Jay Jagannath Group

Jay Jagannath Group Jagannath is worshipped by HINDUS and DEVOTEES all over the WORLD. The area of this platform is more than 4,20,000 sq.ft.
(745)

Jayjagannath.com is a basically a web portal where you can get information about Puri, Jagannath Temple and also Astrology and Many more.to know more about us WhatsApp:-+919776642003 About
Shri Shri Jagannath Mahaprabhu lord of the Universe is the supreme solace and savior of countless devotees around the world
Mission
To Spread pravu jagannath's culture all over in the world..we are just trying t

o share those things what lord jagannath is showing to us i.e LOVE,MERCY,PEACE,GRACE. Description
Sri khetra or Sri Mandir Puri,Odisha,India is the Greatest dhama of the Supreme Lord, where bhagwaan Krishna (Bishnu or Shyamasundara) is manifesting in his eternally merciful and most joyful form known as avatari JAGARNATH. General Information
The Puri temple is built on a gigantic raised platform in the heart of the city, The temple complex is enclosed by a wall about seven meters high -including the 0 height of the platform. The wall is pierced by four gates ,facing the four directions. On the east-facing gate, there are stone images of two lions and it is called the Lions Gate. The north, south and west facing gates are similarly known as the Elephant Gate, the Horse Gate and the Tiger Gate (also called the Khanja Gate) respectively. The north gate is mainly meant for the God himself in as much as, the logs of wood out of which, the images are fabricated, make their entry into the temple premises through this gate, when the Navakelevara ceremony takes place. The east-facing Lions Gate is the main gate. Jagannatha is not the only deity worshiped in the temple, though it is known as the 'Jagannatha Temple'. But along with Jagannatha, two others namely, Balabhadra, and Subhadra are also worshipped here. These three, constitute the basic and fundamental Trinity and are considered to be the forms and manifestations of the omni-present, omni-scient and omni-potent supreme power.Sudarsan who is supposed to be the fourth important divine manifestation is also worshipped with the celebrated trio and these four are known as the Caturdha murti or the four-fold divine images.Besides, Madhava, a replica of Jagannatha, Sridevi and Bhudevi are also installed in the sanctum sacrosanct and worshiped. please see our website to know more about Loard jagannath
http://jayjagannath.com/

02/07/2024

ଜୟ ଜଗନ୍ନାଥ 🙏 ତାରିଖ ୦୨.୦୭.୨୦୨୪
*ଗତକାଲି ଶ୍ରୀ ମନ୍ଦିରରେ ଅନବସର(ଅଣସର)୧୧ ଦିନ ନୀତି ହେତୁ ଶ୍ରୀ ଜୀଉ ମାନଙ୍କ ପହୁଡ଼ ନୀତି ହୋଇପାରି ନାହିଁ, ଏଣୁ ଦ୍ଵାରଫିଟା ନୀତି ନ ହୋଇ ମହାପ୍ରଭୁ ଅନନ୍ତ ନାରାୟଣ(ପଟିଦିଅଁ) ଙ୍କ ମଙ୍ଗଳ ଆରତୀ ନୀତି ପୂଜା ପଣ୍ଡା ସେବାୟତଙ୍କ ଦ୍ଵାରା ସକାଳ୦୮:୨୦ରେ ସମାପ୍ତ ହେଲା ll
------------🕉️------------🕉️------------
Jay Jagannath 🙏 Dt 02.07.2024
*Yesterday Due to ANABASARA NITI's 11th Day (Anasara), Mahaprabhu Jagannath didn't go to Pahuda & today's Mahaprabhu Ananta Narayana(Patidian) Mangal Arati completed by Pujapanda Sevayat at08:20 am.

