My Bhubaneswar

My Bhubaneswar Bhubaneswar

Bhubaneswar is one of the famed cities of Odisha,it is the capital of the state.

ସଂଗ୍ରାମରେ ନାଶ ହେଲେ ସ୍ୱର୍ଗବାସଜିତିଲେ ଭୋଗ ସଂପରିପଶ୍ଚାତ୍ପଦ ହେଲେ ଅପଯଶ ଲଭିସହଜେ ନରକ ଗତି।
01/04/2024

ସଂଗ୍ରାମରେ ନାଶ ହେଲେ ସ୍ୱର୍ଗବାସ
ଜିତିଲେ ଭୋଗ ସଂପରି
ପଶ୍ଚାତ୍ପଦ ହେଲେ ଅପଯଶ ଲଭି
ସହଜେ ନରକ ଗତି।

ପାତଳ କିନ୍ତୁ ସେ ଉତ୍ତଳ, ଜରାଜୀର୍ଣ୍ନ ମାତ୍ର ସବୁଠାରେ ଉତ୍ତୀର୍ଣ୍ଣ ଜୀବନରେ ଦୁଃଖର କଳା ଛାଇ ମାତ୍ର ସେ କାଳଜୟୀ |
01/04/2024

ପାତଳ କିନ୍ତୁ ସେ ଉତ୍ତଳ, ଜରାଜୀର୍ଣ୍ନ ମାତ୍ର ସବୁଠାରେ ଉତ୍ତୀର୍ଣ୍ଣ ଜୀବନରେ ଦୁଃଖର କଳା ଛାଇ ମାତ୍ର ସେ କାଳଜୟୀ |

ଉତ୍କଳ ଜନନୀ ଅଛନ୍ତି ଚାହିଁକର କିଛି କାର୍ଯ୍ୟ ଲୋକଙ୍କ ପାଇଁଧନେ ପଛଘୁଞ୍ଚା ଦେଲେ କାର୍ଯ୍ୟ ସାଧନେ କିବା ପ୍ରୟୋଜନ ସେହି ଜୀବନେ ।
01/04/2024

ଉତ୍କଳ ଜନନୀ ଅଛନ୍ତି ଚାହିଁ
କର କିଛି କାର୍ଯ୍ୟ ଲୋକଙ୍କ ପାଇଁ
ଧନେ ପଛଘୁଞ୍ଚା ଦେଲେ କାର୍ଯ୍ୟ ସାଧନେ
କିବା ପ୍ରୟୋଜନ ସେହି ଜୀବନେ ।

ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦୀବାଇ ଯୋଶୀଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି |
31/03/2024

ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦୀବାଇ ଯୋଶୀଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି |

ଧାରେ ଶବ୍ଦରେ ଜୀବନ ଧାରେ ଶବ୍ଦରେ ମୃତ୍ୟୁ କେତେ ଶୀଘ୍ର ବଦଳିଯାଏଜୀବନର ଋତୁ...!!
31/03/2024

ଧାରେ ଶବ୍ଦରେ ଜୀବନ
ଧାରେ ଶବ୍ଦରେ ମୃତ୍ୟୁ
କେତେ ଶୀଘ୍ର ବଦଳିଯାଏ
ଜୀବନର ଋତୁ...!!

ଦାରିଦ୍ର୍ୟତା କୌଣସି ଦୁର୍ଘଟଣା ନୁହଁ ଦାସତ୍ବ ଏବଂ ବର୍ଣ୍ଣବୈଷମ୍ୟ ଭଳି ଏହା ମଧ୍ୟ ମନୁଷ୍ୟକୃତ । ଏହାର ଦୂରୀକରଣ ମଧ୍ୟ ମନୁଷ୍ୟର କାର୍ଯ୍ୟାନୁଷ୍ଠ...
31/03/2024

ଦାରିଦ୍ର୍ୟତା କୌଣସି ଦୁର୍ଘଟଣା ନୁହଁ ଦାସତ୍ବ ଏବଂ ବର୍ଣ୍ଣବୈଷମ୍ୟ ଭଳି ଏହା ମଧ୍ୟ ମନୁଷ୍ୟକୃତ । ଏହାର ଦୂରୀକରଣ ମଧ୍ୟ ମନୁଷ୍ୟର କାର୍ଯ୍ୟାନୁଷ୍ଠାନ ଉପରେ ନିର୍ଭରଶୀଳ |

