Odisha Mo Odisha

Odisha Mo Odisha Odisha Mo Odisha. Odisha Tourism. India's Best Kept Secret. Jai Jagannath

ପବିତ୍ର ସ୍ନାନପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ll ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣା ସମସ୍ତ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧ...
22/06/2024

ପବିତ୍ର ସ୍ନାନପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ll ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣା ସମସ୍ତ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ନେଇ ଆସୁ ll

ଜୟ ଶ୍ରୀ ଜଗନ୍ନାଥ ⭕‼️⭕ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🌹🙏
13/06/2024

ଜୟ ଶ୍ରୀ ଜଗନ୍ନାଥ ⭕‼️⭕
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🌹🙏

Hon'ble Prime Minister Shri Narendra Modi Ji with Hon'ble Chief Minister Shri Mohan Charan Majhi.
12/06/2024

Hon'ble Prime Minister Shri Narendra Modi Ji with Hon'ble Chief Minister Shri Mohan Charan Majhi.

Shri Mohan Charan Majhi is New Chief Minister of Odisha.
11/06/2024

Shri Mohan Charan Majhi is New Chief Minister of Odisha.

06/06/2024
Jay Jagannatha 🙏 🙏 🙏
03/06/2024

Jay Jagannatha 🙏 🙏 🙏

ଓଡ଼ିଶା କ୍ୟାଡରର ୨୦୨୨ ବ୍ୟାଚ୍ ର ୬ ଜଣ ପ୍ରଶିକ୍ଷାର୍ଥୀ ଆଇଏଏସ ଅଧିକାରୀ ରାଜ ଭବନରେ ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ସହ ସୌଜନ୍ୟମୂଳକ...
19/05/2024

ଓଡ଼ିଶା କ୍ୟାଡରର ୨୦୨୨ ବ୍ୟାଚ୍ ର ୬ ଜଣ ପ୍ରଶିକ୍ଷାର୍ଥୀ ଆଇଏଏସ ଅଧିକାରୀ ରାଜ ଭବନରେ ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

18/05/2024
Mothers are epitome of unconditional love and selflessness. Their unwavering support, sacrifices, and boundless affectio...
12/05/2024

Mothers are epitome of unconditional love and selflessness. Their unwavering support, sacrifices, and boundless affection shape our lives in profound ways. On , let's cherish and celebrate the incredible mothers who make our world a better place.

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀଭାଇମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କ...
10/05/2024

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀଭାଇମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ। ଚଳିତ ବର୍ଷ ଭଲ ଫସଲ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣିଦେଉ।

06/05/2024

ଜୟ ଜଗନ୍ନାଥ 🙏

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ଶିଳ୍ପ, ଶିକ୍ଷା, ସାହିତ୍ୟର ପ୍ରସା...
28/04/2024

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ଶିଳ୍ପ, ଶିକ୍ଷା, ସାହିତ୍ୟର ପ୍ରସାର ତଥା ଓଡ଼ିଆ ସ୍ୱାଭିମାନର ସୁରକ୍ଷା ଦିଗରେ ତାଙ୍କର ବହୁମୂଲ୍ୟ ଯୋଗଦାନ ଚିରସ୍ମରଣୀୟ।

ପ୍ରବାଦ ପୁରୁଷ ସ୍ୱାଭିମାନୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଜନ୍ମଜୟନ୍ତୀରେ ଗଭୀର ଶ୍ରାଦ୍ଧଞ୍ଜଳି I
26/04/2024

ପ୍ରବାଦ ପୁରୁଷ ସ୍ୱାଭିମାନୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଜନ୍ମଜୟନ୍ତୀରେ ଗଭୀର ଶ୍ରାଦ୍ଧଞ୍ଜଳି I

Jay Jagannatha 🙏
19/04/2024

Jay Jagannatha 🙏

ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ...
14/04/2024

ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ।

ସ୍ବଚ୍ଛ, ସବୁଜ, ସୁନ୍ଦର ରାଜଧାନୀ ଭୁବନେଶ୍ବର। ନିଜ ଐତିହ୍ୟ ଓ ଗରିମାକୁ ଅକ୍ଷୁର୍ଣ୍ଣ ରଖି ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଭୁବନେଶ୍ବର ବିଭ...
13/04/2024