01/07/2024

ଜୟ ଜଗନ୍ନାଥ 🙏 ତାରିଖ ୦୧.୦୭.୨୦୨୪
*ଗତକାଲି ଶ୍ରୀ ମନ୍ଦିରରେ ଅନବସର(ଅଣସର)୧୦ ଦିନ ନୀତି ହେତୁ ଶ୍ରୀ ଜୀଉ ମାନଙ୍କ ପହୁଡ଼ ନୀତି ହୋଇପାରି ନାହିଁ, ଏଣୁ ଦ୍ଵାରଫିଟା ନୀତି ନ ହୋଇ ମହାପ୍ରଭୁ ଅନନ୍ତ ନାରାୟଣ(ପଟିଦିଅଁ) ଙ୍କ ମଙ୍ଗଳ ଆରତୀ ନୀତି ପୂଜା ପଣ୍ଡା ସେବାୟତଙ୍କ ଦ୍ଵାରା ସକାଳ୦୮:୩୦ରେ ସମାପ୍ତ ହେଲା ll
------------🕉️------------🕉️------------
Jay Jagannath 🙏 Dt 01.07.2024
*Yesterday Due to ANABASARA NITI's 10th Day (Anasara), Mahaprabhu Jagannath didn't go to Pahuda & today's Mahaprabhu Ananta Narayana(Patidian) Mangal Arati completed by Pujapanda Sevayat at08:30 am.

30/06/2024

ଜୟ ଜଗନ୍ନାଥ 🙏 ତାରିଖ ୩୦.୦୬.୨୦୨୪
*ଗତକାଲି ଶ୍ରୀ ମନ୍ଦିରରେ ଅନବସର(ଅଣସର) ନବମ ଦିନ ନୀତି ହେତୁ ଶ୍ରୀ ଜୀଉ ମାନଙ୍କ ପହୁଡ଼ ନୀତି ହୋଇପାରି ନାହିଁ, ଏଣୁ ଦ୍ଵାରଫିଟା ନୀତି ନ ହୋଇ ମହାପ୍ରଭୁ ଅନନ୍ତ ନାରାୟଣ(ପଟିଦିଅଁ) ଙ୍କ ମଙ୍ଗଳ ଆରତୀ ନୀତି ପୂଜା ପଣ୍ଡା ସେବାୟତଙ୍କ ଦ୍ଵାରା ସକାଳ୦୯:୧୦ରେ ସମାପ୍ତ ହେଲା ll
------------🕉️------------🕉️------------
Jay Jagannath 🙏 Dt 30.06.2024
*Yesterday Due to ANABASARA NITI's 9th Day (Anasara), Mahaprabhu Jagannath didn't go to Pahuda & today's Mahaprabhu Ananta Narayana(Patidian) Mangal Arati completed by Pujapanda Sevayat at09:10 am.

https://www.facebook.com/100076053391451/posts/481749377703505/
29/06/2024

https://www.facebook.com/100076053391451/posts/481749377703505/

🙏🕉️⚫❗⚫🕉️🙏
ll ଶ୍ରୀବଳଭଦ୍ର ମହାପ୍ରଭୁଙ୍କର ରଥର ନାମ ତାଳଧ୍ଵଜ କାହିଁକି ? ll

ଶ୍ରୀଜଗନ୍ନାଥଙ୍କ ରଥର ନାମ ଯେପରି ‘ନନ୍ଦିଘୋଷ’, ଶ୍ରୀବଳଭଦ୍ର ଙ୍କ ରଥର ନାମ ସେପରି ‘ତାଳଧ୍ୱଜ’ । ଏ ନାମ ପଛରେ ମଧ୍ୟ ଅନେକ ରହସ୍ୟ ରହିଛି ଶ୍ରୀବଳଭଦ୍ର ବଡ଼ଭାଇ । ବଡ଼ଠାକୁର । ତେଣୁ ତାଙ୍କ ରଥକୁ କେହି କେହି ‘ବଡ଼ବାଡ଼ ରଥ’ ବୋଲି ବି କହନ୍ତି । ତେବେ ତାଙ୍କ ରଥର ଆଉ ଗୋଟିଏ ନାମ ‘ଲାଙ୍ଗଳଧ୍ୱଜ’ । ତାଙ୍କର ଦୁଇ ଆୟୁଧ ହେଉଛି- ‘ହଳ’ ଓ ‘ମୂଷଳ’ ।