କାହା ପାଇଁ ଈର୍ଷା ନାହିଁ ନାହିଁ କାହାସହ କିଛି ଦ୍ବନ୍ଦ,ନିଜ ଲକ୍ଷ୍ୟରେ ନିଜେ ପହଞ୍ଚିବା ଏହା ହିଁ ଜୀବନ ଯୁଦ୍ଧ ।
30/03/2024

କାହା ପାଇଁ ଈର୍ଷା ନାହିଁ ନାହିଁ
କାହାସହ କିଛି ଦ୍ବନ୍ଦ,
ନିଜ ଲକ୍ଷ୍ୟରେ ନିଜେ ପହଞ୍ଚିବା
ଏହା ହିଁ ଜୀବନ ଯୁଦ୍ଧ ।

ଯଦି ତୁମକୁ ଉପରକୁ ଉଠିବାକୁ ଇଚ୍ଛା ତେବେ, ତୁମକୁ ସେଇ ସବୁ ଜିନିଷ ଛାଡିବାକୁ ପଡିବ,ଯାହା ତୁମକୁ ତଳକୁ ଟାଣୁଛି I
30/03/2024

ଯଦି ତୁମକୁ ଉପରକୁ ଉଠିବାକୁ ଇଚ୍ଛା ତେବେ, ତୁମକୁ ସେଇ ସବୁ ଜିନିଷ ଛାଡିବାକୁ ପଡିବ,
ଯାହା ତୁମକୁ ତଳକୁ ଟାଣୁଛି I

ନିଜକୁ ଜ୍ଞାନୀ ଭାବନ୍ତୁ ମନା ନାହିଁ, କିନ୍ତୁ ଅନ୍ୟକୁ ମୂର୍ଖ ଭାବିବାର ମୁର୍ଖତା କରନ୍ତୁ ନାହିଁ। କାରଣ ସମସ୍ତଙ୍କ ଠାରୁ କିଛିନା କିଛି ଶିଖିବାକ...
30/03/2024

ନିଜକୁ ଜ୍ଞାନୀ ଭାବନ୍ତୁ ମନା ନାହିଁ, କିନ୍ତୁ ଅନ୍ୟକୁ ମୂର୍ଖ ଭାବିବାର ମୁର୍ଖତା କରନ୍ତୁ ନାହିଁ। କାରଣ ସମସ୍ତଙ୍କ ଠାରୁ କିଛିନା କିଛି ଶିଖିବାକୁ ମିଳିଥାଏ |

ତୁମେ ତୁମର ଭବିଷ୍ୟତକୁ ବଦଳାଇ ପାରିବ ନାହିଁ, ହେଲେ ତୁମର ଅଭ୍ୟାସକୁ ବଦଳାଇ ପାରିବ, ଆଉ ତୁମର ଅଭ୍ୟାସ ଦିନେତୁମର ଭବିଷ୍ୟତ ବଦଳେଇ ଦେବ ।
30/03/2024

ତୁମେ ତୁମର ଭବିଷ୍ୟତକୁ ବଦଳାଇ ପାରିବ ନାହିଁ, ହେଲେ ତୁମର ଅଭ୍ୟାସକୁ ବଦଳାଇ ପାରିବ,
ଆଉ ତୁମର ଅଭ୍ୟାସ ଦିନେ
ତୁମର ଭବିଷ୍ୟତ ବଦଳେଇ ଦେବ ।

ଯଦି ତୁମେ ସେତେବେଳେ ହସିପାରୁଛ ଯେତେବେଳେ ତୁମେ ପୁରା ଭାଙ୍ଗିପଡ଼ିଛ, ତେବେ ମନେରଖ ଦୁନିଆର କୌଣସି ତାକତ ନାହିଁ ତୁମକୁ ହରେଇପାରିବା ।
29/03/2024

ଯଦି ତୁମେ ସେତେବେଳେ ହସିପାରୁଛ ଯେତେବେଳେ ତୁମେ ପୁରା ଭାଙ୍ଗିପଡ଼ିଛ, ତେବେ ମନେରଖ ଦୁନିଆର କୌଣସି ତାକତ ନାହିଁ ତୁମକୁ ହରେଇପାରିବା ।