ସ୍ବଚ୍ଛ, ସବୁଜ, ସୁନ୍ଦର ରାଜଧାନୀ ଭୁବନେଶ୍ବର। ନିଜ ଐତିହ୍ୟ ଓ ଗରିମାକୁ ଅକ୍ଷୁର୍ଣ୍ଣ ରଖି ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଭୁବନେଶ୍ବର ବିଭିନ୍ନ କ୍ଷେତ୍ରରେ ନୂଆ ଇତିହାସ ଲେଖିଛି। ରୂପାନ୍ତରଣର ସ୍ପର୍ଶରେ ବିକାଶର ନୂଆ ଶିଖର ଛୁଉଁଛି। ଆସନ୍ତୁ ଏହି ଧାରାକୁ ଅତୁଟ ରଖିବା, ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା।

‘ଛେନାପୋଡ଼’ ଆମର ଆବେଗ ସହ ଜଡ଼ିତ। ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛପନ ଭୋଗ ମଧ୍ୟରେ ସ୍ଵତନ୍ତ୍ର। ପାରମ୍ପରିକ ମିଠା ଭାବେ ଏହା ଆମ ଖାଦ୍ୟ ବିବିଧ...
11/04/2024

‘ଛେନାପୋଡ଼’ ଆମର ଆବେଗ ସହ ଜଡ଼ିତ। ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛପନ ଭୋଗ ମଧ୍ୟରେ ସ୍ଵତନ୍ତ୍ର। ପାରମ୍ପରିକ ମିଠା ଭାବେ ଏହା ଆମ ଖାଦ୍ୟ ବିବିଧତାକୁ ସମୃଦ୍ଧ କରିଛି। ଆସନ୍ତୁ ‘ଛେନାପୋଡ଼’ ଦିବସକୁ ସମସ୍ତେ ମିଶି ଖୁସିରେ ପାଳନ କରିବା ଏବଂ ଏହାକୁ ଆହୁରି ସୁଦୂରପ୍ରସାରୀ କରିବା।

Eid Mubarak
11/04/2024

Eid Mubarak

The Government of Odisha have been pleased to declare holiday for the employees of the State Government Offices and Magi...
04/04/2024

The Government of Odisha have been pleased to declare holiday for the employees of the State Government Offices and Magisterial Courts (Executive) on May 13 (Monday), May 20 (Monday), May 25 (Saturday) and June1 (Saturday) for the offices located within the parliamentary constituencies and assembly segments coming within those parliamentary constituencies in order to enable the employees to exercise their franchise.

ଚାଷୀ ହୁଡ଼ିଲେ ବରଷେ, ଭୋଟର ହୁଡ଼ିଲେ ୫ ବରଷ I ନିର୍ବାଚନ ହେଉଛି ଗଣତନ୍ତ୍ରର ମହାପର୍ବ। ନାଗରିକମାନେ ହେଉଛନ୍ତି ଗଣତନ୍ତ୍ରର ମୂଳଦୁଆ। ଠିକ ପ୍ରା...
04/04/2024

ଚାଷୀ ହୁଡ଼ିଲେ ବରଷେ,
ଭୋଟର ହୁଡ଼ିଲେ ୫ ବରଷ I
ନିର୍ବାଚନ ହେଉଛି ଗଣତନ୍ତ୍ରର ମହାପର୍ବ। ନାଗରିକମାନେ ହେଉଛନ୍ତି ଗଣତନ୍ତ୍ରର ମୂଳଦୁଆ। ଠିକ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ I

ଆମ ରାଜ୍ୟ ୮୯ତମ ଉତ୍କଳ ଦିବସ ପାଳନ କରିବାକୁ ଯାଉଛି। ବନ୍ଦେ ଉତ୍କଳ ଜନନୀ 🙏
31/03/2024

ଆମ ରାଜ୍ୟ ୮୯ତମ ଉତ୍କଳ ଦିବସ ପାଳନ କରିବାକୁ ଯାଉଛି। ବନ୍ଦେ ଉତ୍କଳ ଜନନୀ 🙏

31/03/2024

ବନ୍ଦେ ଉତ୍କଳ ଜନନୀ,
ଚାରୁ ହାସମୟୀ ଚାରୁ ଭାଷମୟୀ,
ଜନନୀ, ଜନନୀ, ଜନନୀ
ବନ୍ଦେ ଉତ୍କଳ ଜନନୀ II
#ବନ୍ଦେଉତ୍କଳଜନନୀ

Address

Bhubaneswar
751001

Alerts

Be the first to know and let us send you an email when Odisha Mo Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha Mo Odisha:

Videos

Share


Other Tourist Information Centers in Bhubaneswar

Show All