ଏଥିରୁ ହଳ ବା ‘ଲଙ୍ଗଳ’ ଅନୁସାରେ ତାଙ୍କ ରଥର ନାମ ‘ଲାଙ୍ଗଳଧ୍ୱଜ’ ହୋଇଛି । କିନ୍ତୁ ତାଙ୍କ ରଥର ନାମ କାହିଁକି ‘ତାଳଧ୍ୱଜ’ ତା ପଛରେ ଅନେକ ରହସ୍ୟ ରହିଛି । ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତରେ ‘ତାଳଧ୍ୱଜ’ର ଉଲ୍ଲେଖ ଅଛି । ଏହା ଅନୁସାରେ, ‘ତାଳଧ୍ୱଜ’ ଥିଲା ଶ୍ରୀକୃଷ୍ଣଙ୍କ ବଡ଼ଭାଇ ବଳରାମଙ୍କ ରଥ । ସେ ଦୃଷ୍ଟିରୁ ପୁରୀ ରଥଯାତ୍ରାରେ ବଳଭଦ୍ରଙ୍କ ରଥର ନାମ ‘ତାଳଧ୍ୱଜ’ ହୋଇଛି । ଭାଗବତକାର ଜଗନ୍ନାଥ ଦାସ ଲେଖିଛନ୍ତି-

ଏବେ ହେ ଶୁଣ କୁରୁବୀର । ଦ୍ୱାରକାପୁରେ ହଳଧର ।।
ସୁହୃଦ ଦରଶନ ସଧେ । ବିଜୟ ତାଳଧ୍ୱଜ ମଧ୍ୟେ ।।

ତେବେ, ଏହାର ନାମ କାହିଁକି ତାଳଧ୍ୱଜ, ତା’ ପଛରେ ଗୋଟିଏ ଉପାଖ୍ୟାନ ଅଛି । ସେହି ଉପାଖ୍ୟାନ ଅନୁସାରେ, ବଳରାମଙ୍କର ପ୍ରିୟ ପାନୀୟ ହେଉଛି ‘କାଦମ୍ବରୀ’ । ଏହା ‘ତାଳ’ ଜାତୀୟ ଏକ ବୃକ୍ଷର ପୁଷ୍ପକେଶର ପାଖରୁ ଝରୁଥିବା ରସ । ଏହି କାଦମ୍ବରୀ ପାଇଁ ବଳରାମ ‘ତାଳକେତୁ’ ନାମକ ଏକ ରାକ୍ଷସକୁ ବଧ କରିଥିଲେ । ସେହି ରାକ୍ଷସ ତାହାର ଶେଷଇଚ୍ଛା ରୂପେ ତାଙ୍କ ରଥର ଧ୍ୱଜରେ ଅବସ୍ଥାନ କରିବାପାଇଁ ଅନୁରୋଧ କରିଥିଲା । ବଳରାମ ତାହାର ଇଚ୍ଛା ପୂରଣ କରିଥିଲେ । ତେଣୁ ତାଙ୍କ ରଥର ନାମ ‘ତାଳଧ୍ୱଜ’ ହେଲା । କିନ୍ତୁ ‘ସ୍କନ୍ଦପୁରାଣ’ରେ ଏ ସଂପର୍କରେ ଏକ ତାତ୍ତ୍ୱିକ ପ୍ରସଙ୍ଗ ଅଛି । ସେଥିରେ ‘ତାଳଧ୍ୱଜ’ର ‘ତାଳ’କୁ ‘ଆଦର୍ଶ’ ବା ଦର୍ପଣ ସହ ଯୋଡ଼ା ଯାଇଛି । ତାହା ଅନୁସାରେ- ବଳଭଦ୍ର ସୁନିର୍ମଳ ଜ୍ଞାନ ରୂପକ ଦର୍ପଣଦ୍ୱାରା ଏ ସଂସାରର ସମସ୍ତ ଜୀବ ଓ ଜଡ଼ଙ୍କୁ ଦର୍ଶନ କରନ୍ତି । ତାଙ୍କ କରତଳ ବା ହାତ ପାପୁଲିରେ ଏହି ନିର୍ମଳ ଦର୍ପଣ ରହିଥାଏ । ଏଥରୁ ତାଙ୍କ ରଥର ନାମ ‘ତାଳଧ୍ୱଜ’ ।