ଏ ହାତର ପାପ ଯଦି ସେ ହାତ ନ ନବ, କାହାକୁ ଭରସା କରି ଅଛି କିବା ଲାଭ ।
29/03/2024

ଏ ହାତର ପାପ ଯଦି ସେ ହାତ ନ ନବ, କାହାକୁ ଭରସା କରି ଅଛି କିବା ଲାଭ ।

ଉପହାସ କୁ ଡରି ନିଜର ଲକ୍ଷ ବଦଳେଇବା ଉଚିତ୍ ନୁହେଁ,କାହିଁକିନା ଲକ୍ଷ ହାସଲ ପରେ ଉପହାସ କରୁଥିବା ବାଲାଙ୍କ ରାୟ ବଦଳିଯାଏ ।
29/03/2024

ଉପହାସ କୁ ଡରି ନିଜର ଲକ୍ଷ ବଦଳେଇବା ଉଚିତ୍ ନୁହେଁ,କାହିଁକିନା ଲକ୍ଷ ହାସଲ ପରେ ଉପହାସ କରୁଥିବା ବାଲାଙ୍କ ରାୟ ବଦଳିଯାଏ ।

ଯିଏ ଠିକ୍ ସମୟରେ ଝାଳ ବୁହାଇ ନଥାଏ, ସିଏ ପରେ ଲୁହ ହିଁ ବୁହାଇ ଥାଏ I
29/03/2024

ଯିଏ ଠିକ୍ ସମୟରେ ଝାଳ ବୁହାଇ ନଥାଏ, ସିଏ ପରେ ଲୁହ ହିଁ ବୁହାଇ ଥାଏ I

ସ୍ଵାଧୀନତା ସଂଗ୍ରାମୀ ଓ ମୁକ୍ତି ସଂଗ୍ରାମର ନାୟକ ବୀର ଶହୀଦ ଲକ୍ଷ୍ମଣ ନାଏକଙ୍କ  ପୁଣ୍ୟତିଥି ଅବସରରେ ଭକ୍ତିପୁର୍ଣ ପ୍ରଣାମ।
29/03/2024

ସ୍ଵାଧୀନତା ସଂଗ୍ରାମୀ ଓ ମୁକ୍ତି ସଂଗ୍ରାମର ନାୟକ ବୀର ଶହୀଦ ଲକ୍ଷ୍ମଣ ନାଏକଙ୍କ ପୁଣ୍ୟତିଥି ଅବସରରେ ଭକ୍ତିପୁର୍ଣ ପ୍ରଣାମ।

ଆପଣଙ୍କର ବୟସ କେତେ ଏହା ଜରୁରୀ ନୁହେଁ, ଆପଣ କେଉଁ ବୟସର ଚିନ୍ତାଧାରା ରଖୁଛନ୍ତି ଏହା ଜରୁରୀ ଅଟେ
28/03/2024

ଆପଣଙ୍କର ବୟସ କେତେ ଏହା ଜରୁରୀ ନୁହେଁ, ଆପଣ କେଉଁ ବୟସର ଚିନ୍ତାଧାରା ରଖୁଛନ୍ତି ଏହା ଜରୁରୀ ଅଟେ

ସଫଳତା ସବୁଦିନ ମିଳେ ନି ସ‌ତ କିନ୍ତୁ ଗୋଟିଏ ଦିନ ନିଶ୍ଚିତ ମିଳିବ |
28/03/2024

ସଫଳତା ସବୁଦିନ ମିଳେ ନି ସ‌ତ କିନ୍ତୁ ଗୋଟିଏ ଦିନ ନିଶ୍ଚିତ ମିଳିବ |

ଗର୍ବ ,ମୋହ ବିବର୍ଜିତ ହୋଇ, ଆସକ୍ତି ରୂପକ ଦୋଷକୁ ଜୟକରି , କାମନାସମୂହ ପରିତ୍ୟାଗ କରି,ସୁଖଦୁଃଖାଦି ଦ୍ୱନ୍ଦ୍ୱଭାବରୁ ମୁକ୍ତହୋଇ, ମୋହଶୂନ୍ୟ ବିବ...
28/03/2024

