଯଦି ମାସେ ମଧ୍ଯରେ ପୂରଣ ନହୁଏ ତେବେ ଆସନ୍ତା ଅଗଷ୍ଟ ମାସ ୧୧ ତାରିଖ ଶୁକ୍ରବାର ଦିନ କରଞ୍ଜିଆ ଉପଖଣ୍ଡକୁ ବନ୍ଦ ରଖୁବାକୁ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଚେତାବନୀ ଦେଇଛନ୍ତି |
ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ ଓ଼ମ ଟିଭି

14/07/2023

ଜୀବନ ପଥରେ ଦୀପ ଟିଏ ମୁଁ ଦୀପରେ ତୁମେ ଆଲୋକ, ଜନମେ ମରଣେ ସାହା ଏକା ତୁମେ ପ୍ରଭୁ ଜୀବନ ଜାଗରେ ଜାଗ୍ରତ, ସନ୍ଧ୍ୟା ସଳିତା ରେ ପ୍ରଭାତ ପ୍ରାର୍ଥନା ରେ ମାଗେ ନୀତି ମୁଁ ତୁମ ଆଶିଷ.
ଜୟ ଜଗନ୍ନାଥ ⭕️❗️⭕️
ଲମ୍ଵୋଦର ମିଶ୍ର

ରାଜ୍ୟ ସରକାର କୁଂ ଅନୁରୋଧ , ମନ୍ଦିର ମାଳା ପ୍ରଯେକ୍ଟ ରେ , ଆମରାଜ୍ୟ ର ଏକ ପ୍ରମୁଖ ଶକ୍ତି ପୀଠ , ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ ମା ...
11/07/2023

ରାଜ୍ୟ ସରକାର କୁଂ ଅନୁରୋଧ , ମନ୍ଦିର ମାଳା ପ୍ରଯେକ୍ଟ ରେ , ଆମରାଜ୍ୟ ର ଏକ ପ୍ରମୁଖ ଶକ୍ତି ପୀଠ , ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ ମା କିଚେକଶ୍ଵରୀ ପୀଠର ଵିକାଶ ପାଇଁ ଧ୍ୟାନ ଦିଅନ୍ତୁ🙏. ୧୦-୦୭-୨୦୨୩ ସମାଜ ଖଵର କାଗଜପତ୍ର ରେ ପ୍ରକାଶ .

Daily flower rituals at Shree Mandir Puri ⭕️❗️⭕️
06/07/2023

Daily flower rituals at Shree Mandir Puri
⭕️❗️⭕️

Address

Khiching
Mayurbhanj
757039

Telephone

9938955052

Website

Alerts

Be the first to know and let us send you an email when Khiching Temple posts news and promotions. Your email address will not be used for any other purpose, and you can unsubscribe at any time.

Videos

Share


Other Tours & Sightseeing in Mayurbhanj

Show All