ତାଳଧ୍ବଜ ରଥ
ଅନ୍ୟ ନାମ : ହଳଧ୍ୱଜ / ଲଙ୍ଗଳଧ୍ୱଜ
ରଥ ପ୍ରଦାନ କର୍ତ୍ତା : ତାଳ ବନରେ ଦେବତା ଙ୍କ ଦ୍ଵାରା ପ୍ରଦତ୍ତ
ରଥ ନିର୍ମାଣ : ମୟ
ବ୍ୟବହୃତ କାଠ ସଂଖ୍ୟା : ୭୩୧ - ୬୩୧
ଉଚ୍ଚତା : ୩୯ ଫୁଟ ୪ଇଞ୍ଚ ( ୩୨ ହାତ ୧୦ ଆଙ୍ଗୁଳି )
ଚକ ସଂଖ୍ୟା : ୧୪ (୧୪ ଭୁବନ ଅନୁପାତ)
ଚକ ଅର : ୧୪
ଚକ ବ୍ୟାସ : ୬.୫ ଫୁଟ
ଆବରଣ : ନୀଳଲୋହିତ
ଅଧୀଶ୍ଵର : ବଡ଼ଠାକୁର ବଳଭଦ୍ର , ରାମ ଓ କୃଷ୍ଣ
ଭଦ୍ର ପୀଠ ର ଆକାର : ଅଷ୍ଟାଦଳ ପଦ୍ମକୃତି
ଆୟୁଧ : ହଳ ଓ ମୁଷଳ
ସାରଥୀ : ମାତଳୀ
ରଥ ରକ୍ଷକ : ବାସୁଦେବ ଓ ଭାସ୍କର
ରଥ ଦେବତା : ଶେଷ ଶାୟୀ
ରଥ ଦେବୀ : କେତୁ ଭଦ୍ରା
ରଥ ଶକ୍ତି : ଜୟ ଦୁର୍ଗା ଓ ଶୂଳୀ ଦୁର୍ଗା
ରଥ ଭୈରବ : କ୍ଷେତ୍ରପାଳ

29/06/2024

*🙏ଜୟ ଜଗନ୍ନାଥ.. ଜୟ ପ୍ରଭୁ ଅଲାରନାଥ.., ତା :- ୨୯/୦୬/୨୦୨୪🙏 ପ୍ରଭୂ ଅଲାରନାଥଙ୍କ ମଙ୍ଗଳ ଆଳତୀ ଦର୍ଶନ 🙏 ଜୟ ଜଗନ୍ନାଥ... ଜୟ ପ୍ରଭୂ ଅଲାରନାଥ 🙏*👍

