Jagannath dham

Jagannath dham Contact information, map and directions, contact form, opening hours, services, ratings, photos, videos and announcements from Jagannath dham, Tourist Information Center, Puri.

The Shree Jagannath Temple of Puri is an important Hindu temple dedicated to Jagannath, a form of Vishnu, in hv Puri in the state of Odisha on the eastern coast of India.

19/10/2024

#ଜୟଶ୍ରୀଜଗନ୍ନାଥ 🙏🙏
🙏

Jay Jagannath swami
10/10/2024

Jay Jagannath swami

03/08/2024

this song wrote and sing by Nigam

ତିନିରଥ ବେଦୀ ନିର୍ମାଣ ଶେଷ ହୋଇ, ସିଂହାସନ ବେଦୀ ଉପର ପ୍ରଥମ ଭୂଇଁ ଉପରେ କନକ ମୁଣ୍ଡି ସ୍ଥାପନ ସମ୍ପନ୍ନ ହୋଇଛି। ଏଥିସହ ରଥର ପଟା ଗୁଜ ଗୁଡିକରେ...
01/07/2024

ତିନିରଥ ବେଦୀ ନିର୍ମାଣ ଶେଷ ହୋଇ, ସିଂହାସନ ବେଦୀ ଉପର ପ୍ରଥମ ଭୂଇଁ ଉପରେ କନକ ମୁଣ୍ଡି ସ୍ଥାପନ ସମ୍ପନ୍ନ ହୋଇଛି। ଏଥିସହ ରଥର ପଟା ଗୁଜ ଗୁଡିକରେ ନର ବିରାଳ, ସିଂହ ବିରାଳ ଏବଂ ଗଜ ବିରଳ ଚିତ୍ର ଖୋଦେଇ କାର୍ଯ୍ୟ ଶେଷ ହୋଇ ନାଟ ଗୋଡରେ ରଙ୍ଗ କାର୍ଯ୍ୟ ଜାରୀ ରହିଛି ।
ଜୟ ଜଗନ୍ନାଥ 🙏

Shree Jagannatha Temple, Puri

💩🌹 ଆଜି ତ ସ୍ନାନ ପୂର୍ଣ୍ଣିମା     ସ୍ନାନ ମଣ୍ଡପରେ କଳା ମଣିମା 🌹💩     🌹🌹🌹🌹🌹🌹🌹🌹🌹🌹🌹ନିଦାଘ ଝାଞ୍ଜି ଆଉ ହେଉନି ସହି ରତ୍ନ ସିଂହାସନେ ନ ଲାଗେ ମ...
22/06/2024

💩🌹 ଆଜି ତ ସ୍ନାନ ପୂର୍ଣ୍ଣିମା
ସ୍ନାନ ମଣ୍ଡପରେ କଳା ମଣିମା 🌹💩

🌹🌹🌹🌹🌹🌹🌹🌹🌹🌹🌹

ନିଦାଘ ଝାଞ୍ଜି ଆଉ ହେଉନି ସହି
ରତ୍ନ ସିଂହାସନେ ନ ଲାଗେ ମନ
ଚାଲ ହେ ଭାଇନା ସ୍ନାନ ମଣ୍ଡପକୁ
ଚନ୍ଦନ କର୍ପୁର ନୀରେ କରିବା ସ୍ନାନ ।

ଭକତେ ଦେଖିବେ ଆମ ସ୍ନାନ ରୂପ
ଭକ୍ତି ଭାବ ପ୍ରେମେ କରିବେ ସ୍ନାନ
ସେବକେ ଲଭିବେ ଅମାପ ସନ୍ତୋଷ
ରୀତି ଅଭିମନ୍ତ୍ରେ ମୋହିବେ ମନ ।

ଜଗା କଥା ଶୁଣି ହଳଧର ନନା
ସାଙ୍ଗେ ଶୁଭଦ୍ରା ଭଉଣୀ ସୁଦର୍ଶନ
ଟାହିଆ ସଜରେ ପହଣ୍ଡି ବିଜେରେ
ସ୍ନାନ ବେଦୀ ପରେ ବିରାଜମାନ ।