ଗର୍ବ ,ମୋହ ବିବର୍ଜିତ ହୋଇ, ଆସକ୍ତି ରୂପକ ଦୋଷକୁ ଜୟକରି , କାମନାସମୂହ ପରିତ୍ୟାଗ କରି,ସୁଖଦୁଃଖାଦି ଦ୍ୱନ୍ଦ୍ୱଭାବରୁ ମୁକ୍ତହୋଇ, ମୋହଶୂନ୍ୟ ବିବେକୀ ବ୍ୟକ୍ତି,ସେହି ଶାଶ୍ୱତପଦ ରୂପି ଲକ୍ଷ୍ୟସ୍ଥଳ ଲାଭକରନ୍ତି ।

ପୃଥିବୀରେ ଏମିତି କୌଣସି ଲୋକ ନାହିଁ ଯାହାର ସମସ୍ୟା ନାହିଁ,ଆଉ ଏମିତି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ନାହିଁ ।
28/03/2024

ପୃଥିବୀରେ ଏମିତି କୌଣସି ଲୋକ ନାହିଁ ଯାହାର ସମସ୍ୟା ନାହିଁ,ଆଉ ଏମିତି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ନାହିଁ ।

କେତେବି ଧରିରଖିବାକୁ ଚେଷ୍ଟା କର ଯେମିତି ହେଲେ ହାତରୁ ଖସିଯାଏ,ଏ ସମୟ ନିଶ୍ଚିତ ବଦଳିଥାଏ |
28/03/2024

କେତେବି ଧରିରଖିବାକୁ ଚେଷ୍ଟା କର ଯେମିତି ହେଲେ ହାତରୁ ଖସିଯାଏ,
ଏ ସମୟ ନିଶ୍ଚିତ ବଦଳିଥାଏ |

କ୍ରୋଧ ସମୟରେଟିକିଏ ଶାନ୍ତ  ହୋଇ ଯାଆଅଜାଣତ ଭୁଲ କରି ସାରିବା ପରେକ୍ଷମା ମାଗି ଦିଅ,ଦେଖିବ ଦୁନିଆରସମସ୍ତ ସମସ୍ୟାର ସମାଧାନ ହେବ |
28/03/2024

କ୍ରୋଧ ସମୟରେ
ଟିକିଏ ଶାନ୍ତ ହୋଇ ଯାଆ
ଅଜାଣତ ଭୁଲ କରି ସାରିବା ପରେ
କ୍ଷମା ମାଗି ଦିଅ,ଦେଖିବ ଦୁନିଆର
ସମସ୍ତ ସମସ୍ୟାର ସମାଧାନ ହେବ |

ସ୍ବାର୍ଥପର ଦୁନିଆରେ ଲୋକେ ମିଛ ଶୁଣି ଖୁସି ହୁଅନ୍ତିକିନ୍ତୁ ସତ ଶୁଣି ସମ୍ପର୍କ ଭାଙ୍ଗି ଦିଅନ୍ତି ଓ ଦୁରେଇ ଯାଆନ୍ତି |
27/03/2024

ସ୍ବାର୍ଥପର ଦୁନିଆରେ ଲୋକେ ମିଛ ଶୁଣି ଖୁସି ହୁଅନ୍ତି
କିନ୍ତୁ ସତ ଶୁଣି ସମ୍ପର୍କ ଭାଙ୍ଗି ଦିଅନ୍ତି ଓ ଦୁରେଇ ଯାଆନ୍ତି |

ଆମ କଳା ଓ ସଂସ୍କୃତିର ପ୍ରସାରରେ ନାଟକର ରହିଛି ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା। ସମାଜର ଚେତନା ଜାଗ୍ରତ ଦିଗରେ ଏହା ଏକ ପ୍ରମୁଖ ମାଧ୍ୟମ। ବିଶ୍ୱ ...
27/03/2024

ଆମ କଳା ଓ ସଂସ୍କୃତିର ପ୍ରସାରରେ ନାଟକର ରହିଛି ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା। ସମାଜର ଚେତନା ଜାଗ୍ରତ ଦିଗରେ ଏହା ଏକ ପ୍ରମୁଖ ମାଧ୍ୟମ। ବିଶ୍ୱ ନାଟକ ଦିବସରେ ଓଡ଼ିଆ ନାଟକ ଜଗତକୁ ସମୃଦ୍ଧ କରିଥିବା ମହାପୁରୁଷଙ୍କ ପ୍ରତି ମୋର ସମ୍ମାନ ଏବଂ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି।

ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ । ଯେତେବେଳେ ଠିକ୍ ବୁଝିବା ଆରମ୍ଭ କରେ ସେତେବେଳକୁ ସବୁ ସରି ଯାଇଥାଏ ।
27/03/2024

ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ । ଯେତେବେଳେ ଠିକ୍ ବୁଝିବା ଆରମ୍ଭ କରେ ସେତେବେଳକୁ ସବୁ ସରି ଯାଇଥାଏ ।

“ସମସ୍ଯା ତୁମର ସମସ୍ୟା ନୁହେଁ Iସମସ୍ୟା ବିଷୟରେ ତୁମର ମନୋଭାବ ହେଉଛି ତୁମର ସମସ୍ୟା।”
27/03/2024

“ସମସ୍ଯା ତୁମର ସମସ୍ୟା ନୁହେଁ I
ସମସ୍ୟା ବିଷୟରେ ତୁମର ମନୋଭାବ ହେଉଛି ତୁମର ସମସ୍ୟା।”

ବିତିଯାଇଥୂବା ଦିନକୁ ନେଇ ଭାବିବାଅପେକ୍ଷା ଯେଉଁ ସମୟ ହାତରେଅଛି ସେହି ସମୟରେ ପରିଶ୍ରମ କରି ଆସନ୍ତା ଦିନକୁ ସୁନ୍ଦର ବନେଇଦିଅନ୍ତୁ ।
27/03/2024

ବିତିଯାଇଥୂବା ଦିନକୁ ନେଇ ଭାବିବା
ଅପେକ୍ଷା ଯେଉଁ ସମୟ ହାତରେ
ଅଛି ସେହି ସମୟରେ ପରିଶ୍ରମ କରି ଆସନ୍ତା ଦିନକୁ ସୁନ୍ଦର ବନେଇଦିଅନ୍ତୁ ।

ମାଟି ଥିଲେ ଘାସ କଅଁଳେ, ଶରୀର ଥୂଲେ ରୋଗ ହୁଏ, ପରିବାର ଥିଲେ ମତାନ୍ତର ହୁଏ, ହେଲେ ଏହାକୁ ମତାନ୍ତର ନ ଭାବି ଉତ୍ତମ ବୁଝାମଣା କରି ଆନନ୍ଦରେ ମିଳ...
26/03/2024

ମାଟି ଥିଲେ ଘାସ କଅଁଳେ, ଶରୀର ଥୂଲେ ରୋଗ ହୁଏ, ପରିବାର ଥିଲେ ମତାନ୍ତର ହୁଏ, ହେଲେ ଏହାକୁ ମତାନ୍ତର ନ ଭାବି ଉତ୍ତମ ବୁଝାମଣା କରି ଆନନ୍ଦରେ ମିଳିମିଶି ଚଳିଲେ ଏହାକୁ ସଂସ୍କାର କୁହାଯାଏ

ଯେକୌଣସି ଅସଫଳତା ଯୋଗୁଁ ଯେଉଁ ଦୁଃଖ ମିଳେ ସେ ଦୁଃଖକୁ କେବେ ହୃଦୟକୁ ନିଅନ୍ତୁ ନାହିଁ ।
26/03/2024

ଯେକୌଣସି ଅସଫଳତା ଯୋଗୁଁ ଯେଉଁ ଦୁଃଖ ମିଳେ ସେ ଦୁଃଖକୁ କେବେ ହୃଦୟକୁ ନିଅନ୍ତୁ ନାହିଁ ।

ଆସିଥିଲେ ଏକା ଯିବା ମଧ୍ୟ ଏକା ସାଥେ ଯିବ ଖାଲି ଧର୍ମ, ଅର୍ଜିତ ସମ୍ପରି ରହିଯିବ ଏଠି କି ପାଇଁ କରିବା ଗର୍ବ  |
26/03/2024

ଆସିଥିଲେ ଏକା ଯିବା ମଧ୍ୟ ଏକା
ସାଥେ ଯିବ ଖାଲି ଧର୍ମ,
ଅର୍ଜିତ ସମ୍ପରି ରହିଯିବ ଏଠି
କି ପାଇଁ କରିବା ଗର୍ବ |

Address

Bhubaneswar
750017

Website

Alerts

Be the first to know and let us send you an email when My Bhubaneswar posts news and promotions. Your email address will not be used for any other purpose, and you can unsubscribe at any time.

Videos

Share

Nearby travel agencies


Other Tourist Information Centers in Bhubaneswar

Show All