29/06/2024

ଜୟ ଜଗନ୍ନାଥ 🙏 ତାରିଖ ୨୯.୦୬.୨୦୨୪
*ଗତକାଲି ଶ୍ରୀ ମନ୍ଦିରରେ ଅନବସର(ଅଣସର) ଅଷ୍ଟମ ଦିନ ନୀତି ହେତୁ ଶ୍ରୀ ଜୀଉ ମାନଙ୍କ ପହୁଡ଼ ନୀତି ହୋଇପାରି ନାହିଁ, ଏଣୁ ଦ୍ଵାରଫିଟା ନୀତି ନ ହୋଇ ମହାପ୍ରଭୁ ଅନନ୍ତ ନାରାୟଣ(ପଟିଦିଅଁ) ଙ୍କ ମଙ୍ଗଳ ଆରତୀ ନୀତି ପୂଜା ପଣ୍ଡା ସେବାୟତଙ୍କ ଦ୍ଵାରା ସକାଳ୦୯:୦୦ରେ ସମାପ୍ତ ହେଲା ll
------------🕉️------------🕉️------------
Jay Jagannath 🙏 Dt 29.06.2024
*Yesterday Due to ANABASARA NITI's 9th Day (Anasara), Mahaprabhu Jagannath didn't go to Pahuda & today's Mahaprabhu Ananta Narayana(Patidian) Mangal Arati completed by Pujapanda Sevayat at09:00 am.

PLEASE CIRCULATE THIS MESSEGE TO ALL YOUR DEAR & NEAR PRRSONS INCLUDING YOUR WHATSAPP GROUPS
28/06/2024

PLEASE CIRCULATE THIS MESSEGE TO ALL YOUR DEAR & NEAR PRRSONS INCLUDING YOUR WHATSAPP GROUPS

28/06/2024

*ଜୟ ଜଗନ୍ନାଥ*🙏ତା ୨୮.୦୬.୨୪
ଅଣବସର ସପ୍ତମ ଦିବସରେ ଆଜିର ସିଂହଦ୍ୱାର ଫିଟା ନୀତି ଶ୍ରୀ ତଳୁଚ୍ଛ ଜନାର୍ଦନ ମହାପାତ୍ର ଙ୍କ ଦ୍ୱାରା ସକାଳ୦୭:୦୪ରେ ଓ ପରେ ପୂଜାପଣ୍ଡା ସାମନ୍ତ ସେବାୟତଙ୍କ ଦ୍ଵାରା ଅନନ୍ତ ନାରାୟଣ (ପଟିଦିଅଁ) ଙ୍କ ମଙ୍ଗଳ ଆଳତୀ ନୀତି ସମାପ୍ତ ହେଲା ll🙏
~~~~~~~~~~~~~~~~~~~~
𝑱𝒂𝒚 𝑱𝒂𝒈𝒂𝒏𝒏𝒂𝒕𝒉🙏Dt 28.06.24
On 7th Day of Anasara Today Singha Dwara opening rituals completed by 𝑆ℎ𝑟𝑒𝑒 Talucha Janardana 𝑀𝑜ℎ𝑎𝑝𝑎𝑡𝑟𝑎 at 07:04AM & then Mangal Arati Niti of Ananta Narayan (Pati Dian) completed by Pujapanda Samanta Sevayata.🙏