ସୁନା କୂଅ ଜଳ ଆହା କି ଶୀତଳ
ରୂପାର ଗରାରେ ସୁଗନ୍ଧିତ ନୀର
ଜ୍ୟେଷ୍ଠ ପୂର୍ଣ୍ଣିମାରେ ଶହେ ଆଠ ସ୍ନାନ
ଭୁଲି ଯାଆନ୍ତି ପ୍ରଭୁ ନିଦାଘ କଷଣ ।

ମୁକ୍ତ ପ୍ରାଙ୍ଗଣରେ ଭକତ ସମ୍ମୁଖେ
ମହାପ୍ରଭୁଙ୍କର ଭବ୍ୟ ମହାସ୍ନାନ
ଭାଗ୍ୟେ ଥିଲେ ମିଳେ ଦିବ୍ୟ ଦର୍ଶନ
ଆନନ୍ଦ ଉଲ୍ଲାସେ କମ୍ପେ ଗଗନ ପବନ ।

ଭକତ ବାନ୍ଧବ ତୋଷି ଭକତ ମନ
ଗଜାନନ ବେଶେ ସନ୍ଧ୍ୟା ଦର୍ଶନ
କି ସୁନ୍ଦର ରୂପ ମାଧୁର୍ଯ୍ୟ ଶୃଙ୍ଗାର
ବିମୋହିତ ହୁଏ ଭକ୍ତ ମନ ପ୍ରାଣ ।

କଳା ମଣିମାଙ୍କ କଳା ହାତୀ ବେଶ
ବଡ଼ ଭାଇନାଙ୍କ ଧଳା ହାତୀ ରୂପ
ଯୋଗମାୟା ଵେଶେ ସାନ ଭଉଣୀ
ଆଖି ଯାଏ ଲାଖି ଦେଖି ସେ ବେଶ ।

ଶହେ ଆଠ କୁମ୍ଭ ସ୍ନାନ ପରେ ଜ୍ଵର
ମହାପ୍ରଭୁ ଯାଆନ୍ତି ଅଣସର ଘର
କଳା ସାଆନ୍ତଙ୍କ ମାନବୀୟ ଲୀଳା
ରୋଗ ଶୋକ ବି ଭୋଗନ୍ତି ଠାକୁର ।

ସ୍ନାନ ପୂର୍ଣ୍ଣିମାରେ ସଭିଙ୍କ ହୃଦରେ
ସ୍ନେହ ପ୍ରେମ ନୀରେ କୁମ୍ଭ ସ୍ନାହାନ
ପାପ କାଳିମା ଧୋଇ ଦିଅ ହେ ପ୍ରଭୁ
ଶାନ୍ତି ମୈତ୍ରୀ ଭାବ ହେଉ ଉଦୟନ ।

ଦେବସ୍ନାନ ପୂର୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା 🙏

🙏🌹 ଜୟ ଜଗନ୍ନାଥ 🌹🙏🚩🚩🙏🙏

29/03/2024
Live from mathura virndaban. Jay Jagannath
06/09/2023

Live from mathura virndaban. Jay Jagannath

Krishna Janmashtami Live from Iskcon Temple, Vrindavan| कृष्ण जन्मोत्सव 2023 | कृष्ण जन्माष्टमी 2023Krishna Janmashtami Live from Iskcon Temple, Vrindavan| क...

Jay Jagannath
02/09/2023

Jay Jagannath

Maa mangala, kakatpur, Puri, Odisha
01/09/2023

Maa mangala, kakatpur, Puri, Odisha

Jay Jagannath
17/08/2023

Jay Jagannath

28/07/2023

Konark Sun Temple is a 13th-century CE (year 1250) Sun temple at Konark about 35 kilometres (22 mi) northeast from Puri city on the coastline in Puri.district, Odisha, India. The temple is attributed to king Narasimhadeva I of the Eastern Ganga dynasty about 1250 CE.

14/07/2023

Mahima Dharma teaches belief in a single God (parambrahma or the supreme-soul who is formless and omnipresent) named Alekha # Jagannath dham

Address

Puri

Alerts

Be the first to know and let us send you an email when Jagannath dham posts news and promotions. Your email address will not be used for any other purpose, and you can unsubscribe at any time.

Videos

Share