27/06/2024

ଆଗକୁ ପ୍ରଭୁଙ୍କ ରଥଯାତ୍ରା ଘଣ୍ଟବାଦ୍ୟ
ପ୍ରସ୍ତୁତ ଚାଲିଛି। ଜୟ ଜଗନ୍ନାଥ ସ୍ୱାମୀ
🚩🙏

27/06/2024

ଜୟ ଜଗନ୍ନାଥ 🙏 ତାରିଖ ୨୭.୦୬.୨୦୨୪
*ଗତକାଲି ଶ୍ରୀ ମନ୍ଦିରରେ ଅନବସର(ଅଣସର) ୬ ଦିନ ନୀତି ହେତୁ ଶ୍ରୀ ଜୀଉ ମାନଙ୍କ ପହୁଡ଼ ନୀତି ହୋଇପାରି ନାହିଁ, ଏଣୁ ଦ୍ଵାରଫିଟା ନୀତି ନ ହୋଇ ମହାପ୍ରଭୁ ଅନନ୍ତ ନାରାୟଣ(ପଟିଦିଅଁ) ଙ୍କ ମଙ୍ଗଳ ଆରତୀ ନୀତି ପୂଜା ପଣ୍ଡା ସେବାୟତଙ୍କ ଦ୍ଵାରା ସକାଳ୦୭ :୫୦ରେ ସମାପ୍ତ ହେଲା ll
------------🕉️------------🕉️------------
Jay Jagannath 🙏 Dt 27.06.2024
*Yesterday Due to ANABASARA NITI's 6th Day (Anasara), Mahaprabhu Jagannath didn't go to Pahuda & today's Mahaprabhu Ananta Narayana(Patidian) Mangal Arati completed by Pujapanda Sevayat at07 :50 am.*

26/06/2024

*ଜୟ ଜଗନ୍ନାଥ*🙏ତା ୨୬.୦୬.୨୪
ଅଣବସର ପଞ୍ଚମଦିବସରେ ଆଜିର ସିଂହଦ୍ୱାର ଫିଟା ନୀତି ଶ୍ରୀ ତଳୁଚ୍ଛ ଜନାର୍ଦନ ମହାପାତ୍ର ଙ୍କ ଦ୍ୱାରା ସକାଳ୦୬:୩୭ରେ ଓ ପରେ ପୂଜାପଣ୍ଡା ସାମନ୍ତ ସେବାୟତଙ୍କ ଦ୍ଵାରା ଅନନ୍ତ ନାରାୟଣ (ପଟିଦିଅଁ) ଙ୍କ ମଙ୍ଗଳ ଆଳତୀ ନୀତି ସମାପ୍ତ ହେଲା ll🙏
~~~~~~~~~~~~~~~~~~~~
𝑱𝒂𝒚 𝑱𝒂𝒈𝒂𝒏𝒏𝒂𝒕𝒉🙏Dt 26.06.24
On 5th Day of Anasara Today Singha Dwara opening rituals completed by 𝑆ℎ𝑟𝑒𝑒 Talucha Janardana 𝑀𝑜ℎ𝑎𝑝𝑎𝑡𝑟𝑎 at 06:37AM & then Mangal Arati Niti of Ananta Narayan (Pati Dian) completed by Pujapanda Samanta Sevayata.🙏

25/06/2024

*ଜୟ ଜଗନ୍ନାଥ*🙏ତା ୨୫.୦୬.୨୪
ଅଣବସର ଚତୁର୍ଥ ଦିବସରେ ଆଜିର ସିଂହଦ୍ୱାର ଫିଟା ନୀତି ଶ୍ରୀ ତଳୁଚ୍ଛ ମହାପାତ୍ର ଙ୍କ ଦ୍ୱାରା ସକାଳ୦୬ :୫୦ରେ ଓ ପରେ ପୂଜାପଣ୍ଡା ସାମନ୍ତ ସେବାୟତଙ୍କ ଦ୍ଵାରା ଅନନ୍ତ ନାରାୟଣ (ପଟିଦିଅଁ) ଙ୍କ ମଙ୍ଗଳ ଆଳତୀ ନୀତି ସମାପ୍ତ ହେଲା ll🙏
~~~~~~~~~~~~~~~~~~~~
𝑱𝒂𝒚 𝑱𝒂𝒈𝒂𝒏𝒏𝒂𝒕𝒉🙏Dt 25.06.24
On 4th Day of Anasara Today Singha Dwara opening rituals completed by 𝑆ℎ𝑟𝑒𝑒 Talucha 𝑀𝑜ℎ𝑎𝑝𝑎𝑡𝑟𝑎 at 06 :50AM & then Mangal Arati Niti of Ananta Narayan (Pati Dian) completed by Pujapanda Samanta Sevayata.🙏

23/06/2024
23/06/2024

ଆଜି ଠାରୁ ପ୍ରଭୁ ଅଲାରନାଥ ଙ୍କ ଦିବ୍ୟ ଦର୍ଶନ।
(୧୫ ଦିନ ପର୍ଯ୍ୟନ୍ତ )

Priya Heritage, Puri- Exclusive vacation homes with world class amenities and an elite lifestyle, located near the Puri ...
23/06/2024

Priya Heritage, Puri- Exclusive vacation homes with world class amenities and an elite lifestyle, located near the Puri sea beach and the Jagannath Temple.

Experience the exclusivity and prestige that comes with owning a vacation home in a sought-after prime location at Puri.

Unwind, rejuvenate, and create lasting memories with family and friends in your own private slice of paradise.


🌇 Tallest residential towers in Puri
👨‍👩‍👧‍👦 Gated community living
✅ ORERA Registered and PKDA approved project
🏢 Project by Odisha's trusted SJ JRG Ventures LLP
📞 Call 9776642003 to explore the splendor in more detail!

https://wa.me/p/8117087931666320/919776642003

Priya Heritage, Puri- Exclusive vacation homes with world class amenities and an elite lifestyle, located near the Puri sea beach and the Jagannath Temple.

Experience the exclusivity and prestige that comes with owning a vacation home in a sought-after prime location at Puri.

Unwind, rejuvenate, and create lasting memories with family and friends in your own private slice of paradise.


🌇 Tallest residential towers in Puri
👨‍👩‍👧‍👦 Gated community living
✅ ORERA Registered and PKDA approved project
🏢 Project by Odisha's trusted SJ JRG Ventures LLP
📞 Call 9776642003 to explore the splendor in more detail!


With Swimming Pool, Barr and 5 lieft....7th floor building , much more facilities 1st time in puri . · ₹2,300,000.00

23/06/2024

🙏

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ତଳୁଛ ମହାପାତ୍ର ଙ୍କ ଦ୍ୱାରା 08.19 AM ରେ ସମାପ୍ତ ହେଲା

🙏𝑱𝒂𝒚 𝑱𝒂𝒈𝒂𝒏𝒏𝒂𝒕𝒉🙏

Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 08.19 AM

🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏

Dated 23/06/2024

22/06/2024
22/06/2024

ଜୟ ଜଗନ୍ନାଥ 🙏 ତା 22.06.24
ପରମ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ସ୍ନାନ ମଣ୍ଡପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ସୁଭଦ୍ରା ଓ ସୁଦର୍ଶନ ଜୀଉଙ୍କ ଶୁଭ ମଙ୍ଗଳ ଆଳତୀ ଦର୍ଶନ ll
----------------------------------------
Jay Jagannath 🙏 dt 22.06.24
On Today's Debasnana Purnima, watch Holy Mangal Arati Darshan of Mahaprabhu Jagannath Balabhadra Subhadra & Sudarshan on Snana Mandap.🙏🙏🙏

21/06/2024

🙏

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 06.12 AM ରେ ସମାପ୍ତ ହେଲା

🙏𝑱𝒂𝒚 𝑱𝒂𝒈𝒂𝒏𝒏𝒂𝒕𝒉🙏

Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 06.12 AM

🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏

Dated 21/06/2024

20/06/2024

🙏

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 06.17 AM ରେ ସମାପ୍ତ ହେଲା

🙏𝑱𝒂𝒚 𝑱𝒂𝒈𝒂𝒏𝒏𝒂𝒕𝒉🙏

Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 06.17 AM

🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏

Dated 20/06/2024

19/06/2024

*🙏ଜୟ ଜଗନ୍ନାଥ🙏ତାରିଖ :- ୧୯/୦୬/୨୦୨୪*

*ଗତକାଲି ଶ୍ରୀ ମନ୍ଦିରରେ ରୁକ୍ମଣୀ ହରଣ ଏକାଦଶୀ ନୀତି ହେତୁ ଶ୍ରୀ ଜୀଉ ମାନଙ୍କ ପହୁଡ଼ ନୀତି ହୋଇପାରି ନାହିଁ, ଏଣୁ ଦ୍ଵାରଫିଟା ନୀତି ନ ହୋଇ ପତିତପାବନ ଶ୍ରୀ ଜଗନ୍ନାଥଙ୍କ ମଙ୍ଗଳ ଆରତୀ ନୀତି ପୂଜା ପଣ୍ଡା ସେବାୟତଙ୍କ ଦ୍ଵାରା ସକାଳ ୦୬:୪୫ ସମୟରେ ଶେଷ ହୋଇଛି ।*
🚩________⚫❗⚫ _______🚩
*🙏Jay Jagannath 🙏Dt- 19.06.2024*
*Due to yesterday's Rukmani Harana Ekadasi Niti, hence Mahaprabhu didn't go to Pahuda & today's Patitapabana Jagannath's Mangal Arati Niti completed by Samanta Pujapanda Sevayat at morning 06:45 am.* 🙏

18/06/2024

🙏

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 04.44 AM ରେ ସମାପ୍ତ ହେଲା

🙏𝑱𝒂𝒚 𝑱𝒂𝒈𝒂𝒏𝒏𝒂𝒕𝒉🙏

Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 04.44 AM

🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏

Dated 18/06/2024

17/06/2024

🙏

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 04.10 AM ରେ ସମାପ୍ତ ହେଲା

🙏𝑱𝒂𝒚 𝑱𝒂𝒈𝒂𝒏𝒏𝒂𝒕𝒉🙏

Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 04.10 AM

🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏

Dated 17/06/2024

15/06/2024

🙏

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 05.17 AM ରେ ସମାପ୍ତ ହେଲା

🙏𝑱𝒂𝒚 𝑱𝒂𝒈𝒂𝒏𝒏𝒂𝒕𝒉🙏

Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.17 AM

🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏

Dated 15/06/2024

14/06/2024

🙏

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 06.04 AM ରେ ସମାପ୍ତ ହେଲା

🙏𝑱𝒂𝒚 𝑱𝒂𝒈𝒂𝒏𝒏𝒂𝒕𝒉🙏

Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 06.04 AM

🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏

Dated 14/06/2024

13/06/2024

*🙏ଜୟ ଜଗନ୍ନାଥ🙏ତାରିଖ :- ୧୩/୦୬/୨୦୨୪*

*ଗତକାଲି ଶ୍ରୀ ମନ୍ଦିରରେ ଶୀତଳଷଷ୍ଠୀ ନୀତି ହେତୁ ଶ୍ରୀ ଜୀଉ ମାନଙ୍କ ପହୁଡ଼ ନୀତି ହୋଇପାରି ନାହିଁ, ଏଣୁ ଦ୍ଵାରଫିଟା ନୀତି ନ ହୋଇ ପତିତପାବନ ଶ୍ରୀ ଜଗନ୍ନାଥଙ୍କ ମଙ୍ଗଳ ଆରତୀ ନୀତି ପୂଜା ପଣ୍ଡା ସେବାୟତଙ୍କ ଦ୍ଵାରା ସକାଳ ୦୬:୪୦ ସମୟରେ ଶେଷ ହୋଇଛି ।*
🚩________⚫❗⚫ _______🚩
*🙏Jay Jagannath 🙏Dt- 13.06.2024*
*Due to yesterday's Sitalasashi Niti, hence Mahaprabhu didn't go to Pahuda & today's Patitapabana Jagannath's Mangal Arati Niti completed by Samanta Pujapanda Sevayat at morning 06:40 am.* 🙏

12/06/2024

🙏

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 05.10 AM ରେ ସମାପ୍ତ ହେଲା

🙏𝑱𝒂𝒚 𝑱𝒂𝒈𝒂𝒏𝒏𝒂𝒕𝒉🙏

Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.10 AM

🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏

Dated 12/06/2024

Address

Dolamandap Sahi
Puri
752001

Alerts

Be the first to know and let us send you an email when Jay Jagannath Group posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Jay Jagannath Group:

Videos

Share

Nearby travel agencies


Other Tourist Information Centers in Puri

Show All